wayground logo

Free Printable Worksheets

Font size

S
M
L
XL
Worksheets

CHATSHALA QUIZZ PLANET - XTH

Total questions: 80

Worksheet time: 1hrs 19mins

Name
Class
Date
1.

ଜୀବ ଶରୀରରେ 'ଜୈବ ରାସାୟନିକ ପ୍ରକ୍ରିୟା' ଅହରହ ଚାଲିବା ପାଇଁ ଶରୀର କ'ଣ ଆବଶ୍ୟକ କରିଥାଏ ?

a)

ଖାଦ୍ୟ

b)

ଶକ୍ତି

c)

ରକ୍ତ

d)

ଜଳ

2.

ଜରୁରୀ ଉପାଦାନ ସଂଗ୍ରହ ଏବଂ ଶକ୍ତି ଆହରଣ କେଉଁ ପ୍ରକ୍ରିୟା ଜରିଆରେ ହୋଇଥାଏ ?

a)

ଶ୍ଵସନ

b)

ରେଚନ

c)

ପୋଷଣ

d)

ଜନନ

3.

ସବୁଜଉଦ୍ଭିଦ ମାନେ କେଉଁ ପ୍ରକ୍ରିୟାରେ ନିଜର ଖାଦ୍ୟ ପ୍ରସ୍ତୁତ କରିଥାନ୍ତି ?

a)

ରସାୟଶ୍ଲେଷଣ

b)

ଅପଚୟ ପ୍ରକ୍ରିୟା

c)

ଚୟପ୍ରକ୍ରିୟା

d)

ଆଲୋକଶ୍ଲେଷଣ

4.

ଆମ ଶରୀରର କେଉଁ ଠାରେ ସରଳୀକୃତ ଖାଦ୍ୟର ଜାରଣ ହୋଇଥାଏ ?

a)

ମସ୍ତିସ୍କ

b)

ବୃକକ୍

c)

କୋଷ

d)

ରକ୍ତ

5.

ଶକ୍ତି ମୋଚନ ଏକ କେଉଁ ପ୍ରକ୍ରିୟା ?

a)

ଆଲୋକଶ୍ଲେଷଣ

b)

ଭୌତିକ ପ୍ରକ୍ରିୟା

c)

ଚୟ ପ୍ରକ୍ରିୟା

d)

ଅପଚୟ ପ୍ରକ୍ରିୟା

6.

ଏଥିମଧ୍ୟରୁ କେଉଁ ପ୍ରକ୍ରିୟାଟି ଏକ ଗଠନ ମୂଳକ ପ୍ରକ୍ରିୟା ?

a)

ଚୟାପଚୟ ପ୍ରକ୍ରିୟା

b)

ରସାୟଶ୍ଲେଷଣ

c)

ଚୟ ପ୍ରକ୍ରିୟା

d)

ପୋଷଣ

7.

ଗ୍ଳୁକୋଜ ରେ କେତୋଟି ଉଦଜାନ ଅଣୁ ରହିଥାଏ ?

a)

6

b)

11

c)

10

d)

12

8.

ମଣ୍ଡଦ ଓ ଶର୍କରାରେ କେଉଁ ଖାଦ୍ୟସାର ରହିଥାଏ ?

a)

ସ୍ନେହସାର

b)

ପୁଷ୍ଟିସାର

c)

ଶ୍ଵେତସାର

d)

ଜଳ

9.

ଚିନି , ଗୁଡ ଆଦିରେ ଥିବା ଶ୍ଵେତସାର ଜାତୀୟ ଖାଦ୍ୟର ନାମ କଣ ?

a)

ଏମିନୋ ଅମ୍ଳ

b)

ସୁକ୍ରୋଜ

c)

ଗ୍ଳୁକୋଜ

d)

ଲୌହ

10.

