wayground logo

Free Printable Worksheets

NEW

Font size

S
M
L
XL
Worksheets

OLT: 3 :FC3 : 14-5-2020

Total questions: 25

Worksheet time: 13mins

Name
Class
Date
1.
ଗୋଟିଏ ଶିକ୍ଷାବର୍ଷ ମଧ୍ୟରେ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ପ୍ରାୟ କେତେଦିନ ଛୁଟି ଦିବସ ପାଳନ କରାଯାଏ
a)
52 ଦିନ
b)
83 ଦିନ
c)
82 ଦିନ
d)
78 ଦିନ
2.
ଶିକ୍ଷା ଅଧିକାର ଅଧିନିୟମ 2010 ଅନୁଯାୟୀ ସପ୍ତାହକୁ କେତେ ଘଣ୍ଟା ଶିକ୍ଷାଦାନ ଶିକ୍ଷଣ ଓ ଅନ୍ୟାନ କାର୍ଯ୍ୟକ୍ରମ କରାଯିବ ?
a)
45 ଘଣ୍ଟା
b)
49 ଘଣ୍ଟା
c)
42 ଘଣ୍ଟା
d)
କୌଣସିଟି ନୁହେଁ
3.
OPEPA ର ପୁରା ନାମ କଣ ?
a)
Odisha Primary Education Programme Association
b)
Odisha Primary Educational Programme Association
c)
Odisha Primary Educational Programme Authority
d)
Odisha Primary Education Programme Authority
4.
ଦୈନନ୍ଦିନ ବିଦ୍ୟାଳୟ କାର୍ଯ୍ୟ ଆରମ୍ଭରେ ସମବେତ ପ୍ରାର୍ଥନା ପାଇଁ କେତେ ସମୟ ନିର୍ଦ୍ଧାରଣ କରା ଯାଇଥାଏ ?
a)
10 ରୁ 15 ମିନିଟ
b)
10 ରୁ 25 ମିନିଟ
c)
15 ରୁ 20 ମିନିଟ
d)
10 ରୁ 20 ମିନିଟ
5.
କେଉଁଟି ପାଠ ଯୋଜନା ଫର୍ଦ୍ଦର ଅନ୍ତର୍ଭୁକ୍ତ ନୁହେଁ ?
a)
ଶିକ୍ଷାଦାନ ଶିକ୍ଷଣ ପରବର୍ତ୍ତୀ କାର୍ଯ୍ୟ
b)
ଶିକ୍ଷାଦାନ ଶିକ୍ଷଣ ସମୟର କାର୍ଯ୍ୟ
c)
ଶିକ୍ଷାଦାନ ଶିକ୍ଷଣର ପୂର୍ବ ପ୍ରସ୍ତୁତି
d)
ପାଠଟୀକା ପ୍ରସ୍ତୁତି
6.
କେଉଁଟି ଏକ ବୌଦ୍ଧିକ କାର୍ଯ୍ୟ ?
a)
ନିୟମାନୁବର୍ତ୍ତୀ ହେବା
b)
ପ୍ରସଙ୍ଗକୁ ବିଶ୍ଳେଷଣ କରିବା
c)
ବିଦ୍ୟାଳୟ ପ୍ରତି ଅନୁରକ୍ତି ପୋଷଣ କରିବା
d)
କୌଣସିଟି ନୁହେଁ
7.
ଦୈନିକ ପାଠ ଯୋଜନା ପାଇଁ ନିମ୍ନଲିଖିତ କେଉଁ ଉକ୍ତିଟି ଠିକ ?
a)
ଏହା ଶିକ୍ଷାଦାନ-ଶିକ୍ଷଣ ପାଇଁ ଉଦ୍ଦିଷ୍ଟ
b)
ଏହା ଶିକ୍ଷକଙ୍କ ଶିକ୍ଷାଦାନ ପାଇଁ ଉଦ୍ଦିଷ୍ଟ
