wayground logo

Free Printable Worksheets

Font size

S
M
L
XL
Worksheets

CHATSHALA QUIZ PLANET -GK [All Students]

Total questions: 100

Worksheet time: 2hrs 40mins

Name
Class
Date
1.

କୁମ୍ଭଯାତ୍ରା କେତେ ବର୍ଷରେ ଥରେ ଅନୁଷ୍ଟିତ ହୋଇଥାଏ ?

a)

12

b)

13

c)

10

d)

15

2.

ପ୍ରତିବର୍ଷ କଟକ ବାଲିଯାତ୍ରା କେଉଁମାସରେ ଅନୁଷ୍ଟିତ ହୋଇଥାଏ

a)

ଜେଷ୍ଠ

b)

ଅଷାଢ

c)

ଶ୍ରାବଣ

d)

କାର୍ତ୍ତିକ

3.

ଶାମ୍ବଦଶମୀରେ କେଉଁ ଦେବତାଙ୍କୁ ପୂଜା କରାଯାଇଥାଏ ?

a)

ସୂର୍ଯ୍ୟ

b)

ଚନ୍ଦ୍ର

c)

ଜଗନାଥ

d)

ଶିବ

4.

ଓଡିଶାର ମୋଟ ଜନସଂଖ୍ୟା କେତେ ?

a)

4 କୋଟି

b)

3 କୋଟି

c)

4.5 କୋଟି

d)

7.5 କୋଟି

5.

ଭାରତର କେଉଁ ରାଜ୍ୟର ଆୟତନ ଅଧିକ ?

a)

ମହାରାଷ୍ଟ୍ର

b)

ଓଡିଶା

c)

ରାଜସ୍ଥାନ

d)

ସିକିମ

6.

ଭାରତର କେଉଁ ରାଜ୍ୟରେ ସର୍ବାଧିକ ଲୋକ ବସବାସ କରନ୍ତି ?

a)

ଓଡିଶା

b)

ଉତ୍ତରପ୍ରଦେଶ

c)

ବିହାର

d)

ଦିଲ୍ଲୀ

7.

ଦ୍ଵିତୀୟ ବିଶ୍ଵଯୁଦ୍ଧରେ ଆମେରିକା ଜାପାନର କେଉଁ ସ୍ଥାନରେ ପରମାଣୁ ବୋମା ପକାଇଥିଲା ?

a)

ହିରୋସୀମା

b)

ନାଗାସାକି

c)

ଉଭୟ ହିରୋସିମା ଓ ନାଗାସାକି

d)

ଟୋକିଓ

8.

ହିଟଲର କେଉଁ ଦେଶର ଅଧିବାସୀ ଥିଲେ ?

a)

ଚୀନ

b)

ଜାପାନ

c)

ଆମେରିକା

d)

ଜର୍ମାନୀ

9.

ରାଜା ଆକବରଙ୍କର ପୁତ୍ରଙ୍କ ନାମ କ'ଣ?

a)

ହୁମାୟୁନ

b)

ସାହାଜାହାନ

c)

ଜାହାଙ୍ଗିର

d)

ବାବର

10.

କୋଣାର୍କ ମନ୍ଦିରରେ କେଉଁ ଦେବତାଙ୍କୁ ପୂଜା କରାଯାଏ ?

a)

ଗଣେଶ

b)

କାଳୀ

c)

ଶିବ

d)

ସୂର୍ଯ୍ୟ

11.

ଓଡିଶାର କେଉଁ ଜିଲ୍ଲାରେ ହୀରାକୁଦ ଡ୍ୟାମ ଅବସ୍ଥିତ ?

a)

ସମ୍ବଲପୁର

b)

କଟକ

c)

ମାଲକାନଗିରି

d)

କୋରାପୁଟ

12.

ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ?

a)

ବିଜୁ ପଟ୍ଟନାୟକ

b)

ବିଶ୍ଵନାଥ ଦାସ

c)

ହରେକୃଷ୍ଣ ମହତାବ

d)

ଗିରିଧାରୀ ଗମାଙ୍ଗ

13.