କୋଷରେ ଗ୍ଳୁକୋଜର ଜାରଣ ଘଟି ସେଥିରୁ କେଉଁ ଗ୍ୟାସ ନିର୍ଗତ ହୋଇଥାଏ ?

a)

ଆରଗନ

b)

ଉଦଜାନ

c)

ଅଙ୍ଗାରକାମ୍ଳ

d)

ଅମ୍ଳଜାନ

11.

ଫଳ ରସ , ଓ ପନିପରିବା ରେ କେଉଁ ଜାତୀୟ ଶ୍ଵେତସାର ରହିଥାଏ ?

a)

ଫ୍ୟାଟି ଏସିଡ୍

b)

ଫସଫରସ୍

c)

ଗ୍ଳୁକୋଜ

d)

ସୁକ୍ରୋଜ

12.

1 ଗ୍ରାମ ଶ୍ଵେତସାର ରୁ ପ୍ରାୟ କେତେ କିଲୋଜୁଲ ଶକ୍ତି ଉତ୍ପନ୍ନ ହୁଏ ?

a)

10

b)

13

c)

16

d)

2

13.

ଏମିନୋ ଅମ୍ଳ ଶୃଙ୍ଖଳରେ କେଉଁ ଖାଦ୍ୟସାର ଗଠିତ ହୋଇଥାଏ ?

a)

ଭିଟାମିନ୍

b)

ଶ୍ଵେତସାର

c)

ଜଳ

d)

ପୁଷ୍ଟିସାର

14.

ଅଣ୍ଡାର କେଶରରେ କେଉଁ ଖାଦ୍ୟସାର ରହିଥାଏ ?

a)

ସ୍ନେହସାର

b)

ପୁଷ୍ଟିସାର

c)

ଭିଟାମିନ୍

d)

ଶ୍ଵେତସାର

15.

କୋଷ ଝିଲ୍ଲୀ ତିଆରିରେ କେଉଁ ଖାଦ୍ୟସାର ଆବଶ୍ୟକ ହୋଇଥାଏ ?

a)

ଜଳ

b)

ଭିଟାମିନ୍

c)

ସ୍ନେହସାର

d)

ଧାତୁସାର

16.

ଦାନ୍ତ , ହାଡ ଗଠନରେ କେଉଁ ଧାତୁସାରର ପ୍ରମୁଖ ଭୂମିକା ରହିଛି ?

a)

ଫସଫରସ୍

b)

ସୋଡିୟମ୍

c)

କ୍ୟାଲସିୟମ୍

d)

ପଟାସିୟମ୍

17.

ନୂତନ କୋଷ ତିଆରି ଓ ତନ୍ତୁ ଗଠନ ରେ କେଉଁ ଖାଦ୍ୟସାର ସହାୟକ ହୋଇଥାଏ ?

a)

ଭିଟାମିନ୍

b)

ମଣ୍ଡଦ

c)

ପୁଷ୍ଟିସାର

d)

ସ୍ନେହସାର

18.

ଶରୀରରେ ସ୍ନେହସାର କେଉଁ ରୂପରେ ସଞ୍ଚିତ ହୋଇ ରହିଥାଏ ?

a)

ରକ୍ତ

b)

ମାଂସ

c)

ଚର୍ବି

d)

ହାଡ

19.

ହିମୋଗ୍ଲୋବିନ୍ ର ଗଠନରେ କେଉଁ ଧାତୁସାରର ପ୍ରମୁଖ ଭୂମିକା ରହିଛି ?

a)

ପଟାସିୟମ୍

b)

ଲୌହ

c)

କ୍ୟାଲସିୟମ୍

d)

ସୋଡିୟମ୍

20.

କେଉଁ ଖାଦ୍ୟସାର ଆମ ଶରୀରର ଆୟନ ସନ୍ତୁଳନ ରକ୍ଷା କରିଥାଏ ?

a)

ପୁଷ୍ଟିସାର

b)

ଫ୍ୟାଟିଏସିଡ୍ଡ

c)

ଧାତୁସାର

d)

ଜଳ

21.

