wayground logo

Free Printable Worksheets

NEW

Font size

S
M
L
XL
Worksheets

Triangle

Total questions: 50

Worksheet time: 25mins

Name
Class
Date
1.

କୌଣସି ଏକ ପ୍ରକାର ଉଦ୍ଭିଦ ବହୁ ପରିମାଣରେ ଚାଷ କରିବାକୁ କଣ କୁହାଯାଏ?

a)

ଅମଳ

b)

ଫସଲ

c)

ରୋପଣ

d)

କୃଷି

2.

ଫସଲ ଉତ୍ପାଦନ ପୂର୍ବରୁ ସର୍ବ ପ୍ରଥମେ କଣ କରାଯାଏ?

a)

ଜଳସେଚନ

b)

ତୃଣକ ଦମନ

c)

ସାର ପ୍ରୟୋଗ

d)

ମୃତ୍ତିକା ପ୍ରସ୍ତୁତି

3.

ନଷ୍ଟ ହୋଇଥିବା ମଞ୍ଜି ଗୁଡ଼ିକର କଣ ହୁଏ?

a)

ବୁଡ଼ନ୍ତି

b)

ଉଡ଼ନ୍ତି

c)

ଭାସନ୍ତି

d)

କେଉଁଟି ନୁହେଁ

4.

କେଉଁଟି ଏକ କୃଷି ପ୍ରଣାଳୀ ନୁହେଁ?

a)

ବିହନ କିଣିବା

b)

ଜଳସେଚନ

c)

ଅମଳ

d)

ମଞ୍ଜି ବୁଣା

5.

ଲଙ୍ଗଳ ର ଲମ୍ବା ଅଂଶ କୁ କଣ କୁହାଯାଏ?

a)

କଣ୍ଟି

b)

ଈଶ

c)

ଜୁଆଳୀ

d)

ଲଙ୍ଗଳ ମୁଣ୍ଡା

6.

କେଉଁଟି ଏକ ରାସାୟନିକ ସାର ନୁହେଁ?

a)

ୟୁରିଆ

b)

ସୁପର୍ ଫସଫେଟ୍

c)

ପଟାସ୍

d)

ଅମୋନିଆ

7.

କାହାର ଚେର ରେ ରାଇଯୋବିୟମ୍ ନଥାଏ?

a)

ଶିମ୍ବ

b)

ଧାନ

c)

ମଟର

d)

ହରଡ

8.

କେଉଁଟି ଖତର ଉପକାରିତା ?

a)

ଜଳ ଧାରଣ କ୍ଷମତା ବୃଦ୍ଧି

b)

ଅଣୁଜୀବ ସଂଖ୍ୟା ବୃଦ୍ଧି

c)

ଗଠନ ରେ ଉନ୍ନତି

d)

ଉପରୋକ୍ତ ସମସ୍ତ

9.

କେଉଁଟି ଜଳସେଚନ ର ଉତ୍ସ ନୁହେଁ?

a)

କୂପ

b)

ମେରୁସ୍ଥିତ ବରଫ

c)

କେନାଲ

d)

ବୃଷ୍ଟିପାତ

10.

ଭିନ୍ନ ଶବ୍ଦ ଟି ବାଛ ।

a)

ତେଣ୍ଡା

b)

ଲିଭର୍

c)

ବୁନ୍ଦା

d)

ମୋଟ

11.

କେଉଁଟି ଏକ ତୃଣକମାରୀ?

a)

PVC

b)

NPK

c)

ୟୁରିଆ

d)

2,4-D

12.

କେଉଁଟି ସଂରକ୍ଷଣ ସହ ଜଡ଼ିତ ନୁହେଁ?

a)

କାଠ ପେଡା

b)

ଅଖା

c)

ସିଲୋ

d)

ଶସ୍ୟ ଭଣ୍ଡାର

13.

କେଉଁଟି ଅଣୁଜୀବ। ନୁହେଁ?

a)

ଆଦିପ୍ରାଣୀ

b)

କବକ

c)

ଭୁତାଣୁ

d)

ଶୈବାଳ

14.

1 ମିଲି ମାଇକ୍ରନ୍=

a)

1/10 ମାଇକ୍ରନ୍

b)

1/100ମାଇକ୍ରନ୍

c)

1/1000ମାଇକ୍ରନ୍

d)

1/10009ମାଇକ୍ରନ୍

15.

କେଉଁଟି ଭୁତାଣୁଜନିତ?

a)

ପୋଲିଓ

b)

ମ୍ୟାଲେରିଆ

c)

ଯକ୍ଷ୍ମା

d)

ଅମାଶୟ

16.