ପୁରୀ ଜଗନ୍ନାଥ ମନ୍ଦିର କେଉଁ ରାଜାଙ୍କ ଦ୍ଵାରା ନିର୍ମାଣ କରଯାଇଥିଲା ?

a)

ଅନନ୍ତବର୍ମା ଚୋଡଗଙ୍ଗ ଦେବ

b)

କୃଷ୍ଣଚନ୍ଦ୍ର ଦେବ

c)

ନରସିଂହ ଦେବ

d)

ଖାରବେଳ

14.

ଓଡିଶାର କେଉଁ ସ୍ଥାନରେ ଲିଙ୍ଗରାଜ ମନ୍ଦିର ଅବସ୍ଥିତ ?

a)

କଟକ

b)

ପୁରୀ

c)

ଭୁବନେଶ୍ବର

d)

ବ୍ରହ୍ମପୁତ୍ର

15.

ଓଡିଶାର କେଉଁ ଜିଲ୍ଲାରେ 'ହରିଶଙ୍କର' ଅବସ୍ଥିତ ?

a)

ବଲାଙ୍ଗୀର

b)

ବାଲେଶ୍ଵର

c)

କୋରାପୁଟ

d)

ମାଲକାନଗିରି

16.

ଗାନ୍ଧିଜୀଙ୍କ ମାତାଙ୍କ ନାମ କ'ଣ?

a)

ପୁତୁଲିବାଇ

b)

ରାମାୟାଦେବୀ

c)

କନକଦେବୀ

d)

କବିତାଦେବୀ

17.

ଓଡିଶାର କେଉଁ ସ୍ଥାନରେ ନେତାଜୀ ସୁବାଷଚନ୍ଦ୍ର ବୋଷ ଜନ୍ମଗ୍ରହଣ କରିଥିଲେ ?

a)

ଭୁବନେଶ୍ବର

b)

କଟକ

c)

ପୁରୀ

d)

ଯାଜପୁର

18.

କେଉଁଟି ଓଡିଶାର 'ରାଜ୍ୟକୀୟ ପଶୁ (state animal)'?

a)

ହାତୀ

b)

ସମ୍ବର ହରିଣ

c)

ବାଘ

d)

ଗାଈ

19.

କେଉଁଟି ଓଡିଶାର 'ରାଜ୍ୟକୀୟ ଫୁଲ (state flower)'?

a)

ଚମ୍ପାଫୁଲ

b)

ଗୋଲାପଫୁଲ

c)

ମାଳତୀଫୁଲ

d)

ଅଶୋକଫୁଲ

20.

ଭାରତୀୟ ଦାର୍ଶନିକମାନଙ୍କ ମତରେ ସମସ୍ତ ବସ୍ତୁ କେଉଁ ମୌଳିକକୁ ନେଇ ଗଠିତ ?

a)

ମାଟି

b)

ବାୟୁ

c)

ଆକାଶ

d)

ସମସ୍ତ

21.

ପଦାର୍ଥର କେଉଁ ଶକ୍ତିଯୋଗୁଁ ପଦାର୍ଥଗୁଡିକ ଅନବରତ ଗତି କରୁଥାନ୍ତି ?

a)

ସ୍ଥିତିଜ ଶକ୍ତି

b)

ମାଧ୍ୟାକର୍ଷଣ ଶକ୍ତି

c)

ଗତିଜ ଶକ୍ତି

d)

ଆକର୍ଷଣ ଶକ୍ତି

22.

ଦୁଇଟି ଭିନ୍ନ ଭିନ୍ନ ପଦାର୍ଥର କଣିକାଗୁଡିକର ଅନ୍ତଃମିଶ୍ରଣକୁ କ'ଣ କୁହାଯାଏ ?

a)

ଅଣୁ

b)

ବିସରଣ

c)

ପରମାଣୁ

d)

ବିଘଟନ

23.

ଆମ ଚତୁର୍ପାର୍ଶ୍ୱରେ ଥିବା ପଦାର୍ଥଗୁଡିକର ମୁଖ୍ୟତଃ କେତୋଟି ଅବସ୍ଥା ରହିଛି ?

a)

2

b)

3

c)

4

d)

8

24.