ଏକ ଅଜ୍ଞାତ ରାଶି ବିଶିଷ୍ଟ ସରଳ ସମୀକରଣର ସାଧାରଣ ରୂପ କଣ ଅଟେ ?

a)

ax = 0

b)

ax = b

c)

ax - b = 0

d)

ax + b = 0

22.

ସହ - ସମୀକରଣ ଦ୍ଵୟର ଲେଖଚିତ୍ର ଏକ ଓ ଅଭିନ୍ନ ହେଲେ ,ସମୀକରଣ ଦ୍ଵୟର କେତୋଟି ସମାଧାନ ସମ୍ଭବ ?

a)

ତିନୋଟି ସମାଧାନ

b)

ଅନନ୍ୟ ସମାଧାନ

c)

ଅସଂଖ୍ୟ ସମାଧାନ

d)

ସମାଧାନ ଅସମ୍ବବ

23.

3x-y-5=0 ହେଲେ , 'y' ର ମୂଲ୍ୟ ନିରୂପଣ କର ?

a)

3x+5

b)

3x-5

c)

5-x

d)

-3x-5

24.

x+3y-5=0 ର ଲେଖଚିତ୍ର ଅଙ୍କନ କରିବା ପାଇଁ ନିମ୍ନଲିଖିତ ମଧ୍ୟରୁ ଗୋଟିଏ ସଠିକ୍ ବିନ୍ଦୁର ସ୍ଥାନଙ୍କ ନିରୂପଣ କର ।

a)

( 1 , 2 )

b)

( 2 , 1 )

c)

( 1 ,1 )

d)

( 1 , -1 )

25.

ସହ-ସମୀକରଣ ଦ୍ଵୟର ସମାଧାନର ସର୍ତ୍ତ ଅନୁଯାୟୀ ପରୀକ୍ଷା କର ଯେ ନିମ୍ନଲିଖିତ ମଧ୍ୟରୁ କେଉଁ ସହ ସମୀକରଣ ଦ୍ୱୟର ସମାଧାନ ଅସମ୍ଭବ ଅଟେ ।

a)

x+2y+5=0 , 3x-2y+4=0

b)

x+y+=5 , 3x+3y=15

c)

x+y=0 , 2x+y=0

d)

-x+2y+3=0 , 4y-2x+5=0

26.

ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ବର୍ଗ ମାଟ୍ରିକ୍ସ ଅଟେ ।

a)

1×3

b)

1×2

c)

1×1

d)

1×4

27.

ଦୁଇଟି ସଂଖ୍ୟାର ଯୋଗଫଳ 48 ଓ ସେମାନଙ୍କର ବିୟୋଗଫଳ 2 , ହେଲେ ସଂଖ୍ୟାଦ୍ୱୟ ନିର୍ଣ୍ଣୟ କର ।

a)

( 16 , 32 )

b)

( 22 , 26 )

c)

( 25 , 23 )

d)

( 23 , 25 )

28.

ଏକ ବର୍ଗକ୍ଷେତ୍ରର କ୍ଷେତ୍ରଫଳ 189 ବର୍ଗ.ସେମି ହେଲେ , ବର୍ଗକ୍ଷେତ୍ରର ବାହୁର ଦୈର୍ଘ୍ୟ ନିରୂପଣ କର ।

a)

15

b)

-17

c)

17

d)

-15

29.

ସରଳ ସମୀକରଣର ଘାତ ସଂଖ୍ୟା କେତେ ?

a)

1

b)

2

c)

3

d)

4

30.

ଯେଉଁ ସରଳ ସହ-ସମୀକରଣ ଗୁଡିକ ସରଳରେଖିୟ ରୂପରେ ନଥାଏ , ସେହି ସମୀକରଣ ଗୁଡିକୁ କ'ଣ କୁହାଯାଏ ?

a)

ସମ ସହ ସମୀକରଣ

b)

ଯୌଗିକ ସହ ସମୀକରଣ

c)

ଅଣ ସରଳରେଖିୟ ସହ ସମୀକରଣ

d)

ଦ୍ଵିଘାତ ସମୀକରଣ

31.

