
OLT 4 : FC2 UNIT 2 & 3
Authored by BIET GORUMAHISANI
Education
12th Grade
Used 403+ times

AI Actions
Add similar questions
Adjust reading levels
Convert to real-world scenario
Translate activity
More...
Content View
Student View
25 questions
Show all answers
1.
MULTIPLE CHOICE QUESTION
30 sec • 1 pt
ବାନ୍ଦୁରା ଏବଂ ୱାଲଟର କେଉଁ ତତ୍ତ୍ଵ ଦେଇଥିଲେ ?
ପର୍ଯ୍ୟବେକ୍ଷଣ
ଅନୁକରଣ
ଅଭ୍ୟାସ ନିୟମ
କୌଣସିଟି ନୁହେଁ
2.
MULTIPLE CHOICE QUESTION
30 sec • 1 pt
ପ୍ରଯତ୍ନ ଓ ପ୍ରମାଦ ତତ୍ତ୍ଵ କେଉଁ ମନସ୍ତତ୍ଵବିତ ଉପସ୍ଥାପନା କରିଥିଲେ ?
ବଗି ଓ ହଣ୍ଟ
ସ୍କିନର
ଥର୍ଣ୍ଣ ଡାଇକ
କୌଣସିଟି ନୁହେଁ
3.
MULTIPLE CHOICE QUESTION
30 sec • 1 pt
କାଜଲ ର କାନ୍ଦ ଦେଖି ପରୀ କାନ୍ଦିବାକୁ ଲାଗିଲା , ଏହା କେଉଁ ପ୍ରକାର ଅନୁକରଣ ?
ଅଜ୍ଞାତ
ସହାନୁଭୁତି ସୂଚକ
ଅର୍ଥହୀନ
କ୍ରିୟାତ୍ମକ
4.
MULTIPLE CHOICE QUESTION
30 sec • 1 pt
ନିମ୍ନଲିଖିତ ମଧ୍ୟରୁ କେଉଁଟି ଶିକ୍ଷଣର ଉପାୟ ନୁହେଁ ?
ଅନୁକରଣ
ପରିପକ୍ଵନ
ପରୀକ୍ଷଣ
ପର୍ଯ୍ୟବେକ୍ଷଣ
5.
MULTIPLE CHOICE QUESTION
30 sec • 1 pt
ନିମ୍ନଲିଖିତ ମଧ୍ୟରୁ କେଉଁଟି ପରୀକ୍ଷଣ ମାଧ୍ୟମରେ ଶିକ୍ଷଣର ସୋପାନ ନୁହେଁ ?
ସମସ୍ୟାର ସମ୍ବେଦନ
ପ୍ରାସଙ୍ଗିକ ତଥ୍ୟ ସଂଗ୍ରହ
ସିଦ୍ଧାନ୍ତ ନିରୂପଣ
ଅର୍ଥ ପ୍ରସ୍ତୁତି
6.
MULTIPLE CHOICE QUESTION
30 sec • 1 pt
କେଉଁଟି ଏକ ସକାରାତ୍ମକ ପୁନର୍ବଳନ ନୁହେଁ ?
ଥଟ୍ଟା ପରିହାସ
ସାବାସ
ଖୁବ ଭଲ
ପିଠି ଥାପୁଡେଇବା
7.
MULTIPLE CHOICE QUESTION
30 sec • 1 pt
ନିମ୍ନଲିଖିତ କେଉଁଟି ଏକ ଦୃଶ୍ୟ-ଶ୍ରାବ୍ୟ ଉପକରଣ ?
ଗ୍ରାମୋଫୋନ
ରେଡିଓ
ଟେଲିଭିଜନ
ଫଟୋଗ୍ରାଫ
Access all questions and much more by creating a free account
Create resources
Host any resource
Get auto-graded reports

Continue with Google

Continue with Email

Continue with Classlink

Continue with Clever
or continue with

Microsoft
%20(1).png)
Apple
Others
Already have an account?