Search Header Logo

Qiuz For ToT

Authored by KALPATARU KATUAL

Others

12th Grade

Used 3+ times

Qiuz For ToT
AI

AI Actions

Add similar questions

Adjust reading levels

Convert to real-world scenario

Translate activity

More...

    Content View

    Student View

5 questions

Show all answers

1.

MULTIPLE CHOICE QUESTION

30 sec • 1 pt

ପ୍ରଶ୍ନ -୧: ଦୈନିକ ପାଠ ଯୋଜନାର ବିସ୍ତୃତ ରୂପର ସଂକ୍ଷିପ୍ତ ରୂପକୁ କ'ଣ କୁହାଯାଏ ?

କ. ପାଠ ଟୀକା

ଖ. ସିଲାବସ

ଗ. ପାଠ ନିର୍ଘଣ୍ଟ

ଘ. ପାଠ ଖସଡ଼ା

2.

MULTIPLE CHOICE QUESTION

30 sec • 1 pt

ପ୍ରଶ୍ନ -୨: ନିର୍ଦ୍ଦିଷ୍ଟ ଶ୍ରେଣୀର ସବୁ ବିଷୟର ପ୍ରସଙ୍ଗ ଗୁଡ଼ିକର

ଅଧ୍ୟାପନା କେଉଁ ମାସର କେଉଁ ଦିନ କେତେ ଅଂଶ ଶେଷ ହେବ, ତାର ପୂର୍ବ ନିର୍ଦ୍ଧାରଣ ଲିପିବଦ୍ଧ କରଣ କୁ କଣ କୁହାଯାଏ ?

କ. ପାଠ୍ୟକ୍ରମ

ଖ. ପାଠ ଖସଡ଼ା

ଗ. ସିଲାବସ୍

ଘ. ପାଠ ନିର୍ଘଣ୍ଟ

3.

MULTIPLE CHOICE QUESTION

30 sec • 1 pt

ପ୍ରଶ୍ନ -୩: ନିମ୍ନଲିଖିତ ମଧ୍ୟରୁ କେଉଁଟି ବିଦ୍ୟାଳୟ ଭିତ୍ତିକ ମାନ ନିର୍ଦ୍ଧାରଣର ଅନ୍ତର୍ଗତ ?

କ. NATIONAL ACHIEVMENT SURVEY

ଖ. STATE LEVEL ACHIEVEMENT SURVEY

ଗ. PROGRAM FOR INTERNATIONAL STUDENT ASSESSMENT

ଘ. HALF YEARLY ASSESSMENT

4.

MULTIPLE CHOICE QUESTION

30 sec • 1 pt

ପ୍ରଶ୍ନ -୪: ଗୋଟିଏ ପାଠ ବିଷୟ ସରିବା ଶେଷରେ ଶିକ୍ଷାର୍ଥୀ କେତେ ଶିଖିଲେ ଜାଣିବା ପାଇଁ କରାଯାଉଥିବା ମାନ ନିର୍ଦ୍ଧାରଣ ଟି କେଉଁଟି ?

କ. ଶିକ୍ଷଣର ମାନ ନିର୍ଦ୍ଧାରଣ

ଖ. ଶିକ୍ଷଣ ପାଇଁ ମାନ ନିର୍ଦ୍ଧାରଣ

ଗ. ଶିକ୍ଷଣ ସହିତ ମାନ ନିର୍ଦ୍ଧାରଣ

ଘ. ଶିକ୍ଷଣ ଦ୍ୱାରା ମାନ ନିର୍ଦ୍ଧାରଣ

5.

MULTIPLE CHOICE QUESTION

30 sec • 1 pt

ପ୍ରଶ୍ନ -୫: ବାର୍ଷିକ ପରୀକ୍ଷା କେଉଁ ପ୍ରକାରର ମୂଲ୍ୟାୟର ଅନ୍ତର୍ଭୁକ୍ତ ?

କ. ନିଦାନାତ୍ମକ

ଖ. ସମାପ୍ତି ସୂଚକ

ଗ. ବ୍ୟବସ୍ଥାନ

ଘ. ଗଠନ ମୂଳକ

Access all questions and much more by creating a free account

Create resources

Host any resource

Get auto-graded reports

Google

Continue with Google

Email

Continue with Email

Microsoft

Continue with Microsoft

or continue with

Facebook

Facebook

Apple

Apple

Others

Others

Already have an account?