WorksheetsONLINE TEST : FC4 : 05-05-2020
Total questions: 25
Worksheet time: 25mins
MLL ର ପୁରା ନାମ କଣ ?
Minimum Levels of Learning
Maximum Level of Learning
Multi Levels of Learning
କୌଣସିଟି ନୁହେଁ
ପିଲାର ସାମାଜିକ ଓ _________ ପରିସ୍ଥିତି ତା'ର ଶିକ୍ଷଣକୁ ବହୁଳ ଭାବରେ ପ୍ରଭାବିତ କରିଥାଏ ।
ପ୍ରାକୃତିକ
ସାଂସ୍କୃତିକ
ଶୈକ୍ଷିକ
କୌଣସିଟି ନୁହେଁ
ଓଡିଶାରେ ରାଜ୍ୟ ପାଠ୍ୟକ୍ରମ ଆଧାର କେଉଁ ମସିହାରେ ପ୍ରଚଳନ କରାଯାଇଥିଲା ?
2007
2005
1995
2000
NCERT ର ପୁରାନାମ କଣ ?
National Council of Entertainnment Research & Training
National Council of Educational Research & Training
National Council of Education Research & Training
National Cooperation of Educational Research & Training
ଜ୍ଞାନ ସଂଗଠନ ପନ୍ଥାର କେତୋଟି ଧାରଣା ଅଛି ?
4
6
5
7
CCEର ପୂରା ନାମ କ'ଣ ?
Continuous and Collaborative Evaluation
Continuous and Co-operative Evaluation
Continuous and Cinematic Evaluation
Continuous and Comprehensive Evaluation
ରେଟିଙ୍ଗ ସ୍କେଲରେ ପର୍ଯ୍ୟବେକ୍ଷଣର ________ ମାନ ନିର୍ଣ୍ଣୟ କରାଯାଇପାରେ ।
ସାମଗ୍ରିକ
ଶୃଙ୍ଖଳିତ
ତୁଳନାତ୍ମକ
କୃତିଫଳକ
ଶ୍ରେଣୀରେ ପ୍ରବେଶ କରିବାବେଳେ କରାଯାଉଥିବା ମୂଲ୍ୟାୟନକୁ କଣ କୁହାଯାଏ ?
ବ୍ୟବସ୍ଥାନ ମୂଲ୍ୟାୟନ
ନିଦାନାତ୍ମକ ମୂଲ୍ୟାୟନ
ସମାପ୍ତିସୂଚକ ମୂଲ୍ୟାୟନ
ଗଠନମୂଳକ ମୂଲ୍ୟାୟନ