ସମାନ ଆକୃତି ବିଶିଷ୍ଟ ଦୁଇଟି ଜ୍ୟାମିତିକ ଚିତ୍ରକୁ କ'ଣ କୁହାଯାଏ ।

a)

ସାଦୃଶ୍ୟ ଚିତ୍ର

b)

ସର୍ବସମ ଚିତ୍ର

c)

ସଦୃଶ ଚିତ୍ର

d)

ଉଭୟ ସଦୃଶ ଓ ସର୍ବସମ ଚିତ୍ର

32.

ଜ୍ୟାମିତିରେ ଥେଲିସ୍ ଉପପାଦ୍ୟର ଅନ୍ୟନାମ କ'ଣ ?

a)

ଯୌଗିକ ସମାନୁପାତିତା ଉପପାଦ୍ୟ

b)

ମୌଳିକ ସମାନୁପାତିତା ଉପପାଦ୍ୟ

c)

ମୌଳିକ ଉପପାଦ୍ୟ

d)

ଜ୍ୟାମିତିକ ସରଳ ଉପପାଦ୍ୟ

33.

ଏକ ଛେଦକ ଉପରିସ୍ଥ ଦୁଇଟି ଛେଦବିନ୍ଦୁକୁ ସଂଯୋଗ କରୁଥିବା ରେଖାଖଣ୍ଡକୁ ସେହି ଛେଦକର ଏକ କ'ଣ କୁହାଯାଏ ?

a)

ବିନ୍ଦୁ

b)

ପାର୍ଶ୍ଵ

c)

ରେଖା

d)

ଛେଦିତାଂଶ

34.

ଦୁଇଟି ଜ୍ୟାମିତିକ ଚିତ୍ରର ଆକୃତି ଓ ଆକାର ଉଭୟ ଅଭିନ୍ନ ହେଲେ ସେହି ଦୁଇଟି ଚିତ୍ରକୁ କ'ଣ କୁହାଯାଏ ?

a)

ସଦୃଶ ଚିତ୍ର

b)

ସର୍ବସମ ଚିତ୍ର

c)

ସାଦୃଶ୍ୟ ଚିତ୍ର

d)

କେଉଁଟି ବି ନୁହେଁ

35.

ଏକ ବୃତର ଦୁଇଟି ପୃଥକ ବିନ୍ଦୁକୁ ସଂଯୋଗ କରୁଥିବା ରେଖାଖଣ୍ଡକୁ ସେହି ବୃତ୍ତର କ'ଣ କୁହାଯାଏ ?

a)

ବ୍ୟାସାର୍ଦ୍ଧ

b)

ବ୍ୟାସ

c)

ଜ୍ୟା

d)

ଉଭୟ ବ୍ୟାସ ଓ ଜ୍ୟା

36.

ଗାନ୍ଧିଜୀ କେଉଁ ଖ୍ରୀଷ୍ଟାବ୍ଦ ଜନ୍ମ ଗ୍ରହଣ କରିଥିଲେ ?

a)

1859

b)

1869

c)

1904

d)

1856

37.

ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରେ ପ୍ରକାଶ କରିଥିବା ପତ୍ରିକା ନାମ କଣ ଥିଲା ?

a)

ଇଣ୍ଡିଆନ ଉଏସ

b)

ଇଣ୍ଡିଆନ ଅପିନିୟାନ

c)

ସମାଜ

d)

ଧାରିତ୍ରୀ

38.

ଗାନ୍ଧିଜୀକୁ କିଏ 'ମାହାତ୍ମା' ଆଖ୍ୟା ପ୍ରଦାନ କରିଥିଲେ ?

a)

ସରଦାର ବଲ୍ଲବଭାଇ ପଟେଲ୍

b)

ଦାଦା ଅବଦୁଲା

c)

ସୁବାଷଚନ୍ଦ୍ର ବୋଷ

d)

ରବୀନ୍ଦ୍ରନାଥ ଠାକୁର

39.