କେଉଁଟି ଆଡିପ୍ରାଣୀ ଜନିତ

a)

ସର୍ଦ୍ଦି

b)

ହଡଫୁଟି

c)

ଟାଇଫଏଡ

d)

ମ୍ୟାଲେରିଆ

17.

କେଉଁଟି ଅଣୁଜୀବ ମାନଙ୍କର ପ୍ରାପ୍ତି ସ୍ଥାନ?

a)

ଉତ୍ତପ୍ତ ଜଳ

b)

ମରୁଭୂମି

c)

ମେରୁ ଅଞ୍ଚଳ

d)

ଉପରୋକ୍ତ ସମସ୍ତ

18.

କେଉଁଟି ରେ ଇଷ୍ଟ ନଥାଏ?

a)

ଦହି

b)

ଚକୁଳି

c)

ଚକୋଲେଟ୍

d)

କେକ୍

19.

କିଏ କ୍ଷୀର କୁ ଦହି ରେ ପରିଣତ କରେ?

a)

Lactobacillus

b)

Clostridium

c)

Rhizobium

d)

Acetobacter

20.

କେଉଁଟି ସଂକ୍ରାମକ ରୋଗ ନୁହେଁ?

a)

ହଇଜା

b)

ଅନ୍ଧାର କଣା

c)

ଯକ୍ଷ୍ମା

d)

ହାଦଫୁଟି

21.

କେଉଁଟି ଜୀବ ଘ୍ନ ନୁହେଁ?

a)

କେଉଁଟି ନୁହେଁ

b)

Streptomycin

c)

Tetracycline

d)

Erythromycin

22.

ମ୍ୟାଲେରିଆ ର ବାହକ

a)

ମାଛି

b)

ମୂଷା

c)

ମଶା

d)

କୁକୁର

23.

କିଏ penicillin ଉଦ୍ଭାବନ କରିଥିଲେ?

a)

Alexander Fleming

b)

Edward Jenner

c)

Louis Pasture

d)

Robert Hooke

24.

କେଉଁଟି ବୀଜାଣୁ ଜନିତ ରୋଗ?

a)

ଯକ୍ଷ୍ମା

b)

ମିଳିମିଳା

c)

ହଡଫୁଟି

d)

ପୋଲିଓ

25.

କେଉଁଟି ଜଳ ଦ୍ଵାରା ବ୍ୟାପେ?

a)

ଯକ୍ଷ୍ମା

b)

ମିଳିମିଳା

c)

ମ୍ୟାଲେରିଆ

d)

ଟାଇଫଏଡ

26.

ଯାଦୁରା ରୋଗ କେଉଁଥିରେ ଦେଖାଯାଏ?

a)

ଗହମ

b)

ଲେମ୍ବୁ

c)

ଭେଣ୍ଡି

d)

ଆଖୁ

27.

କେଉଁଟି ଚିନି ଦ୍ଵାରା ପରିରକ୍ଷଣ ହୁଏ ନାହିଁ?

a)

ଜାମ୍

b)

ଜେଲି

c)

କ୍ଷୀର

d)

ସ୍କ୍ଵାସ୍

28.

କ୍ଷୀରକୁ ସଂରକ୍ଷଣ କରିବା ପାଇଁ କେତେ ଡିଗ୍ରୀ ତାପମାତ୍ରା ପର୍ଯ୍ୟନ୍ତ ଗରମ କରାଯାଏ?

a)

50

b)

60

c)

70

d)

80

29.

କଣ ପ୍ରସ୍ତୁତ କରିବା ପାଇଁ ଇଷ୍ଟ ଆବଶ୍ୟକ?

a)

ଚିନି

b)

ସୁରାସାର

c)

ଅମ୍ଳଜାନ

d)

Hydrochloric acid

30.

ସଂକ୍ରାମକ ରୋଗର ସାଧାରଣ ବାହକ କିଏ?

a)

ପିମ୍ପୁଡ଼ି

b)

ମାଛି

c)

ମଶା

d)

ମୂଷା

31.

ଚିନି କୁ ସୂରାସାର ରେ ପରିଣତ କରିବା ପ୍ରକିୟା କୁ କଣ କୁହାଯାଏ?

a)

ବିବନ୍ଧନ

b)

ସଂକ୍ରମଣ

c)

କିଣ୍ୱନ

d)

ସଞ୍ଚରଣ

32.

ଭିନ୍ନ ଶବ୍ଦ ଟିକୁ ବାଛ ।

a)

ପାଟ

b)

ଟସର

c)

ନାଇଲନ

d)

ମଠା

33.

