chilikaa

chilikaa

10th Grade

5 Qs

quiz-placeholder

Similar activities

କାଳର କପୋଳ ତଳେ

କାଳର କପୋଳ ତଳେ

10th Grade

5 Qs

NATYAKARA

NATYAKARA

10th Grade

4 Qs

chilikaa

chilikaa

Assessment

Quiz

Other

10th Grade

Easy

Created by

jayashree mohapatra

Used 1+ times

FREE Resource

5 questions

Show all answers

1.

MULTIPLE CHOICE QUESTION

30 sec • 1 pt

୧..'ଚିଲିକାରେ ସାୟନ୍ତନ' କବିତାରେ କେଉଁ ସମୟର ଦୃଶ୍ୟ ବର୍ଣ୍ଣନା କରାଯାଇଛି?

(କ) ଉଷାକାଳ

ଖ) ରାତ୍ରିକାଳ

(ଗ)ସାୟଂକାଳ

(ଘ) ମଧ୍ୟାହ୍ନ

2.

MULTIPLE CHOICE QUESTION

30 sec • 1 pt

୨.ହ୍ରଦ ମଧ୍ୟରେ କାହାର ପ୍ରତିବିମ୍ବ ଶୋଭା ପାଉଛି?

(କ) ଦ୍ୱୀପ

(ଖ) ଗିରିବନ

(ଗ) ସୂର୍ଯ୍ୟ

(ଘ) ଦୀପ

3.

MULTIPLE CHOICE QUESTION

30 sec • 1 pt

୩.'କବିସୂର୍ଯ୍ୟ' କିଏ?

(କ) ଭକ୍ତ ଚରଣ ଦାସ

(ଖ) ଅଭିମନ୍ୟୁ ସାମନ୍ତସିଂହାର

(ଗ) ବଳଦେବ ରଥ

ବ୍ରଜନାଥ ବଡଜେନା

4.

MULTIPLE CHOICE QUESTION

30 sec • 1 pt

୪. ଭାଲେରି ଶିଖରରେ କ'ଣ ଦେଖି ମୀନଜୀବୀମାନେ ଗୃହାଭିମୁଖୀ ହୁଅନ୍ତି?

(କ) ଧ୍ରୁବତାରା

(ଖ) ଲଞ୍ଜାତାରା

(ଗ) ସନ୍ଧ୍ୟାତାରା

(ଘ) କୁଆଁତାରା

5.

MULTIPLE CHOICE QUESTION

30 sec • 1 pt

୫. ନିଶା ଆଗମନରେ ଧରଣୀ କେଉଁ ରୂପ ଧାରଣ କରିଛି?

(କ) ନିଶ୍ଚଳ

(ଖ) ନିସ୍ତବ୍ଧ

(ଗ) କୋଳାହଳପୂର୍ଣ୍ଣ

(ଘ) ଗମ୍ଭୀର