ଭାରତରେ ଗାନ୍ଧିଜୀଙ୍କ ଦ୍ଵାରା ସଂଗଠିତ ପ୍ରଥମ ଆନ୍ଦଳୋନର ନାମ କଣ ?

a)

ରାଓଲାତ୍ ଆନ୍ଦୋଳନ

b)

ଖେଡା ଆନ୍ଦୋଳନ

c)

ଚମ୍ପାରନ୍ ଆନ୍ଦୋଳନ

d)

ଅସହଯୋଗ ଆନ୍ଦୋଳନ

40.

ଖେଡା ଆନ୍ଦୋଳନରେ ଗାନ୍ଧିଜୀଙ୍କର ମୁଖ୍ୟ ସହଯୋଗୀ କିଏ ଥିଲେ ?

a)

ସୁରେନ୍ଦ୍ରନାଥ ବାନାର୍ଜୀ

b)

ସରଦାର ବଲଭ ଭାଇ ପଟେଲ୍

c)

ଆନିବେସାନ୍ତ

d)

ଇନ୍ଦୁଲାକ ଯାଜ୍ଞିକ୍

41.

କେଉଁ ଖ୍ରୀଷ୍ଟାବ୍ଦ ରେ ରାଓଲାତ ଆଇନ ପ୍ରଣୟନ କରାଯାଇଥିଲା ?

a)

1918

b)

1919

c)

1920

d)

1917

42.

ଜାଲିଆନୱାଲାବାଗ ହତ୍ୟାକାଣ୍ଡ କେଉଁ ରାଜ୍ୟ ରେ ଘଟିଥିଲା ?

a)

ଓଡିଶା

b)

ପଞ୍ଜାବ

c)

ହରିୟାଣା

d)

ଦିଲ୍ଲୀ

43.

କେଉଁ ତାରିଖ ରେ ଜାଲିଆନାୱାଗ ହତ୍ୟାକାଣ୍ଡ ଘଟିଥିଲା?

a)

1919 ଏପ୍ରିଲ13

b)

1919 ଏପ୍ରିଲ 15

c)

1919 ମାର୍ଚ୍ଚ 19

d)

1919 ଏପ୍ରିଲ 20

44.

ଇଂରେଜ ସରକାର ଙ୍କ ଦ୍ଵାରା ଗାନ୍ଧିଜୀଙ୍କୁ କେଉଁ ଉପାଧି ପ୍ରଦାନ କରାଯାଇଥିଲା?

a)

କାଇଜର-ଇ -ହିନ୍ଦ

b)

ନାଇଟ୍

c)

ଜାତିର ପିତା

d)

ମହାତ୍ମା

45.

ଗାନ୍ଧିଜୀ ଙ୍କ ପୁରାନାମ କଣ ଅଟେ ?

a)

ମହାତ୍ମା ଗାନ୍ଧୀ

b)

କରମଚାନ୍ଦ ଗାନ୍ଧୀ

c)

ମୋହନଦାସ ଗାନ୍ଧୀ

d)

ମୋହନଦାସ କରମଚାନ୍ଦ ଗାନ୍ଧୀ

46.

ଗାନ୍ଧିଜୀ ଗୁଜୁରାଟ ର କେଉଁ ଠାରେ ଜନ୍ମ ଗ୍ରହଣ କରିଥିଲେ?

a)

ଗାନ୍ଧୀ ନଗର

b)

ଅହମ୍ମଦାବାଦ

c)

ପୋରବନ୍ଦର

d)

ସୁରାଟ

47.

