Search Header Logo

Disease treatment

Authored by Nrusingha Panigrahy

Biology

9th Grade

Used 2+ times

Disease treatment
AI

AI Actions

Add similar questions

Adjust reading levels

Convert to real-world scenario

Translate activity

More...

    Content View

    Student View

6 questions

Show all answers

1.

MULTIPLE CHOICE QUESTION

30 sec • 1 pt

Media Image

Paracetamol ଏକ ତାପହ୍ରାସକାରୀ ଔଷଧ ଯାହା ଜ୍ୱର ସମୟରେ ଦିଆଯାଏ ତେବେ ନିମ୍ନୋକ୍ତ ମଧ୍ୟରୁ କେଉଁଟି ଠିକ୍ ଅଟେ

ଏହା ରୋଗର ଲକ୍ଷଣକୁ ଉପସମ କରେ

ଏହା ରୋଗର ଅଣୁଜୀବକୁ ମାରିଦିଏ

ଏହା ରୋଗର ଲକ୍ଷଣକୁ ବୃଦ୍ଧି କରେ

ଏହା ରୋଗର ଅଣୁଜୀବକୁ ବଢାଏ

2.

MULTIPLE CHOICE QUESTION

30 sec • 1 pt

ରୋଗର ପ୍ରତିଷେଧକର ଏକ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଭାବରେ ଟୀକାକରଣ କରାଯାଏ । ତେବେ ପୋଲିଓ ରୋଗର ଟୀକାରେ ଅଣୁଜୀବ ଗୁଡ଼ିକ କେଉଁ ଅବସ୍ଥାରେ ରହିଥାନ୍ତି ?

ଜୀବିତ

ଅର୍ଦ୍ଧ ଜୀବିତ

ମୃତ

ମୃତ ଓ ଜୀବିତ

3.

MULTIPLE CHOICE QUESTION

30 sec • 1 pt

ଏଡ଼ୱାର୍ଡ଼ ଜେନର ବିଶ୍ୱର ପ୍ରଥମ ଟୀକାକରଣ କେଉଁ ରୋଗ ପାଇଁ ଉଦ୍ଭାବନ କରିଥିଲେ ?

ହାଡଫୁଟି

ଯକ୍ଷ୍ମା

ବସନ୍ତ

ପୋଲିଓ

4.

OPEN ENDED QUESTION

3 mins • 1 pt

ଆଣ୍ଟିବାୟୋଟିକ ଆମ ଶରୀରର କୋଷଗୁଡ଼ିକୁ କାହିଁକି କ୍ଷତି କରିପାରେ ନାହିଁ ?

Evaluate responses using AI:

OFF

5.

MULTIPLE CHOICE QUESTION

30 sec • 1 pt

ଆଣ୍ଟିବାୟୋଟିକ ସାଧାରଣତଃ କେଉଁ ଜାତୀୟ ଅଣୁଜୀବକୁ ନାଶ କରିବାକୁ ପ୍ରୟୋଗ କରାଯାଏ ?

ଭୁତାଣୁ

ବୀଜାଣୁ

ଆଦିପ୍ରାଣୀ

କବକ

6.

MULTIPLE CHOICE QUESTION

30 sec • 1 pt

ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ନିର୍ଦ୍ଧିଷ୍ଟ ପ୍ରତିଷେଧକ ବ୍ୟବସ୍ଥା ଅଟେ

ହାତରେ Sanitizer ଲଗାଇବା

ମୁହଁରେ ମାସ୍କ ପିନ୍ଧିବା

ସାବୁନରେ ହାତ ଧୋଇବା

Covaxin ଟୀକା ଗ୍ରହଣ କରିବା

Access all questions and much more by creating a free account

Create resources

Host any resource

Get auto-graded reports

Google

Continue with Google

Email

Continue with Email

Classlink

Continue with Classlink

Clever

Continue with Clever

or continue with

Microsoft

Microsoft

Apple

Apple

Others

Others

Already have an account?