Search Header Logo

ବଣ ଓ ବାଣୀ

Authored by Subhasmita Bhatta

Others

3rd Grade

Used 1+ times

ବଣ ଓ ବାଣୀ
AI

AI Actions

Add similar questions

Adjust reading levels

Convert to real-world scenario

Translate activity

More...

10 questions

Show all answers

1.

MULTIPLE SELECT QUESTION

45 sec • 1 pt

୧."ବଣ ଓ ବଣି" କବିତାରେ କିଏ ମହୁଲ ଫୁଲ ଗଣୁ

ଥିଲା?

ବଣ

କୁନା

ବାଣୀ

କାଉ

2.

MULTIPLE CHOICE QUESTION

30 sec • 1 pt

୨. ଯେପରି "ବସିବସି" ଯିବାକୁ ଆମେ "ବସିବସିକା"କହୁ ସେହିପରି "ନାଚିନାଚି " ଯିବାକୁ ଆମେ କଣ କହିବl ?

ନାଚିବା

ନୃତ୍ୟ କରିବା

ନାଚିନାଚିକl

ଗାଇଗାଈକା

3.

MULTIPLE CHOICE QUESTION

30 sec • 1 pt

୩. ନିମ୍ନ ଲିଖିତ ପକ୍ଷୀମାନଙ୍କ ମଧ୍ୟରୁ କେଉଁ ପକ୍ଷୀର ରଙ୍ଗ କଳା ନୁହେଁ?

କାଉ

କୋଇଲି

କଜଳପାତି

ବଗ

4.

MULTIPLE CHOICE QUESTION

30 sec • 1 pt

୪." ବଣ ଓ ବାଣୀ" କବିତାରେ ବ୍ୟବହାର କରାଯାଇଥିବା ନୂତନ ଶବ୍ଦ "ମିତ " ର ଅର୍ଥ କଣ?

ମିତ

ସାଙ୍ଗ

ଭାଇ

ଭଉଣୀ

5.

MULTIPLE CHOICE QUESTION

30 sec • 1 pt

୫. ବାଣୀ କାହାକୁ ନିଜର ମିତ ବୋଲି କହୁଥିଲ?

କୁନା

କୁନି

ମୁନା

ମୁନି

6.

MULTIPLE CHOICE QUESTION

30 sec • 1 pt

୬."ଯେପରି ପରlଣର ଗଦ୍ୟ ରୂପ 'ପ୍ରାଣ ' ସେହିପରି ସରଗ ର ଗଦ୍ୟ ରୂପ କଣ?"

ପ୍ରାଣ

ସରଗ

ସ୍ଵର୍ଗ

ସର୍ଧା

7.

MULTIPLE CHOICE QUESTION

30 sec • 1 pt

୭."ବଣ ଓ ବାଣୀ " କବିତା ରେ କୁନା କାହାଠୁ ମାଗି ବଣି କୁ କଦଳୀ, ଛେନା, ସର ଦେବ ବୋଲି କହିଛି?

ବାପା

ଜେଜେ ମା

ଜେଜେ ବାପା

ମାଆ

Access all questions and much more by creating a free account

Create resources

Host any resource

Get auto-graded reports

Google

Continue with Google

Email

Continue with Email

Microsoft

Continue with Microsoft

or continue with

Facebook

Facebook

Apple

Apple

Others

Others

By signing up, you agree to our Terms of Service & Privacy Policy

Already have an account?