ପ୍ରତିବର୍ଷ କେଉଁ ତାରିଖ ରେ ଗାନ୍ଧୀ ଜୟନ୍ତୀ ଅନୁଷ୍ଠିତ ହୋଇଥାଏ ?

a)

ଜାନୁଆରୀ 15

b)

ଅଗଷ୍ଟ 15

c)

ଅକ୍ଟୋବର 2

d)

ଅକ୍ଟୋବର 4

48.

ସାବରମତି ଆଶ୍ରମ କିଏ ପ୍ରତିଷ୍ଠା କରିଥିଲେ ?

a)

ଗାନ୍ଧିଜୀ

b)

ଜବାହାରଲାଲ ନେହେରୁ

c)

ଗୋପବନ୍ଧୁ ଦାଶ

d)

ମହାଦେବ ଦେଶାଇ

49.

ଗାନ୍ଧିଜୀ ବାରିଷ୍ଟରୀ ପାଠ ପଢିବା ପାଇଁ କେଉଁ ସ୍ଥାନ କୁ ଯାଇଥାଏ ?

a)

ଦକ୍ଷିଣ ଆଫ୍ରିକା

b)

ଆମେରିକା

c)

ଲଣ୍ଡନ

d)

ଭାରତ

50.

ନିମ୍ନଲିଖିତ କେଉଁଟି ସମ୍ଭଳ ର ବିଶେଷତ୍ଵ ନୁହେଁ ?

a)

ଉତ୍ପତ୍ତି

b)

ଉପଯୋଗିତା

c)

ସୁଲଭତା

d)

କାର୍ଯ୍ୟ ଦକ୍ଷତା

51.

ପ୍ରକୃତି ଅନୁସାରେ ସମ୍ଭଳ କୁ କେତେ ଭାଗ ରେ ଭାଗ କରାଯାଇଛି ?

a)

5

b)

3

c)

4

d)

9

52.

କେଉଁଟି ମାନବ ସମ୍ବଳ ର ଶ୍ରେଣୀଭୁକ୍ତ ନୁହେଁ ?

a)

ସଂରଚନା

b)

ସଂସ୍ଥାନ

c)

ଗୁଣବତ୍ତା

d)

ଖଣିଜ ପଦାର୍ଥ

53.

କେଉଁଟି ଜୈବସମ୍ବଳ ର ଅନ୍ତର୍ଭୁକ୍ତ ?

a)

ମୃତ୍ତିକା

b)

ଜଳ

c)

ଉଦ୍ଭିଦ

d)

ବାୟୁ

54.

କ୍ଷୟଶୀଳ ସମ୍ଭଳ ର ଅନ୍ୟ ନାମ କଣ ?

a)

ଅପୂରଣୀୟ ସମ୍ବଳ

b)

ପୂରଣୀୟ ସମ୍ବଳ

c)

ବଣ୍ଟନ ସମ୍ବଳ

d)

ସରନ୍ତି ସମ୍ବଳ

55.

ଅବିରାମ ସମ୍ବଳ ର ଅନ୍ୟ ନାମ କଣ ଅଟେ ?

a)

ଅପୂରଣୀୟ ସମ୍ବଳ

b)

ପୂରଣୀୟ ସମ୍ବଳ

c)

ବଣ୍ଟନ ସମ୍ବଳ

d)

ସରନ୍ତି ସମ୍ବଳ

56.

କେଉଁଟି ଏକ ପୂରଣୀୟ ସମ୍ବଳ ?

a)

ଖଣିଜ ପଦାର୍ଥ

b)

କୋଇଲା

c)

ପେଟ୍ରୋଲିୟମ

d)

ଭୂତାପଜ ଶକ୍ତି

57.

ଭରଣ ଅନୁସାରେ ସମ୍ବଳ କୁ କେତେ ଭାଗ ରେ ଭାଗ କରାଯାଇଛି ?

a)

1

b)

2

c)

3

d)

4

58.

ମାଲିକାନା ଅନୁସାରେ ସମ୍ବଳ କୁ କେତେ ଭାଗ ରେ ଭାଗ କରାଯାଇଛି ?

a)

4

b)

6

c)

8

d)

3

59.