କେଉଁ ଅବସ୍ଥାରେ ପଦାର୍ଥର ଏକ ନିର୍ଦ୍ଧିଷ୍ଟ ଆକାର, ଆୟତନ ଓ ପରିସୀମା ଥାଏ?

a)

କଠିନ

b)

ତରଳ

c)

ଗ୍ୟାସୀୟ

d)

ସମସ୍ତ

25.

କେଉଁ ଅବସ୍ଥାରେ ପଦାର୍ଥଟି କମ ସଙ୍କୁଚିତ ହୋଇଥାଏ ?

a)

କଠିନ

b)

ତରଳ

c)

ଗ୍ୟାସୀୟ

d)

ସମସ୍ତ

26.

କେଉଁ ଅବସ୍ଥାରେ ପଦାର୍ଥର ଏକ ନିର୍ଦ୍ଧିଷ୍ଟ ଆୟତନ ଥାଏ କିନ୍ତୁ ନିର୍ଦ୍ଧିଷ୍ଟ ଆକାର ନଥାଏ ?

a)

କଠିନ

b)

ତରଳ

c)

ଗ୍ୟାସୀୟ

d)

ସମସ୍ତ

27.

କେଉଁ ଅବସ୍ଥାରେ ପଦାର୍ଥଗୁଡିକ ଅତି ସହଜରେ ସଙ୍କୁଚିତ ହୋଇପାରନ୍ତି ?

a)

କଠିନ

b)

ତରଳ

c)

ଗ୍ୟାସୀୟ

d)

ସମସ୍ତ

28.

କେଉଁ ଅବସ୍ଥାରେ ପଦାର୍ଥର ଏକ ନିର୍ଦ୍ଧିଷ୍ଟ ଆକାର ଓ ଆୟତନ ନଥାଏ ?

a)

କଠିନ

b)

ତରଳ

c)

ଗ୍ୟାସୀୟ

d)

ସମସ୍ତ

29.

ଯାନବାହାନରେ ବ୍ୟବହାର କରାଯାଉଥିବା CNG ଗ୍ୟାସର ନାମ କ'ଣ?

a)

ପ୍ରାକୃତିକ ଗ୍ୟାସ

b)

ପେଟ୍ରୋଲିୟମ ଗ୍ୟାସ

c)

ସମ୍ପୀଡିତ ପ୍ରାକୃତିକ ଗ୍ୟାସ

d)

ଏମୋନିୟମ ଗ୍ୟାସ

30.

କେଉଁ ଅବସ୍ଥାରେ ପଦାର୍ଥଗୁଡିକର ବିସରଣହାର ଅଧିକ ରହିଥାଏ ?

a)

କଠିନ

b)

ତରଳ

c)

ଗ୍ୟାସୀୟ

d)

ସମସ୍ତ

31.

ପଦାର୍ଥ କାହାକୁ ନେଇ ଗଠିତ ?

a)

ଜଳ

b)

ମୂର୍ତ୍ତିକା

c)

ଧାତୁ

d)

କଣିକା

32.

ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ପଦାର୍ଥ ଅଟେ ?

a)

ଚୌକି

b)

କୋଦାଳ

c)

ଫୁଲଷ୍ଟାଣ୍ଡ

d)

ଲୁହାପଥର

33.

ବାଘ ର ବୈଜ୍ଞାନିକ ନାମ କ'ଣ ଅଟେ ?

a)

ଫେଲିସ ଲିଓ

b)

ଫେଲିସ ପାରଡାସ

c)

ଫେଲିସ ଟାଇଗ୍ରୀସ

d)

ଫେଲିସ ଡୋମେଷ୍ଟିକ

34.

ମଣିଷର ବୈଜ୍ଞାନିକ ନାମ କ'ଣ ଅଟେ ?

a)

ହୋମୋ ସେପିଆନ

b)

ଫାଇକସ ରିଲିବିୟସ

c)

ଫାଇକସ ବେଙ୍ଗାଳସୀସ

d)

ଫେଲିସ ଲିଓ

35.