ହୋସ ପାଇପ୍ ତିଆରି ରେ କଣ ବ୍ୟବହାର କରାଯାଏ?

a)

ପଲିଥିନ୍

b)

ରେୟନ୍

c)

ନାଇଲନ

d)

ଆକ୍ରିଲିକ

34.

'ପଲି' ଏକ _______ ଶବ୍ଦ ।

a)

ଲାଟିନ

b)

ଗ୍ରୀକ୍

c)

ପାରସୀ

d)

English

35.

NYLON ରେ NY କଣ ସୂଚାଏ?

a)

New Zealand

b)

New Delhi

c)

New York

d)

New South Wales

36.

ଟାୟାର ରେ କଣ ବ୍ୟବହୃତ ହୁଏ?

a)

ଟେରିଲିନ

b)

ଆକ୍ରିଲିକ୍

c)

ପଲିଥିନ୍

d)

ନାଇଲନ

37.

ଟେରିଲିନ୍ ର ଅନ୍ୟ ନାମ

a)

ଡେକ୍ରନ

b)

ବାକେଲାଇଟ

c)

ଟେଫ୍ଲନ୍

d)

ଫର୍ମିକା

38.

କେଉଁଟି Thermoplastic?

a)

ବାକେଲାଇଟ

b)

ମେଲାମାଇନ୍

c)

ଫର୍ମିକା

d)

ଟେଫ୍ଲନ

39.

ପାଣି ପାଇପ୍ କେଉଁଥିରେ ତିଆରି କରାଯାଏ?

a)

ପଲିଥିନ୍

b)

NYLON

c)

PVC

d)

ବାକେଲାଇଟ

40.

ସାଜସଜ୍ଜା ପାଇଁ କଣ ବ୍ୟବହୃତ ହୁଏ?

a)

ପଲିଷ୍ଟିରିନ

b)

ଟେଫ୍ଲନ

c)

ଥର୍ମୋକୋଲ୍

d)

ପଲିପ୍ରପିନ

41.

ନନ୍ ଷ୍ଟିକ୍ କଡ଼େଇ ର ଆବରଣ ରେ କଣ ବ୍ୟବହୃତ ହୁଏ?

a)

ଟେଫ୍ଲନ

b)

ବାକେଲାଇଟି

c)

ଫର୍ମିକା

d)

ଏକ୍ରିଲିକ

42.

କୃତ୍ରିମ ଉଲ୍ କିଏ?

a)

ଏକ୍ରିଲିକ୍

b)

ରେୟନ

c)

ପଲିଥିନ୍

d)

କେଉଁଟି ନୁହେଁ

43.

ବିଦ୍ୟୁତ୍ ସୁଇଚ୍ ରେ କଣ ବ୍ୟବହୃତ ହୁଏ?

a)

ଫର୍ମିକା

b)

ବାକେଲାଇଟ୍

c)

ଟେଫ୍ଲନ୍

d)

ମେଲାମାଇନ

44.

ଅଗ୍ନିରୋଧକ କପଡା ରେ କଣ ବ୍ୟବହୃତ ହୁଏ?

a)

ମେଲମାଇନ

b)

ବାକେଲାଇଟ

c)

ଫର୍ମିକା

d)

ଟେଫ୍ଲନ୍

45.

କାଠ ଅବକ୍ଷୟ ହେବାକୁ କେତେ ବର୍ଷ ଲାଗେ?

a)

5-10

b)

10-15

c)

15-20

d)

20-25

46.

ତରଳ ଧାତୁ

a)

ବ୍ରୋମିନ

b)

ପାରଦ

c)

ଗ୍ରାଫାଇଟ୍

d)

ରୂପା

47.

ତରଳ ଅଧାତୁ

a)

ବ୍ରୋମିନ

b)

ପାରଦ

c)

ଗ୍ରାଫାଇଟ୍

d)

ରୂପା

48.

ବିଦ୍ୟୁତ୍ ସୁପରିବାହି ଅଧାତୁ

a)

ରୂପା

b)

ବ୍ରୋମିନ

c)

ପାରଦ

d)

ଗ୍ରାଫାଇଟ୍

49.

କୋଇଲା କାହାର ରୂପ?

a)

କାର୍ବନ

b)

ସଲ୍ଫର୍

c)

ସୁନା

d)

ଫସ୍ଫରସ୍

50.

ବୋରନ୍ ଏକ

a)

ଧାତୁ

b)

ଅଧାତୁ

c)

ମିଶ୍ର ଧାତୁ

d)

ଉପ ଧାତୁ