କେଉଁଟି ଜାତୀୟ ସମ୍ବଳ ଅଟେ ?

a)

ରାସ୍ତା ଘାଟ

b)

ରେଳପଥ

c)

ଖଣିଜ ଦ୍ରବ

d)

ସମସ୍ତ

60.

କେଉଁ ଟି ଅପୂରଣୀୟ ସମ୍ବଳ ?

a)

ପବନ ଶକ୍ତି

b)

ଶିକ୍ଷା ଅନୁଷ୍ଠାନ

c)

ଜଳ

d)

କୋଇଲା

61.

ଭାରତ ର କେଉଁ ରାଜ୍ୟ ରେ ଅତ୍ୟାଧିକ ମାତ୍ରା ରେ ଖଣିଜ ପଦାର୍ଥ ଦେଖାଯାଏ ?

a)

ଛତିଶଗଡ

b)

ଓଡିଶା

c)

ପଞ୍ଜାବ

d)

a and b

62.

ଭାରତ ର କେଉଁ ରାଜ୍ୟ ରେ ଅଧିକ ପରିମାଣ ର ଜଳ ସମ୍ବଳ ଉପଲବ୍ଧ ଅଟେ ?

a)

ସିକିମ

b)

ଓଡିଶା

c)

ମଧ୍ୟପ୍ରଦେଶ

d)

ଅରୁଣାଚଳ ପ୍ରଦେଶ

63.

ଭାରତ ରେ କେଉଁ ରାଜ୍ୟକୁ ଶୀତଳ ମରୁଭୁମି ଆଖ୍ୟା ଦିଆଯାଇଛି ?

a)

ଜାମ୍ମୁ କାଶ୍ମୀର

b)

ଲାଦାଖ

c)

ଅରୁଣାଚଳ ପ୍ରଦେଶ

d)

ସିକ୍କିମ

64.

ଆନ୍ତର୍ଜାତିକ ସଂସ୍ଥା IUCN ର ପୁରା ନାମ କଣ ?

a)

International Union For Conservation of Nature

b)

International Union For Conservative of Nature

c)

International Union For Consumer of Nature

d)

International Union For Councile of Nature

65.

ବନ୍ୟଜନ୍ତୁ ସଂରକ୍ଷଣ ଯୋଜନା ମାଧ୍ୟମରେ କେତେଗୋଟି ଜାତିର ବନ୍ୟାପ୍ରାଣୀଙ୍କ ସଂଖ୍ୟା ପ୍ରତି ଦୃଷ୍ଟି ଦିଆଯାଇଛି ?

a)

4

b)

5

c)

6

d)

3

66.

କେଉଁଟି ଗୋଷ୍ଠୀଗତ ସମ୍ବଳ ଅଟେ ?

a)

ଗୃହ

b)

ଶ୍ମଶାନ

c)

ଚାଷ ଜମି

d)

ରୋପଣ କୃଷି ଜମି

67.

କେଉଁଟି ଏକ ପ୍ରାକୃତିକ ସମ୍ବଳ ଓ ଜୈବ ସମ୍ବଳର ଅନ୍ତର୍ଭୂକ୍ତ ?

a)

ପଶୁପକ୍ଷୀ

b)

ମୃତ୍ତିକା

c)

ଜଳ

d)

ଭୂମି

68.

ଯେଉଁ ରାସାୟନିକ ପ୍ରତିକ୍ରିୟା ରେ ତାପଶକ୍ତି ଶୋଷିତ ହୋଇଥାଏ ,ତାକୁ କେଉଁ ପ୍ରକ୍ରିୟା କୁହାଯାଏ ?

a)

ତାପଗ୍ରାହୀ

b)

ସଂଶ୍ଲେଷନ

c)

ବିସ୍ଥାପନ

d)

ବିସରଣ

69.