ଭାସ୍କୋଡାଗାମା କେଉଁ ମସିହାରେ ଭାରତକୁ ଜଳପଥ ଆବିଷ୍କୃତ କରିଥିଲେ ?

a)

1494

b)

1497

c)

1495

d)

1498

36.

ନିମ୍ନଲିଖିତ କେଉଁ ରାଷ୍ଟ୍ର ଭାରତରେ ତାର ଉପନିବେଶ ସ୍ଥାପନା କରିଥିଲା ?

a)

ଡଚ

b)

ଡେନ

c)

ପର୍ତ୍ତୁଗୀଜ

d)

ସମସ୍ତ

37.

କେଉଁ ମସିହାର ବିଦ୍ରୋହକୁ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ କୁହାଯାଏ ?

a)

1753

b)

1853

c)

1953

d)

1852

38.

ଜନ୍ମଜାତ ଶିଶୁ ଶରୀରରେ ମୋଟ ହାଡ ସଂଖ୍ୟା କେତେ ?

a)

116

b)

206

c)

300

d)

306

39.

ମନୁଷ୍ୟ ଶରୀରରେ ଥିବା ବୃହତ ଗ୍ରନ୍ଥିର ନାମ କ'ଣ ?

a)

ଅଗ୍ନାଶୟ

b)

ଯକୃତ

c)

ବୃକକ

d)

ହୃତପିଣ୍ଡ

40.

ମନୁଷ୍ୟ ଶରୀରର ହାଡକୁ ଶକ୍ତ ରଖିବାରେ କେଉଁ ଧାତୁସାର ସାହାର୍ଯ୍ୟ କରିଥାଏ ?

a)

ଆଇରନ

b)

ମାଗ୍ନେସିୟମ

c)

କ୍ୟାଲସିୟମ

d)

ଭିଟାମିନ

41.

ମନୁଷ୍ୟ ହୃତପିଣ୍ଡ କେତେ କୋଠରି ବିଶିଷ୍ଟ ଅଟେ ?

a)

4

b)

5

c)

6

d)

7

42.

ପରମାଣୁ ମଧ୍ୟରେ ଥିବା ମଧ୍ୟବର୍ତ୍ତୀ ସ୍ଥାନକୁ କ'ଣ କୁହାଯାଏ ?

a)

ପ୍ରୋଟନ

b)

ଇଲେକଟ୍ରନ

c)

ନ୍ୟୁକ୍ଲିୟସ

d)

ସମସ୍ତ

43.

ଆମ ଦେଶର ଜାତୀୟ ପତାକାରେ ଥିବା ଅଶୋକ ଚକ୍ରର ମୋଟ ଅକ୍ଷସଂଖ୍ୟା କେତେ ?

a)

24

b)

26

c)

28

d)

15

44.

'ନିଉଟ୍ରନ କଣିକା' କେଉଁ ବୈଜ୍ଞାନିକ ଆବିଷ୍କାର କରିଥିଲେ ?

a)

J J ଥମସନ

b)

ଜେମସ ଚାଦଉଇକ

c)

ନିଲ୍ସ ବୋର

d)

ଆଇନଷ୍ଟାଇନ

45.

ବର୍ତ୍ତମାନ ଆମ ଦେଶର ପ୍ରଧାନମନ୍ତ୍ରୀଙ୍କ ପୁରା ନାମ କ'ଣ?

a)

ନରେନ୍ଦ୍ର ମୋଦି

b)

ଦାମୋଦର ଦାସ ମୋଦି

c)

ନରେନ୍ଦ୍ର ଦାମୋଦର ଦାସ ମୋଦି

d)

ଦାମୋଦର ମୋଦି

46.

ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ କିଏ ?

a)

ସରୋଜିନୀ ନାଇଦୁ

b)

ନନ୍ଦିନୀ ଶତପଥି

c)

ଅପରାଜିତା ଶଢଙ୍ଗୀ

d)

ସୁଚେତା କୃପାଳିନୀ

47.

