
ରାଜାଙ୍କ ନୂତନ ପରିଚ୍ଛଦ
Authored by Kalpana Patnaik
Other
4th Grade
Used 2+ times

AI Actions
Add similar questions
Adjust reading levels
Convert to real-world scenario
Translate activity
More...
Content View
Student View
7 questions
Show all answers
1.
MULTIPLE CHOICE QUESTION
30 sec • 1 pt
ରାଜାଙ୍କ ପ୍ରଧାନ ସଉକ କ'ଣ ଥିଲା ?
ବହି କିଣିବା
ନୂତନ ପୋଷାକ ପିନ୍ଧିବା
ଲୋକଙ୍କ ସେବା କରିବା
ଗୀତ ଗାଇବା
2.
MULTIPLE CHOICE QUESTION
30 sec • 1 pt
ରାଜା ନୂତନ ପୋଷାକ ପାଇଁ କ'ଣ ପୁରସ୍କାର ଘୋଷଣା କରିଲେ ?
ଶହେ ସ୍ଵର୍ଣ୍ଣ ମୁଦ୍ରା
ହଜାରେ ସ୍ଵର୍ଣ୍ଣ ମୁଦ୍ରା
ହଜାରେ ଟଙ୍କା
ଶହେ ଟଙ୍କା
3.
MULTIPLE CHOICE QUESTION
30 sec • 1 pt
ରାଜା ନୂତନ ପୋଷାକ କେଉଁ ଦିନ ପିନ୍ଧିବାକୁ ଚାହୁଁଥିଲେ ?
ବାହାଘର ଦିନ
ବ୍ରତଘର ଦିନ
ଜନ୍ମଦିନରେ
ଗଣେଶ ପୂଜାରେ
4.
MULTIPLE CHOICE QUESTION
30 sec • 1 pt
ଅର୍ଥ ଲୋଭରେ କେତେଜଣ ଠକ ଆସିଥିଲେ ?
ଦୁଇ
ତିନି
ଚାରି
ପାଞ୍ଚ
5.
MULTIPLE CHOICE QUESTION
30 sec • 1 pt
ପରିଚ୍ଛଦ ଶବ୍ଦର ଅର୍ଥ
ପୁରୁଣା
ଅଧ୍ୟାୟ
ପୋଷାକ
ସଉକ
6.
MULTIPLE CHOICE QUESTION
30 sec • 1 pt
ନୂତନ ଶବ୍ଦର ବିପରୀତ ଅର୍ଥବୋଧକ ଶବ୍ଦ
ନୂଆ
ପୁରୁଣା
ପୁରାତନ
ନବୀନ
7.
MULTIPLE CHOICE QUESTION
30 sec • 1 pt
ନୂତନ ପୋଷାକ ଦେଖିବା ପାଇଁ ରାଜା ପ୍ରଥମେ କାହାକୁ ପଠାଇଥିଲେ ?
ସାଙ୍ଗକୁ
ବିଚାରପତି
ପ୍ରଧାନମନ୍ତ୍ରୀ
ମନ୍ତ୍ରୀ
Access all questions and much more by creating a free account
Create resources
Host any resource
Get auto-graded reports

Continue with Google

Continue with Email

Continue with Microsoft
or continue with
%20(1).png)
Apple
Others
Already have an account?