କେଉଁଟି ଏକ ଅମ୍ଳ ନୁହଁ?

a)

ଲେମ୍ବୁ

b)

ଟମାଟ

c)

ଭିନେଗାର

d)

ସର୍ଫ

70.

କ୍ଷାରକ ପାଟିକୁ କିପରି ଲାଗିଥାଏ ?

a)

ଖାଟା

b)

ପିତା

c)

ମିଠା

d)

ଖାରିଆ

71.

ଅମ୍ଳ କେଉଁ ରଙ୍ଗର ଲିଟମସ କୁ କେଉଁ ରଙ୍ଗର ଲିଟମସ ରେ ପରିଣତ କରେ ?

a)

ଲାଲ ରୁ ନୀଳ

b)

ଲାଲ ରୁ କମଳା

c)

ନୀଳ ରୁ ଲାଲ

d)

ଲାଲ ରୁ ରଙ୍ଗବିହୀନ

72.

କେଉଁଟି ଏକ ପ୍ରାକୃତିକ ସୂଚକ ଅଟେ ?

a)

ହଳଦୀ

b)

ଲିଟମସ

c)

ମିଥାଇଲ ଅରେଞ୍ଜ

d)

ଉଭୟ 1 ଓ 2

73.

ଏଥିମଧ୍ୟରୁ କେଉଁଠିକୁ ଘ୍ରାଣ ସୂଚକ ଭାବେ ବ୍ୟବହାର କରାଯାଏ ?

a)

ଭନିଲା

b)

ପିଆଜ

c)

ଲବଙ୍ଗ

d)

ସମସ୍ତ

74.

ହଳଦୀ ଏକ କ୍ଷାରକ ସହ ମିଶିଲେ କେଉଁ ରଙ୍ଗରେ ପରିଣତ ହୁଏ ?

a)

ଲାଲ

b)

ନୀଳ

c)

ଲୋହିତ - ବାଦାମି

d)

ହଳଦିଆ

75.

ଅମ୍ଳ ପାଟିକୁ କିପରି ଲାଗେ ?

a)

ମିଠା

b)

ଖାଟା

c)

ପିତା

d)

ଖାରିଆ

76.

ସେଓ ଓ ଦହି ଏକ କଣ ଅଟେ ?

a)

ଅମ୍ଳ

b)

କ୍ଷାରକ

c)

ଲବଣ

d)

ସମସ୍ତ

77.

କ୍ଷାରକ ଏକ ଧାତୁ ସହ ରାସାୟନିକ ପ୍ରତିକ୍ରିୟା କାଲେ କଣ ଉତ୍ପନ୍ନ ହୁଏ ?

a)

ଜଳ

b)

ଅମ୍ଳଜାନ

c)

ଲବଣ

d)

ଅଙ୍ଗାରକାମ୍ଳ

78.

ଧାତବ ହାଇଡ୍ରୋଜେନ୍ କାର୍ବୋନେଟ୍ ଅମ୍ଳ ସହ ରାସାୟନିକ ପ୍ରତିକ୍ରିୟା କାଲେ କଣ ଉତ୍ପନ୍ନ ହୁଏ ?

a)

ଲବଣ

b)

ଜଳ

c)

ଅଙ୍ଗାରକାମ୍ଳ

d)

ସମସ୍ତ

79.

କେଉଁଟି ଏକ ସଂସ୍କୃତିକ ସମ୍ବଳ ନୁହେଁ ?

a)

ଗମନାଗମନ

b)

ସାମାଜିକ

c)

ଅର୍ଥଲଗାଣ

d)

ଗୁଣବତ୍ତା

80.

କେଉଁଟି ଏକ ସ୍ଥାନୀୟ ସମ୍ବଳ ଅଟେ ?

a)

ସୌରଶକ୍ତି

b)

ପବନଶକ୍ତି

c)

ମୃତ୍ତିକା

d)

ଖଣିଜ ପଦାର୍ଥ