ସରପଞ୍ଚଙ୍କ ମୋଟ କାର୍ଯ୍ୟକାଳ କେତେ ବର୍ଷ ?

a)

4

b)

5

c)

6

d)

10

48.

ଆମ ଦେଶରେ ମୋଟ କେତୋଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି ?

a)

5

b)

6

c)

7

d)

8

49.

ଆମ ଦେଶର ମୋଟ ରାଜ୍ୟ ସଂଖ୍ୟା କେତେ ?

a)

27

b)

28

c)

29

d)

30

50.

ଆମ ଦେଶର ଦୀର୍ଘତମ ନଦୀର ନାମ କ'ଣ ?

a)

ଗଙ୍ଗା

b)

ଗୋଦାବରୀ

c)

ମହାନଦୀ

d)

ବ୍ରହ୍ମପୁତ୍ର

51.

ମହାନଦୀରେ କେଉଁ ଡ୍ୟାମ ଅବସ୍ଥିତ ?

a)

ଇଦୁକି

b)

ହୀରାକୁଦ

c)

ଭାକ୍ରାନଙ୍ଗଲ

d)

ତେହରିଡ୍ୟାମ

52.

ଆମ ଦେଶର ପ୍ରଥମ ମହିଳା ରାଷ୍ଟ୍ର ପତି କିଏ ?

a)

କିରଣ ବେଦି

b)

ସରୋଜିନୀ ନାଇଡୁ

c)

ପ୍ରତିଭା ପଟେଲ

d)

ଇନ୍ଦିରା ଗାନ୍ଧୀ

53.

ଆମ ଦେଶର ଜାତୀୟ ଫଳ କଣ ?

a)

ପଣସ

b)

ସେଓ

c)

ଆମ୍ବ

d)

ଲିଚୁ

54.

ଆମ ଦେଶର ଜାତୀୟସଂଗୀତର ରଚୟତା କିଏ ?

a)

ବଙ୍କିମଚନ୍ଦ୍ର ଚାଟାର୍ଜୀ

b)

ରବୀନ୍ଦ୍ରନାଥ ଟାଗୋର

c)

ଲାଲଲଜପତ ରାୟ

d)

ବିପିନଚନ୍ଦ୍ର ପାଲ

55.

କେଉଁ ଦେଶ ଭାରତର ପଡୋଶୀ ଦେଶ ନୁହେଁ ?

a)

ଚୀନ

b)

ପାକିସ୍ଥାନ

c)

ନେପାଳ

d)

ରୁଷିଆ

56.

ଓଡିଶାର ବାଘ ଅଭୟାରଣ କେଉଁଠାରେ ଅବସ୍ଥିତ ?

a)

ଭିତରକନିକା

b)

ଶିମିଳିପାଳ

c)

ଚିଲିକା

d)

ନଳବଣ

57.

ଉତ୍କଳ ଦିବସ ପ୍ରତିବର୍ଷ କେଉଁ ତାରିଖରେ ପଡିଥାଏ ?

a)

ଜାନୁଆରୀ 1

b)

ଫେବୃଆରି 2

c)

ଏପ୍ରିଲ 1

d)

ଏପ୍ରିଲ 2

58.

ମହାତ୍ମା ଗାନ୍ଧୀଙ୍କ ପିତାଙ୍କ ନାମ କଣ ?

a)

କରମଚାନ୍ଦ ଗାନ୍ଧୀ

b)

ଦାମୋଦର ଗାନ୍ଧୀ

c)

ନରେନ୍ଦ୍ର ଗାନ୍ଧୀ

d)

ରତନ ଗାନ୍ଧୀ

59.

ଭାରତର ସବୁଠୁ ଧନୀ ବ୍ୟକ୍ତିଙ୍କ ନାମ କ'ଣ?

a)

ରତନ ଟାଟା

b)

ବିର୍ଲା

c)

ମୁକେଶ ଆମ୍ବାନୀ

d)

ସଚିନ ତେନ୍ଦୁଲକର

60.

