Search Header Logo

ଅଷ୍ଟମ ଅଧ୍ୟାୟ-ବିଦ୍ୟୁତ ଶ୍ରେଣୀ ଦଶମ

Authored by Debasmita Chakra

Other

10th Grade

Used 7+ times

ଅଷ୍ଟମ ଅଧ୍ୟାୟ-ବିଦ୍ୟୁତ ଶ୍ରେଣୀ ଦଶମ
AI

AI Actions

Add similar questions

Adjust reading levels

Convert to real-world scenario

Translate activity

More...

10 questions

Show all answers

1.

MULTIPLE CHOICE QUESTION

45 sec • 1 pt

ଗୋଟିଏ ବଲବ 220 v ଜେନେରେଟର ସହ ସଂଯୁକ୍ତ ହୋଇଛି, ଯଦି ବିଦ୍ୟୁତ ସ୍ରୋତ 0.50 A ହୁଏ ତେବେ ଏହାର ପାୱାର କେତେ?

440 V

110 V

55 W

0.0023 W

2.

MULTIPLE CHOICE QUESTION

45 sec • 1 pt

ବିଦ୍ୟୁତ ପାୱାର ________ ସହ ପ୍ରତିଲୋମାନୁପାତୀ

ପ୍ରତିରୋଧ

ବିଭବାନ୍ତର

ବିଦ୍ୟୁତ ସ୍ରୋତ

ତାପମାତ୍ରା

3.

MULTIPLE CHOICE QUESTION

45 sec • 1 pt

ବିଦ୍ୟୁତ ଶକ୍ତିର ବ୍ୟବହାରିକ ଏକକ _______ ଅଟେ।

ଜୁଲ

କିଲୋ ଜୁଲ

କିଲୋ ୱାଟ ଘଣ୍ଟା

ୱାଟ ଘଣ୍ଟା

4.

MULTIPLE CHOICE QUESTION

45 sec • 1 pt

1 ଓମ, 2 ଓମ ଓ 3 ଓମ ର ତିନୋଟି ପ୍ରତିରୋଧ ସମାନ୍ତରାଳ ଭାବେ ସଂଯୁକ୍ତ ହୋଇଛି। ଏଗୁଡ଼ିକର ସମୂହ ପ୍ରତିରୋଧ କେତେ?

30 ଓମ ରୁ ଅଧିକ

1 ଓମ ରୁ କମ

2 ଓମ

1 ଓମ ଓ 3 ଓମ ମଧ୍ୟରେ

5.

MULTIPLE CHOICE QUESTION

45 sec • 1 pt

ଯେ କୌଣସି ଧାତବ ତାର ର ବିଦ୍ୟୁତ ପ୍ରତିରୋଧିତା _________ ଉପରେ ନିର୍ଭର କରେ।

ଦୈର୍ଘ୍ୟ

ପ୍ରସ୍ଥଛେଦର କ୍ଷେତ୍ରଫଳ

ପଦାର୍ଥର ପ୍ରକୃତି

ମୋଟେଇ

6.

MULTIPLE CHOICE QUESTION

45 sec • 1 pt

ବିଦ୍ୟୁତରୋଧୀ ପଦାର୍ଥର ବିଦ୍ୟୁତ ପ୍ରତିରୋଧିତା _________

ଅଧକ

କମ

ଶୂନ

ବହୁତ ଅଧକ

7.

MULTIPLE CHOICE QUESTION

45 sec • 1 pt

କୁପରିବାହୀ ପଦାର୍ଥର ପ୍ରତିରୋଧିତା _________

1017 ଓମ

101 ଓମ

10-6 ଓମ

106 ଓମ

Access all questions and much more by creating a free account

Create resources

Host any resource

Get auto-graded reports

Google

Continue with Google

Email

Continue with Email

Microsoft

Continue with Microsoft

or continue with

Facebook

Facebook

Apple

Apple

Others

Others

By signing up, you agree to our Terms of Service & Privacy Policy

Already have an account?