
SCHOOLBASED ASSESSMENT
Authored by Rajendra Kumar Nayak
Education
Professional Development
Used 3+ times

AI Actions
Add similar questions
Adjust reading levels
Convert to real-world scenario
Translate activity
More...
Content View
Student View
17 questions
Show all answers
1.
MULTIPLE CHOICE QUESTION
30 sec • 1 pt
1. ନିମ୍ନୋକ୍ତ ଧାରା ମଧ୍ୟରୁ ଶିକ୍ଷା ଅଧିକାର ଅଧିନିୟମର କେଉଁ ଧାରାରେ ମାନ ନିର୍ଦ୍ଧାରଣ କଥା ଉଲ୍ଲେଖ କରାଯାଇଛି ?
A. ଧାରା 25
B. ଧାରା 27
C. ଧାରା 29
D. ଧାରା 31
2.
MULTIPLE CHOICE QUESTION
30 sec • 1 pt
2. ଜାତୀୟ ଉପଲବ୍ଧି ସର୍ବେକ୍ଷଣ 2021 କେଉଁ ପ୍ରକାରର ମାନନିର୍ଦ୍ଧାରଣ ଉପରେ ପର୍ଯ୍ୟବେଷିତ ?
A. ବ୍ୟାପକ ସ୍ଥରୀୟ ମାନନିର୍ଦ୍ଧାରଣ
B. ବିଦ୍ୟାଳୟ ଭିତ୍ତିକ ମାନନିର୍ଦ୍ଧାରଣ
C. ଉଭୟ A ଓ B
D. କୌଣସିଟି ନୁହେଁ
3.
MULTIPLE CHOICE QUESTION
30 sec • 1 pt
3. ନିମ୍ନଲିଖିତ ମଧ୍ୟରୁ କେଉଁଟି "ଶିକ୍ଷଣ ମାନ ନିର୍ଦ୍ଧାରଣ"ର ଉଦାହରଣ ନୁହେଁ ?
A. ବାର୍ଷିକ ପରୀକ୍ଷା
B. ଗୃହକାର୍ଯ୍ୟର ମାନ ନିର୍ଦ୍ଧାରଣ
C. ବୃତ୍ତି ପରୀକ୍ଷା
D. ଉପରୋକ୍ତ ସମସ୍ତ
Answer explanation
4.
MULTIPLE CHOICE QUESTION
30 sec • 1 pt
4. ଶିକ୍ଷଣ ସମୟରେ ପିଲାମାନଙ୍କର ଶିକ୍ଷଣ ଅଗ୍ରଗତି ମାପି ଆବଶ୍ୟକ ଅନୁଯାୟୀ ପଦକ୍ଷେପ ନେବା ପାଇଁ କେଉଁଟି ସାହାଯ୍ୟ କରିଥାଏ ?
A. ଦକ୍ଷତା
B. ଧାରଣା
C. ଶିକ୍ଷଣ ଫଳାଫଳ
D. ପାଠ୍ୟକ୍ରମ ଲକ୍ଷ୍ୟ
Answer explanation
5.
MULTIPLE CHOICE QUESTION
30 sec • 1 pt
5. "ବସ୍ତୁର ଆକାର/ଲମ୍ବ/ଓଜନ ଅନୁସାରେ ୫ଟି ବସ୍ତୁକୁ ସାନରୁ ବଡ଼ କିମ୍ବା ବଡରୁ ସାନ କ୍ରମରେ ସଜାଡ଼ିବେ" - ଏହି ଉକ୍ତିଟି କାହାକୁ ବୁଝାଏ ?
A. ଶିକ୍ଷଣ ଫଳାଫଳ
B. ଦକ୍ଷତା
C. ଶିକ୍ଷଣ ଉଦ୍ଦେଶ୍ୟ
D. ପାଠ୍ୟକ୍ରମ ଲକ୍ଷ୍ୟ
6.
MULTIPLE CHOICE QUESTION
30 sec • 1 pt
6. ମାନ ନିର୍ଦ୍ଧାରଣ ପ୍ରକ୍ରିୟା ଶିକ୍ଷଣ ଫଳାଫଳକୁ ଆଧାର କରି କରାଯିବା ଆବଶ୍ୟକ କାହିଁକି ?
A. ଶିକ୍ଷଣ ଫଳାଫଳ ଗୁଡିକ ସର୍ବଦା ପ୍ରସ୍ତାବିତ
B. ଶ୍ରେଣୀକାର୍ଯ ସମୟରେ ଏହା ବାସ୍ତବରେ ପ୍ରତିଫଳିତ
C. ଗୋଟିଏ ଦକ୍ଷତା ହାସଲ ପାଇଁ ଗୋଟିଏ ଶିକ୍ଷଣ ଫଳାଫଳ ଉଦ୍ଧିଷ୍ଟ
D. ଶିକ୍ଷଣ ଫଳାଫଳ ଗୁଡିକ ଆଧାରରେ ମାନ ନିର୍ଦ୍ଧାରଣ କରିବା ସହଜ
7.
MULTIPLE CHOICE QUESTION
30 sec • 1 pt
7. Bloom's Taxonomy ଅନୁଯାୟୀ ଶିକ୍ଷଣ ଉଦ୍ଦେଶ୍ୟ ସ୍ଥିରୀକୃତ କରିବା ପାଇଁ ସର୍ବନିମ୍ନ ଓ ସର୍ବୋଚ୍ଚ ସ୍ଥରଟି କ'ଣ ?
A. ମନେପକାଇବା, ବିଶ୍ଲେଷଣ କରିବା
B. ମନେପକାଇବା, ସୃଷ୍ଟି କରିବା
C. ମନେପକାଇବା, ବୁଝିବା
D. ମନେପକାଇବା, ମୂଲ୍ୟାୟନ କରିବା
Access all questions and much more by creating a free account
Create resources
Host any resource
Get auto-graded reports

Continue with Google

Continue with Email

Continue with Microsoft
or continue with
%20(1).png)
Apple
Others
By signing up, you agree to our Terms of Service & Privacy Policy
Already have an account?