ବର୍ତ୍ତମାନ ଆମ ଦେଶର ଗୃହମନ୍ତ୍ରୀଙ୍କ ନାମ କ'ଣ?

a)

ଅମିତ ଶାହ

b)

ରାଜନାଥ ସିଂହ

c)

କିଶାନ ରେଡି

d)

ନିର୍ମାଳା ସୀତାରମଣ

61.

ବର୍ତ୍ତମାନ ଆମ ଦେଶର ରାଷ୍ଟ୍ରପତିଙ୍କ ନାମ କ'ଣ?

a)

ପ୍ରଣବ ମୁଖାର୍ଜୀ

b)

ଅମିତ ଶାହ

c)

ରାମନାଥ କୋବିନ୍ଦ

d)

ନରେନ୍ଦ୍ର ମୋଦି

62.

ଆମ ଦେଶକୁ ଘେରି କେତୋଟି ସାଗର ରହିଛି ?

a)

2

b)

3

c)

4

d)

5

63.

ପୃଥିବୀର ସବୁଠାରୁ ବୃହତ ମହାଦେଶର ନାମ କ'ଣ?

a)

ଅଷ୍ଟ୍ରେଲିଆ

b)

ଏସିଆ

c)

ଆଫ୍ରିକା

d)

ଉତ୍ତର ଆମେରିକା

64.

ସୂର୍ଯ୍ୟଙ୍କ ନିକଟତ୍ତମ ଗ୍ରହର ନାମ କ'ଣ?

a)

ମଙ୍ଗଳ

b)

ପୃଥିବୀ

c)

ବୁଧ

d)

ଶୁକ୍ର

65.

ସୌରମଣ୍ଡଳର ବୃହତ୍ତମ ଗ୍ରହର ନାମ କଣ ?

a)

ପୃଥିବୀ

b)

ବୁଧ

c)

ବୃହସ୍ପତି

d)

ଶନି

66.

ଆମ ସୌରମଣ୍ଡଳରେ କେତୋଟି ଗ୍ରହ ରହିଛି ?

a)

5

b)

8

c)

9

d)

10

67.

ବର୍ତ୍ତମାନ ଓଡିଶାର ସ୍ଵଚ୍ଛ ସହର କେଉଁଟି ?

a)

ଭୁବନେଶ୍ଵର

b)

ରାଉରକେଲା

c)

ବ୍ରହ୍ମପୁର

d)

କଟକ

68.

ଓଡିଶାରେ କେତୋଟି ଡ୍ୟାମ ରହିଛି ?

a)

5

b)

6

c)

7

d)

8

69.

ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ଥିଲେ ?

a)

ବିଜୁ ପଟ୍ଟନାୟକ

b)

ବିରେନ ମିଶ୍ର

c)

ହରେକୃଷ୍ଣ ମହତାବ

d)

ଗୋପବନ୍ଧୁ

70.

ଓଡିଶାର ଲୋକସଭା ଆସନ କେତୋଟି ?

a)

20

b)

21

c)

147

d)

10

71.

ରେଡିଓର ଉଦ୍ଭାବକ କିଏ ଅଟନ୍ତି ?

a)

ଗାଲିଲିଓ

b)

ଆଇନଷ୍ଟାଇନ

c)

ମାର୍କୋନୀ

d)

ଅବଦୁଲ କାଲାମ

72.

ଗୌତମ ବୁଦ୍ଧଙ୍କ ପୂର୍ବ ନାମ କଣ ଥିଲା ?

a)

ସିଦ୍ଧାର୍ଥ

b)

ଚନ୍ଦ୍ରଗୁପ୍ତ

c)

ଋଷଭ

d)

ମହାବୀର

73.

ଗୌତମ ବୁଦ୍ଧ କେଉଁ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ ?

a)

ଭାରତ

b)

ନେପାଳ

c)

ଚୀନ

d)

ଭୁଟାନ

74.

