Search Header Logo

ପାଠ ଯୋଜନା

Authored by MANGULU PATRA

Education

Professional Development

ପାଠ ଯୋଜନା
AI

AI Actions

Add similar questions

Adjust reading levels

Convert to real-world scenario

Translate activity

More...

5 questions

Show all answers

1.

MULTIPLE CHOICE QUESTION

30 sec • 1 pt

ଦୈନିକ ପାଠ ଯୋଜନାର ବିସ୍ତୃତ ରୂପରେ ଏକ ସଂକ୍ଷିପ୍ତ ରୂପକୁ କ'ଣ କୁହାଯାଏ ?

ପାଠ ଟୀକା

ପାଠ ଖସଡ଼ା

ସିଲାବସ୍

ପାଠ ନିର୍ଘଣ୍ଟ

2.

MULTIPLE CHOICE QUESTION

30 sec • 1 pt

ନିର୍ଦ୍ଦିଷ୍ଟ ଶ୍ରେଣୀର ସମସ୍ତ ବିଷୟର ପ୍ରସଙ୍ଗଗୁଡିକର ଅଧ୍ୟାପନା କେଉଁ ମାସର କେଉଁ ଦିବସରେ କେତେ ଅଂଶ ଶେଷ ହେବ ତା'ର ପୂର୍ବ ନିର୍ଦ୍ଧାରଣ ଲିପିବଦ୍ଧକରଣକୁ କ'ଣ କୁହାଯାଏ ?

ପାଠ୍ୟକ୍ରମ

ପାଠ ଖସଡ଼ା

ସିଲାବସ୍

ପାଠ ନିର୍ଘଣ୍ଟ

3.

MULTIPLE CHOICE QUESTION

30 sec • 1 pt

ନିମ୍ନଲିଖିତ ମଧ୍ୟରୁ କେଉଁଟି ବିଦ୍ୟାଳୟ ଭିତ୍ତିକ ମାନନିର୍ଦ୍ଧାରଣ ଅନ୍ତର୍ଗତ ?

NAS ( National Achievement Survey)

SLAS( State Level Achievement Survey)

PISA(Program for International Student Assessment)

HYE(Half Yearly Examination)

4.

MULTIPLE CHOICE QUESTION

30 sec • 1 pt

ଗୋଟିଏ ପାଠ ବିଷୟ ସରିବା ଶେଷରେ ଶିକ୍ଷାର୍ଥୀ କେତେ ଶିଖିଲେ ଜାଣିବା ପାଇଁ କରାଯାଉଥିବା ମାନେ ନିର୍ଦ୍ଧାରଣ ଟି କେଉଁଟି ?

ଶିକ୍ଷଣର ମାନ ନିର୍ଦ୍ଧାରଣ

ଶିକ୍ଷଣ ପାଇଁ ମାନ ନିର୍ଦ୍ଧାରଣ

ଶିକ୍ଷଣ ସହିତ ମାନ ନିର୍ଦ୍ଧାରଣ

ଶିକ୍ଷଣ ଦ୍ଵାରା ମାନ ନିର୍ଦ୍ଧାରଣ

5.

MULTIPLE CHOICE QUESTION

30 sec • 1 pt

ବାର୍ଷିକ ପରୀକ୍ଷା କେଉଁ ପ୍ରକାରର ମୂଲ୍ୟାୟନର ଅନ୍ତର୍ଭୁକ୍ତ ?

ନିଦାନାତ୍ମକ

ସମାପ୍ତିସୂଚକ

ବ୍ୟବସ୍ଥାନ

ଗଠନାତ୍ମକ

Access all questions and much more by creating a free account

Create resources

Host any resource

Get auto-graded reports

Google

Continue with Google

Email

Continue with Email

Microsoft

Continue with Microsoft

or continue with

Facebook

Facebook

Apple

Apple

Others

Others

By signing up, you agree to our Terms of Service & Privacy Policy

Already have an account?