ବିଷୁବ ତଥା କ୍ରାନ୍ତି ଅଞ୍ଚଳର ଉଷ୍ମ ଜଳରାଶି ସମୁଦ୍ର ପୃଷ୍ଠରେ ମେରୁ ଆଡ଼କୁ ପ୍ରବାହିତ ହୋଇଥାଏ। ଏହାକୁ କେଉଁ ପ୍ରକାର ସ୍ରୋତ କୁହାଯାଏ?

geography

Quiz
•
Others
•
7th Grade
•
Hard
Rinki Majhi
FREE Resource
10 questions
Show all answers
1.
MULTIPLE SELECT QUESTION
45 sec • 1 pt
ଶୀତଳ ସ୍ରୋତ
ଉଷ୍ମ ସ୍ରୋତ
ଦକ୍ଷିଣ ନିରକ୍ଷୀୟ ସ୍ରୋତ
ଉତ୍ତର ନିରକ୍ଷୀୟ ସ୍ରୋତ
2.
MULTIPLE CHOICE QUESTION
30 sec • 1 pt
ଜଳସ୍ତର ଭରଣା ପାଇଁ ମେରୁ ଅଞ୍ଚଳରୁ ଶୀତଳ ଜଳ ସମୁଦ୍ର ନିମ୍ନ ଭାଗରେ ବିଷୁବ ଅଞ୍ଚଳ ଆଡ଼କୁ ପ୍ରବାହିତ ହୁଏ। ଏହାକୁ କେଉଁ ସ୍ରୋତ କୁହଯାଏ?
ଉଷ୍ମ ସ୍ରୋତ
ଶୀତଳ ସ୍ରୋତ
ଉଷ୍ମ ସାମୁଦ୍ରିକ ସ୍ରୋତ
ଶୀତଳ ସାମୁଦ୍ରିକ ସ୍ରୋତ
3.
MULTIPLE CHOICE QUESTION
30 sec • 1 pt
ବିଷୁବ ରେଖା ନିକଟ ଦେଇ ଏକ ପୂର୍ବାଭିମୁଖୀ କେଉଁ ସ୍ରୋତ ପ୍ରବାହିତ ହୋଇଥାଏ?
ଉତ୍ତର ନୀରକ୍ଷୀୟ ସ୍ରୋତ
ଦକ୍ଷିଣ ନିରକ୍ଷୀୟ ସ୍ରୋତ
ନିରକ୍ଷୀୟ ପ୍ରତି ସ୍ରୋତ
ଉଷ୍ମ ସ୍ରୋତ
4.
MULTIPLE CHOICE QUESTION
30 sec • 1 pt
କେଉଁ ସ୍ରୋତ ଟି ପ୍ରଶାନ୍ତ ମହାସାଗର ରେ ପ୍ରବାହିତ ହୋଇନାହିଁ?
କ୍ୟୁରାଇଲ ସ୍ରୋତ
କାଲିଫର୍ଣ୍ଣିଆ ସ୍ରୋତ
କାନାରି ସ୍ରୋତ
ପେରୁ ସ୍ରୋତ
5.
MULTIPLE CHOICE QUESTION
30 sec • 1 pt
କ୍ରାନ୍ତିୟ ମଣ୍ଡଳୀୟ ଅଞ୍ଚଳରେ ପ୍ରବାହିତ ପୂର୍ବାବାୟୁ ପ୍ରଭାବରେ ଏହି ସ୍ରୋତ ବିଷୁବ ରେଖାର ଉଭୟ ପାର୍ଶ୍ଵରେ କେଉଁ ଦିଗକୁ ଗତି କରିଥାଏ?
ପୂର୍ବ ଦିଗ
ପଶ୍ଚିମ ଦିଗ
ଉତ୍ତର ଦିଗ
ଦକ୍ଷିଣ ଦିଗ
6.
MULTIPLE CHOICE QUESTION
30 sec • 1 pt
ଉପକୂଳ ଅଂଚଳରେ ପ୍ରାୟ କେତେ ଡିଗ୍ରୀ ସମୀକ୍ଷା ରେଖା ପର୍ଯ୍ୟନ୍ତ ପ୍ରବାହିତ ହୋଇଥାଏ?
୫୦°
୪୦°
୬୦°
୮୦°
7.
MULTIPLE CHOICE QUESTION
30 sec • 1 pt
ପ୍ଲାଙ୍କଟନ କାହାର ଏକ ପ୍ରକୃଷ୍ଟ ଖାଦ୍ୟ?
ମାଛ
କଙ୍କଡ଼ା
ସାପ
ଅକ୍ଟୋପସ୍
Create a free account and access millions of resources
Similar Resources on Quizizz
Popular Resources on Quizizz
10 questions
Chains by Laurie Halse Anderson Chapters 1-3 Quiz

Quiz
•
6th Grade
20 questions
math review

Quiz
•
4th Grade
15 questions
Character Analysis

Quiz
•
4th Grade
12 questions
Multiplying Fractions

Quiz
•
6th Grade
30 questions
Biology Regents Review #1

Quiz
•
9th Grade
20 questions
Reading Comprehension

Quiz
•
5th Grade
20 questions
Types of Credit

Quiz
•
9th - 12th Grade
50 questions
Biology Regents Review: Structure & Function

Quiz
•
9th - 12th Grade
Discover more resources for Others
14 questions
Misplaced and Dangling Modifiers

Quiz
•
6th - 8th Grade
10 questions
Human Body Systems and Functions

Interactive video
•
6th - 8th Grade
10 questions
Identifying equations

Quiz
•
KG - University
20 questions
Cross Sections of 3D Shapes

Quiz
•
7th Grade
20 questions
Punctuation

Quiz
•
6th - 8th Grade
20 questions
Math Review

Quiz
•
7th Grade
20 questions
Guess The Cartoon!

Quiz
•
7th Grade
10 questions
Candy

Quiz
•
4th - 8th Grade