Search Header Logo

ONLINE TEST : FC4 : 05-05-2020

Authored by BIET GORUMAHISANI

Education

12th Grade

Used 1K+ times

ONLINE TEST : FC4 : 05-05-2020
AI

AI Actions

Add similar questions

Adjust reading levels

Convert to real-world scenario

Translate activity

More...

    Content View

    Student View

25 questions

Show all answers

1.

MULTIPLE CHOICE QUESTION

1 min • 1 pt

ଆମ ରାଜ୍ୟରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କେତୋଟି କଥିତ ଭାଷା ଅଛି?

60
62
64
66

2.

MULTIPLE CHOICE QUESTION

1 min • 1 pt

ସମ୍ବିଧାନର କେଉଁ ଧାରାରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥା ବିଷୟରେ କୁହାଯାଇଛି ?

42
43
44
45

3.

MULTIPLE CHOICE QUESTION

1 min • 1 pt

ଶିକ୍ଷା ଅଧିକାର ଅଧିନିୟମ ଲାଗୁହେବା ପରେ ଉଚ୍ଚ ପ୍ରାଥମିକ ସ୍ତରରେ ପ୍ରତି କେତେ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକ ନିଯୁକ୍ତି ହେବାର ବ୍ୟବସ୍ଥା ରହିଛି ?

30
35
40
45

4.

MULTIPLE CHOICE QUESTION

1 min • 1 pt

ମାତୃଭାଷା ମାଧ୍ୟମରେ ପ୍ରାଥମିକ ଶିକ୍ଷାକୁ ବିକଶିତ କରିବା ପାଇଁ ଓଡିଶା ରାଜ୍ୟରେ ମାତ୍ର କେତୋଟି ଆଦିବାସୀ ଭାଷାରେ 'ବହୁଭାଷୀ ଶିକ୍ଷା' କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ?

10
12
15
20

5.

MULTIPLE CHOICE QUESTION

1 min • 1 pt

କିଏ ମୌଳିକ ସଂଗଠନବାଦର ଜଣେ ପ୍ରମୁଖ ପ୍ରବକ୍ତା ?

ପିଆଜେ
ଭାଇଗୋଟସ୍କି
ଗ୍ଲାସରଫେଲଡ
କୌଣସିଟି ନୁହେଁ

6.

MULTIPLE CHOICE QUESTION

1 min • 1 pt

ସାମାଜିକ ସଂଗଠନବାଦର ପୁରୋଧା କିଏ ?

ଗ୍ଲାସରଫେଲଡ
ପିଆଜେ
ନୋଭୋକ
ଭାଇଗୋଟସ୍କି

7.

MULTIPLE CHOICE QUESTION

1 min • 1 pt

MLL ର ପୁରା ନାମ କଣ ?

Minimum Levels of Learning

Maximum Level of Learning

Multi Levels of Learning

କୌଣସିଟି ନୁହେଁ

Access all questions and much more by creating a free account

Create resources

Host any resource

Get auto-graded reports

Google

Continue with Google

Email

Continue with Email

Microsoft

Continue with Microsoft

or continue with

Facebook

Facebook

Apple

Apple

Others

Others

Already have an account?