ସ୍ୱାସ୍ଥ୍ୟ ଓ ରୋଗ

ସ୍ୱାସ୍ଥ୍ୟ ଓ ରୋଗ

Assessment

Quiz

Others

5th Grade

Practice Problem

Easy

Created by

PRASAN SAHOO

Used 2+ times

FREE Resource

Student preview

quiz-placeholder

15 questions

Show all answers

1.

MULTIPLE CHOICE QUESTION

1 min • 2 pts

ଜଣେ ନିୟମିତ ଭାବେ ଭାତ, ଡାଲି ଓ ମାଂସ ତରକାରି ଖାଇଲେ ତା'ର ଶରୀରରେ କେଉଁ ଖାଦ୍ୟସାର ଅଭାବ ଦେଖାଯିବ ?

ଶ୍ୱେତସାର

ପୁଷ୍ଟିସାର

ସ୍ନେହସାର

ଧାତୁସାର

2.

MULTIPLE CHOICE QUESTION

1 min • 2 pts

ଦେହରେ ପାଣି ଜମିଯାଇ ଗୋଡ଼ ହାତ ବୁଲିଯିବା, କେଉଁ ଭିଟାମିନ୍ ଅଭାବରୁ ହୁଏ ?

ଭିଟାମିନ୍ - A

ଭିଟାମିନ୍ - B

ଭିଟାମିନ୍ - C

ଭିଟାମିନ୍ - D

3.

MULTIPLE CHOICE QUESTION

1 min • 2 pts

ବାର୍ଡ ଫ୍ଳୁ କେଉଁ ପ୍ରକାର ରୋଗ ଅଟେ ?

ଜୀବାଣୁ ଜନିତ

ଭୁତାଣୁ ଜନିତ

କବକ ଜନିତ

ଆଦିପ୍ରାଣୀ ଜନିତ

4.

MULTIPLE CHOICE QUESTION

1 min • 2 pts

ଶିଶୁକୁ ୫ ବର୍ଷ ବୟସରେ କେଉଁ ଟୀକା ଦିଆଯାଏ ?

ଡି.ପି.ଟି.

ଡି.ଟି.

ପୋଲିଓ ବୁଷ୍ଟର୍

ହେପାଟାଇଟିସ୍-ବି

5.

MULTIPLE CHOICE QUESTION

1 min • 2 pts

ବନ୍ଧାକୋବି,ଶାଗ, ବିଲାତି ବାଇଗଣ, ଭେଣ୍ଡି, ସପୁରୀ ଆଦି କି ପ୍ରକାର ଖାଦ୍ୟ ?

ଶ୍ୱେତସାର

ପୁଷ୍ଟିସାର

ସ୍ନେହସାର

ଧାତୁସାର

6.

MULTIPLE CHOICE QUESTION

1 min • 2 pts

ଗାଲୁଆ ରୋଗ କାହା ମାଧ୍ୟମରେ ବ୍ୟାପିଥାଏ ?

ଦୂଷିତ ଜଳ

ବାୟୁ

କୀଟ ପତଙ୍ଗ

ପ୍ରତ୍ୟକ୍ଷ ସଂସ୍ପର୍ଶରେ

7.

MULTIPLE CHOICE QUESTION

1 min • 2 pts

କେଉଁ ଭିଟାମିନ୍ ଉଦ୍ଭିଦ ଜାତୀୟ ଖାଦ୍ୟରୁ ମିଳେ ନାହିଁ ?

ଭିଟାମିନ୍ B-12

ଭିଟାମିନ୍ B-1

ଭିଟାମିନ୍ B-2

ଭିଟାମିନ୍ - C

Access all questions and much more by creating a free account

Create resources

Host any resource

Get auto-graded reports

Google

Continue with Google

Email

Continue with Email

Classlink

Continue with Classlink

Clever

Continue with Clever

or continue with

Microsoft

Microsoft

Apple

Apple

Others

Others

Already have an account?