IPL-2020 କେଉଁ ସ୍ଥାନରେ ଅନୁଷ୍ଠିତ ହେବାକୁ ଯାଉଛି ?

a)

India

b)

UAE

c)

ବ୍ରାଜିଲ

d)

ଜାପାନ

75.

କେଉଁ କ୍ରିକେଟ ଖେଳାଳି 'କ୍ରିଡା ରତ୍ନ-2020' ପାଇବାକୁ ଯାଉଛନ୍ତି ?

a)

ବିରାଟ କୋହଲି

b)

ରୋହିତ ଶର୍ମା

c)

ଶିଖର ଧାବଲ

d)

ଯଶପ୍ରୀତ ବୁମରା

76.

ପୁଲବାମା Attack କେବେ ହୋଇଥିଲା ?

a)

2019 ଫେବ୍ରୁୟାରୀ 13

b)

2019 ଫେବ୍ରୁୟାରୀ 14

c)

2019 ଫେବ୍ରୁୟାରୀ 15

d)

2019 ଫେବ୍ରୁୟାରୀ 16

77.

ସୌରଜଗତର ଦ୍ଵିତୀୟ ବୃହତ ଗ୍ରହର ନାମ କଣ

a)

ପୃଥିବୀ

b)

ବୃହସ୍ପତି

c)

ଶନି

d)

ବୁଧ

78.

ସବୁଜ ଗ୍ରହ କାହାକୁ କୁହାଯାଏ ?

a)

ଉରେନସ

b)

ନେଉପ୍ଚୁନ

c)

ଶନି

d)

ପୃଥିବୀ

79.

ବୃହସ୍ପତି ଗ୍ରହର ଉପଗ୍ରହ ସଂଖ୍ୟା କେତେ ?

a)

69

b)

59

c)

79

d)

89

80.

କେଉଁ ଗ୍ରହର ଅନ୍ୟ ନାମ 'ଲାଲ ଗ୍ରହ ' ଅଟେ ?

a)

ମଙ୍ଗଳ

b)

ପୃଥିବୀ

c)

ଶନି

d)

ବୁଧ

81.

ଫୁଟବଲ ଟିମର ଖେଳାଳି ସଂଖ୍ୟା କେତେ ?

a)

6

b)

7

c)

11

d)

13

82.

ଅଷ୍ଟ୍ରେଲିଆର ଜାତୀୟ ଖେଳ କଣ ଅଟେ ?

a)

ଫୁଟବଲ

b)

କ୍ରିକେଟ

c)

ହକି

d)

ଭଲିବଲ

83.

ଅଷ୍ଟ୍ରେଲିଆର ଜାତୀୟ ପଶୁ କଣ ?

a)

ବାଘ

b)

କଙ୍ଗାରୁ

c)

କୋଏଳା

d)

ଡ଼ିଙ୍ଗୋ

84.

ବିହୁ ନୃତ୍ୟ କେଉଁ ରାଜ୍ୟର ପ୍ରସିଦ୍ଧ ନୃତ୍ୟ ଅଟେ ?

a)

ବିହାର

b)

ମଧ୍ୟପ୍ରଦେଶ

c)

ଆସାମ

d)

ସିକିମ

85.

ଘୁମର ନୃତ୍ୟ କେଉଁ ରାଜ୍ୟର ପ୍ରସିଦ୍ଧନୃତ୍ୟ ଅଟେ ?

a)

ଉତ୍ତରାଞ୍ଚଳ ପ୍ରଦେଶ

b)

ମଧ୍ୟପ୍ରଦେଶ

c)

ରାଜସ୍ଥାନ

d)

ବିହାର

86.

ଆସାମ ରାଜ୍ୟର ରାଜଧାନୀ କଣ ?

a)

ଯୋଧପୁର

b)

ଦିସପୁର

c)

ପାଟଣା

d)

ରାଞ୍ଚି

87.

2020ରେ ଭାରତରେ ଶିକ୍ଷାକ୍ଷେତ୍ରରେ ହୋଇଥିବା ନୂତନ ପ୍ରୟାସଟି କଣ ?

a)

National Education Policy 2020

b)

MHRD

c)

Education Forum 2020

d)

ସୁବ୍ରମନିଆନ ପଲିସି

88.

