Wayground logo

Free Printable Worksheets

Font size

S
M
L
XL
Worksheets

Number Names Game

Total questions: 10

Worksheet time: 3mins

Name
Class
Date
1.

୧. ସଂଖ୍ୟାଟି ୭ , ନାମଟି ତାହାର ________

a)

ଶାତ

b)

ସତର

c)

ଷାତ

d)

ସାତ

2.

୨. ସଂଖ୍ୟାଟି ୧୯, କୁହଟି ତାହାର ନାମ ପିଲାଏ __________

a)

ଅଣତିରିଶି

b)

ଅଣଚାଶ

c)

ଉଣେଇଶ

d)

ଊଣେଇଶ

3.

୩. ନାମ କୁହ ସଂଖ୍ୟାଟି ହେଉଛି ୩୭ __________

a)

ସତଚାଳିଶି

b)

ସଇଁତିରିଶି

c)

ଛତିଶି

d)

ସତେଇଶି

4.

୪. ନାମଟି କୁହ ସଂଖ୍ୟା ୧୬ ର _________

a)

ଷୋହଳ

b)

ଛବିଶି

c)

ଶୋହଳ

d)

ଷୋହୋଳ

5.

୫. ୧୦, ______ , ୩୦ , ________

a)

୧୦, ୨୦

b)

୨୦, ୩୦

c)

୨୦, ୪୦

d)

୧୧, ୨୨

6.

୬. ସଂଖ୍ୟାଟି ୩୯, ନାମ କୁହ ତାହାର __________

a)

ଅଣତିରିଶି

b)

ଅଠତିରିଶି

c)

ଅଣଚାଳିଶି

d)

ଉଣେଇଶ

7.

୭. ୨୭ ସଂଖ୍ୟାଟିର ନାମ କୁହ I

a)

ପଚିଶି

b)

ସତେଇଶି

c)

ଛବିଶି

d)

ଛତିଶି

8.

୮. ୫ + ୪ = _______

a)

୯

b)

୧୦

c)

୮

d)

୭

9.

୯. ୧୧ + ୭ = __________

a)

୧୩

b)

୧୯

c)

୧୮

d)

୧୪

10.

୧୦. ୩୩ ସଂଖ୍ୟାଟିର ନାମ କୁହ ପିଲାଏ I

a)

ବତିଶି

b)

ସଇଁତିରିଶି

c)

ସତତିରିଶି

d)

ତେତିଶି