c)
ଏହା ଶିକ୍ଷାର୍ଥୀଙ୍କ ଶିକ୍ଷଣ ପାଇଁ ଉଦ୍ଦିଷ୍ଟ
d)
କୌଣସିଟି ନୁହେଁ
8.
ICT ର ପୁରା ନାମ କଣ ?
a)
International Communication Technology
b)
Internet Conection Technology
c)
Information and Communication Technology
d)
Indian Communication Technology
9.
କେଉଁଟି ଏକ ହାର୍ଡୱୟାର ନୁହେଁ ?
a)
ମନିଟର
b)
CD-ROM
c)
ପ୍ରିଣ୍ଟର
d)
ପାୱାର ପଏଣ୍ଟ
10.
କେଉଁଟି ଏକ କମ୍ପୁଟରର ଗୁଣ ନୁହେଁ ?
a)
ତୀବ୍ରବେଗ
b)
ସ୍ମୃତି କୋଷ
c)
ଅଭିନିବେଶ
d)
କୌଣସିଟି ନୁହେଁ
11.
ବିଜୁପଟ୍ଟନାୟକ କମ୍ପୁଟର ସହାୟକ ଶିକ୍ଷା କାର୍ଯ୍ୟକ୍ରମ ଓଡିଶାରେ ପ୍ରଥମେ କେତୋଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ କରାଯାଇଥିଲା ?
a)
550
b)
600
c)
630
d)
200
12.
ICARE ମଡେଲରେ 'A' ର ଅର୍ଥ କଣ ?
a)
Active
b)
Activity
c)
Action
d)
କୌଣସିଟି ନୁହେଁ
13.
ଶ୍ରେଣୀଗୃହରେ ICT ସମ୍ବଳ ଉପଯୋଗ କରି ଗୁଣାତ୍ମକ ଶିକ୍ଷଣ କରିବାର ସୋପାନ କେଉଁଟି ?
a)
ସଂଯୋଗ ସ୍ଥାପନ
b)
ପ୍ରୟୋଗ
c)
ପରିବର୍ତ୍ତନ
d)
ଉପରୋକ୍ତ ସମସ୍ତ
14.
Google ଏକ କଣ ?
a)
Network
b)
Server
c)
Search Engine
d)
କୌଣସିଟି ନୁହେଁ
15.
"ଉଇକି ପେଡିଆ' ୱେବସାଇଟର ବିଶେଷତ୍ଵ କଣ ?
a)
ଏଥିରେ ଥିବା ତଥ୍ୟରେ ପରିବର୍ତ୍ତନ କରାଯାଇପାରିବ
b)
ଏଥିରେ ଥିବା ତଥ୍ୟର ପରିବର୍ତ୍ତନ କରାଯାଇପାରିବ ନାହିଁ ?
c)
ଏହା ମାଗଣାରେ ଉପଲବ୍ଧ ଓ ଏଥିରେ ପରିବର୍ତ୍ତନ କରାଯାଇପାରିବ
d)
ଏଥିରେ ଚାନ୍ଦା ଦେଇ ପରିବର୍ତ୍ତନ କରାଯାଇପାରିବ
16.
ନିମ୍ନଲିଖିତ କେଉଁଟି ଦୃଶ୍ୟ-ଶ୍ରାବ୍ୟ ଉପକରଣ ନୁହେଁ ?
a)
ଟି.ଭି
b)
କମ୍ପ୍ୟୁଟର
c)
ମୋବାଇଲ ଫୋନ
d)
ଟେପରେକର୍ଡର
17.
ନିମ୍ନଲିଖିତ ମଧ୍ୟରୁ କେଉଁଟି ଯୋଗାଯୋଗ ସାଧନୀର ଉଦାହରଣ ନୁହେଁ ।
a)
ଡାଟାବେସ
b)
ଇ-ମେଲ
c)
ଚାର୍ଟ
d)
ଟେଲି କାନଫରେନିସି
18.