ସ୍ଵାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି କିଏ ଥିଲେ ?

a)

ରାଜେନ୍ଦ୍ର ପ୍ରସାଦ

b)

ସୁବାସବୋଷ

c)

ଜବାହାରଲାଲ ନେହୁରୁ

d)

ମହାତ୍ମା ଗାନ୍ଧୀ

89.

ଓଡିଶାର ପ୍ରଥମ ଚଳଚିତ୍ରର ନାମ କଣ ?

a)

ରାଜା ହରିଶଚନ୍ଦ୍ର

b)

ସୀତା ବିଭାହ

c)

ସୁନାପଞ୍ଜୁରି

d)

କଳକୀ ଅବତାର

90.

'ମହାଭାରତ' ର ରଚୟତା କିଏ ?

a)

ବ୍ୟାସଦେବ

b)

କାଳିଦାସ

c)

ବାଲ୍ମୀକି

d)

ଜଗନାଥ ଦାସ

91.

'ଛବିଳ ମଧୁବର୍ଣ୍ଣବୋଧ' ର ରଚୟତା କିଏ ?

a)

ଗୋପବନ୍ଧୁ ଦାସ

b)

ମଧୁସୁଦନ ଦାସ

c)

ମଧୁସୂଦନ ରାଓ

d)

ନୀଳକଣ୍ଠ

92.

ଶ୍ରମିକ ଦିବସ କେଉଁ ତାରିଖରେ ପାଳନ କରାଯାଏ ?

a)

May 1

b)

August 2

c)

May 14

d)

June14

93.

ଚଳିତ ବର୍ଷ ଓଡିଶାର ଦଶମ ଶ୍ରେଣୀ ପରୀକ୍ଷାର ପାସହାର କେତେ ଥିଲା ?

a)

75

b)

79

c)

89

d)

90

94.

ପ୍ରତିବର୍ଷ ଗୁରୁଦିବସ କେଉଁଦିନ ପାଳନ କରାଯାଏ ?

a)

ସେପ୍ଟେମ୍ବର 1

b)

ସେପ୍ଟେମ୍ବର 5

c)

ଅଗଷ୍ଟ 15

d)

ଅଗଷ୍ଟ 28

95.

ଓଡିଶାର ପୂର୍ବତ୍ତମ ରାଜଧାନୀର ନାମ କଣ ?

a)

କଟକ

b)

ପୁରୀ

c)

ବ୍ରହ୍ମପୁର

d)

ଯାଜପୁର

96.

ବରୁଣେଇ ପାହାଡ କେଉଁ ଜିଲ୍ଲାରେ ଅବସ୍ଥିତ ?

a)

ଗଞ୍ଜାମ

b)

ପୁରୀ

c)

ଖୋର୍ଦ୍ଧା

d)

କଟକ

97.

'ସୈନିକ ଦିବସ' କେଉଁ ତାରିଖରେ ପଡେ ?

a)

ଜାନୁଆରୀ 10

b)

ଜାନୁଆରୀ 15

c)

ମାର୍ଚ 10

d)

ମାର୍ଚ 15

98.

ଜାତୀୟ ବିଜ୍ଞାନ ଦିବସ କେଉଁ ତାରିଖରେ ପାଳନ କରାଯାଏ ?

a)

ଫେବୃଆରି 14

b)

ଫେବୃଆରି 28

c)

ମାର୍ଚ 14

d)

ମାର୍ଚ 28

99.

ଟମାଟୋ ରେ କେଉଁ ଅମ୍ଳ ଥାଏ?

a)

ଲାକଟିକ ଅମ୍ଳ

b)

ସାଇଟ୍ରିକ ଅମ୍ଳ

c)

ଟରଟରୀକ ଅମ୍ଳ

d)

ମାଲିକ ଅମ୍ଳ

100.

CHATSHALA କେବେ ପ୍ରତିଷ୍ଠା କରଯାଇଥିଲା ?

a)

2018

b)

2019

c)

2020

d)

2017