OLT: 3 :FC3 : 14-5-2020

OLT: 3 :FC3 : 14-5-2020

Assessment

Quiz

Special Education

Professional Development

Medium

Created by

BIET GORUMAHISANI

Used 269+ times

FREE Resource

Student preview

quiz-placeholder

25 questions

Show all answers

1.

MULTIPLE CHOICE QUESTION

30 sec • 1 pt

ଗୋଟିଏ ଶିକ୍ଷାବର୍ଷ ମଧ୍ୟରେ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ପ୍ରାୟ କେତେଦିନ ଛୁଟି ଦିବସ ପାଳନ କରାଯାଏ
52 ଦିନ
83 ଦିନ
82 ଦିନ
78 ଦିନ

2.

MULTIPLE CHOICE QUESTION

30 sec • 1 pt

ଶିକ୍ଷା ଅଧିକାର ଅଧିନିୟମ 2010 ଅନୁଯାୟୀ ସପ୍ତାହକୁ କେତେ ଘଣ୍ଟା ଶିକ୍ଷାଦାନ ଶିକ୍ଷଣ ଓ ଅନ୍ୟାନ କାର୍ଯ୍ୟକ୍ରମ କରାଯିବ ?
45 ଘଣ୍ଟା
49 ଘଣ୍ଟା
42 ଘଣ୍ଟା
କୌଣସିଟି ନୁହେଁ

3.

MULTIPLE CHOICE QUESTION

30 sec • 1 pt

OPEPA ର ପୁରା ନାମ କଣ ?
Odisha Primary Education Programme Association
Odisha Primary Educational Programme Association
Odisha Primary Educational Programme Authority
Odisha Primary Education Programme Authority

4.

MULTIPLE CHOICE QUESTION

30 sec • 1 pt

ଦୈନନ୍ଦିନ ବିଦ୍ୟାଳୟ କାର୍ଯ୍ୟ ଆରମ୍ଭରେ ସମବେତ ପ୍ରାର୍ଥନା ପାଇଁ କେତେ ସମୟ ନିର୍ଦ୍ଧାରଣ କରା ଯାଇଥାଏ ?
10 ରୁ 15 ମିନିଟ
10 ରୁ 25 ମିନିଟ
15 ରୁ 20 ମିନିଟ
10 ରୁ 20 ମିନିଟ

5.

MULTIPLE CHOICE QUESTION

30 sec • 1 pt

କେଉଁଟି ପାଠ ଯୋଜନା ଫର୍ଦ୍ଦର ଅନ୍ତର୍ଭୁକ୍ତ ନୁହେଁ ?
ଶିକ୍ଷାଦାନ ଶିକ୍ଷଣ ପରବର୍ତ୍ତୀ କାର୍ଯ୍ୟ
ଶିକ୍ଷାଦାନ ଶିକ୍ଷଣ ସମୟର କାର୍ଯ୍ୟ
ଶିକ୍ଷାଦାନ ଶିକ୍ଷଣର ପୂର୍ବ ପ୍ରସ୍ତୁତି
ପାଠଟୀକା ପ୍ରସ୍ତୁତି

6.

MULTIPLE CHOICE QUESTION

30 sec • 1 pt

କେଉଁଟି ଏକ ବୌଦ୍ଧିକ କାର୍ଯ୍ୟ ?
ନିୟମାନୁବର୍ତ୍ତୀ ହେବା
ପ୍ରସଙ୍ଗକୁ ବିଶ୍ଳେଷଣ କରିବା
ବିଦ୍ୟାଳୟ ପ୍ରତି ଅନୁରକ୍ତି ପୋଷଣ କରିବା
କୌଣସିଟି ନୁହେଁ

7.

MULTIPLE CHOICE QUESTION

30 sec • 1 pt

ଦୈନିକ ପାଠ ଯୋଜନା ପାଇଁ ନିମ୍ନଲିଖିତ କେଉଁ ଉକ୍ତିଟି ଠିକ ?
ଏହା ଶିକ୍ଷାଦାନ-ଶିକ୍ଷଣ ପାଇଁ ଉଦ୍ଦିଷ୍ଟ
ଏହା ଶିକ୍ଷକଙ୍କ ଶିକ୍ଷାଦାନ ପାଇଁ ଉଦ୍ଦିଷ୍ଟ
ଏହା ଶିକ୍ଷାର୍ଥୀଙ୍କ ଶିକ୍ଷଣ ପାଇଁ ଉଦ୍ଦିଷ୍ଟ
କୌଣସିଟି ନୁହେଁ

Create a free account and access millions of resources

Create resources

Host any resource

Get auto-graded reports

Google

Continue with Google

Email

Continue with Email

Classlink

Continue with Classlink

Clever

Continue with Clever

or continue with

Microsoft

Microsoft

Apple

Apple

Others

Others

By signing up, you agree to our Terms of Service & Privacy Policy

Already have an account?