କେଉଁ ମସିହାରେ ବ୍ରିଟିଶ ମନସ୍ତତ୍ତ୍ଵବିତ କୁର୍ଟ ଲେୱିନଙ୍କ ଦ୍ଵାରା କ୍ରିୟାତ୍ମକ ଗବେଷଣା ବ୍ୟବହାର କରାଯାଇଥିଲା ?
a)
1955
b)
1965
c)
1944
d)
1934
19.
" କ୍ରିୟାତ୍ମକ ଗବେଷଣା ହେଉଛି ସେହି ଗବେଷଣା ଯାହା ଶିକ୍ଷକ ମାନଙ୍କ ଦ୍ଵାରା ସେମାନଙ୍କ ନିଜ କାର୍ଯ୍ୟର ଉନ୍ନତି ପାଇଁ ଶ୍ରୁଙ୍ଖଳିତ ପଦ୍ଧତିରେ କରାଯାଇଥାଏ " ଏହି ଉକ୍ତିଟି କିଏ ଦେଇଥିଲେ ?
a)
ମାକମିଲାନ
b)
ଜନସନ
c)
ମିଲସ
d)
ବ୍ରାଉନ
20.
କେଉଁଟି ଏକ କ୍ରିୟାତ୍ମକ ଗବେଷଣାର ପ୍ରମୁଖ ଲକ୍ଷଣ ଅଟେ ?
a)
ସମନ୍ଵିତ
b)
କ୍ରିୟାଶୀଳ
c)
ଚକ୍ରିକ
d)
ଉପରୋକ୍ତ ସମସ୍ତ
21.
କ୍ରିୟାତ୍ମକ ଗବେଷଣା ଦୁଇ ପ୍ରକାରର; ଯଥା - ପରିମାଣାତ୍ମକ ଓ __________
a)
ମନୋବିଜ୍ଞାନ
b)
ଶୈକ୍ଷିକ
c)
ଗୁଣାତ୍ମକ
d)
କୌଣସିଟି ନୁହେଁ
22.
ପାଞ୍ଚ ସୋପାନ ବିଶିଷ୍ଟ କ୍ରିୟାତ୍ମକ ଗବେଷଣାର କେଉଁଟି ଏକ ସୋପାନ ନୁହେଁ ?
a)
ସମସ୍ୟା ଚିହ୍ନଟି କରଣ
b)
ତଥ୍ୟ ସଂଗ୍ରହ ଓ ସଂକଳନ
c)
ଯୋଜନା ପ୍ରସ୍ତୁତି
d)
ତଥ୍ୟ ଆଧାରରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ
23.
କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ସିଧାସଳଖ ମୁହାଁମୁହିଁ ଭାବେ ତଥ୍ୟ ବା ସୂଚନା ସଂଗ୍ରହ କରିବା ପାଇଁ କେଉଁଟି ଏକ ଫଳପ୍ରଦ ପଦ୍ଧତି ଅଟେ ?
a)
ପରୀକ୍ଷଣ
b)
ସାକ୍ଷାତକାର
c)
ଚେକଲିଷ୍ଟ
d)
ରେଟିଂସ୍କେଲ
24.
ତଥ୍ୟ ସଂଗ୍ରହ, ତଥ୍ୟ ବିଶ୍ଳେଷଣ ଓ ସିଦ୍ଧାନ୍ତ ସ୍ଥିର କରିବାରେ ପରିସଂଖ୍ୟାନ ବ୍ୟବହାର କରି କେଉଁ ପ୍ରକାର କ୍ରିୟାତ୍ମକ ଗବେଷଣା ପାଇଁ ଅପରିହାର୍ଯ୍ୟ ?
a)
ଗୁଣାତ୍ମକ
b)
ପରିମାଣାତ୍ମକ
c)
ଗୁଣାତ୍ମକ ଓ ପରିମାଣାତ୍ମକ
d)
କୌଣସିଟି ନୁହେଁ
25.
କ୍ରିୟାତ୍ମକ ଗବେଷଣା ପାଇଁ କେଉଁ କେଉଁ ପଦ୍ଧତି ଅବଲମ୍ବନ କରାଯାଇପାରିବ ? (i) ବର୍ଣ୍ଣନାୟକ , (ii) ସର୍ବେକ୍ଷଣ (iii) ପରୀକ୍ଷଣ
a)
କେବଳ (i)
b)
କେବଳ (i) ଓ (ii)
c)
କେବଳ (i) ଓ (iii)
d)
(i),(ii) ଓ (iii)