SBA Phase 5

SBA Phase 5

Assessment

Quiz

Professional Development

Professional Development

Hard

Created by

Sujit Ranbida

Used 4+ times

FREE Resource

Student preview

quiz-placeholder

15 questions

Show all answers

1.

MULTIPLE CHOICE QUESTION

1 min • 1 pt

1. ନିମ୍ନୋକ୍ତ ଧାରା ମଧ୍ୟରୁ ଶିକ୍ଷା ଅଧିକାର ଅଧିନିୟମର କେଉଁ ଧାରା ରେ ମାନନିର୍ଦ୍ଧାରଣ କଥା ଉଲ୍ଲେଖ କରାଯାଇଛି?

ଧାରା 25

ଧାରା 27

ଧାରା 29

ଧାରା 31

2.

MULTIPLE CHOICE QUESTION

1 min • 1 pt

2. ଜାତୀୟ ଉପଲବ୍ଧି ସର୍ବେକ୍ଷଣ 2021 କେଉଁ ପ୍ରକାରର ମାନନିର୍ଦ୍ଧାରଣ   ଉପରେ ପର୍ଯ୍ୟବେଷିତ?

ବ୍ୟାପକ ସ୍ତରୀୟ ମାନନିର୍ଦ୍ଧାରଣ

ବିଦ୍ୟାଳୟ ଭିତ୍ତିକ ମାନନିର୍ଦ୍ଧାରଣ

ଉଭୟ a ଓ b

କୌଣସିଟି ନୁହେଁ

3.

MULTIPLE CHOICE QUESTION

1 min • 1 pt

3. ନିମ୍ନଲିଖିତ ମଧ୍ୟରୁ କେଉଁଟି " ଶିକ୍ଷଣ ମାନ ନିର୍ଦ୍ଧାରଣ " ର  ଉଦାହରଣ ନୁହେଁ ?

ବାର୍ଷିକ ପରୀକ୍ଷା

ଗୃହକାର୍ଯ୍ୟର ମାନ ନିର୍ଦ୍ଧାରଣ

ବୃତ୍ତି ପରୀକ୍ଷା

ଉପରୋକ୍ତ ସମସ୍ତ

4.

MULTIPLE CHOICE QUESTION

1 min • 1 pt

4. ଶିକ୍ଷଣ ସମୟରେ ପିଲାମାନଙ୍କର ଶିକ୍ଷଣ ଅଗ୍ରଗତି ମାପି ଆବଶ୍ୟକ  ଅନୁଯାୟୀ  ନେବା ପାଇଁ କେଉଁଟି ସାହାଯ୍ୟ  କରିଥାଏ ?

ଦକ୍ଷତା

ଧାରଣା

ଶିକ୍ଷଣ ଫଳାଫଳ

ପାଠ୍ୟକ୍ରମ ଲକ୍ଷ୍ୟ

5.

MULTIPLE CHOICE QUESTION

1 min • 1 pt

5. "ବସ୍ତୁର ଆକାର/ଲମ୍ବ/ଓଜନ ଅନୁସାରେ ୫ଟି ବସ୍ତୁକୁ ସାନ ରୁ ବଡ କିମ୍ବା ବଡରୁ ସାନ କ୍ରମରେ ସଜାଡିବେ"-ଏହି ଉକ୍ତିଟି କାହାକୁ ବୁଝାଏ?

ଶିକ୍ଷଣ ଫଳାଫଳ

ଦକ୍ଷତା

ଶିକ୍ଷକ ଉଦ୍ଦେଶ୍ଯ

ପାଠ୍ୟକ୍ରମ ଲକ୍ଷ୍ଯ

6.

MULTIPLE CHOICE QUESTION

1 min • 1 pt

6.ମାନ ନିର୍ଦ୍ଧାରଣ ପ୍ରକ୍ରିୟା ଶିକ୍ଷଣ ଫଳାଫଳକୁ ଆଧାର କରି କରାଯିବା ଆବଶ୍ୟକ କାହିଁକି?

ଶିକ୍ଷଣ ଫଳାଫଳ ଗୁଡିକ ସର୍ବଦା ପ୍ରସ୍ତାବିତ

ଶ୍ରେଣୀକାର୍ଯ୍ୟ ସମୟରେ ଏହା ବାସ୍ତବରେ ପ୍ରତିଫଳିତ

ଗୋଟିଏ ଦକ୍ଷତା ହାସଲ ପାଇଁ ଗୋଟିଏ ଶିକ୍ଷଣ ଫଳାଫଳ ଉଦ୍ଦିଷ୍ଟ

ଶିକ୍ଷଣ ଫଳାଫଳ ଗୁଡିକ ଆଧାରରେ ମାନ ନିର୍ଦ୍ଧାରଣ କରିବା ସହଜ

7.

MULTIPLE CHOICE QUESTION

1 min • 1 pt

7. Bloom's Taxonomy ଅନୁଯାୟୀ ଶିକ୍ଷଣ ଉଦ୍ଦେଶ୍ୟ ସ୍ଥିରୀକୃତ କରିବା ପାଇଁ ସର୍ବନିମ୍ନ ଓ ସର୍ବୋଚ୍ଚ ସ୍ତରଟି କ'ଣ ?

ମନେପକେଇବା, ବିଶ୍ଳେଷଣ କରିବା

ମନେପକେଇବା, ସୃଷ୍ଟି କରିବା

ମନେପକେଇବା, ବୁଝିବା

ମନେପକେଇବା, ମୂଲ୍ୟାୟନ କରିବା

Create a free account and access millions of resources

Create resources

Host any resource

Get auto-graded reports

Google

Continue with Google

Email

Continue with Email

Classlink

Continue with Classlink

Clever

Continue with Clever

or continue with

Microsoft

Microsoft

Apple

Apple

Others

Others

By signing up, you agree to our Terms of Service & Privacy Policy

Already have an account?