wayground logo

Free Printable Worksheets

Font size

S
M
L
XL
Worksheets

Math Quizz

Total questions: 10

Worksheet time: 5mins

Name
Class
Date
1.

ତ୍ରିଭୁଜ ର କେତୋଟି ବାହୁ ଅଛି

a)

3

b)

4

c)

2

2.

ତ୍ରିଭୁଜ ର କେତୋଟି ଶୀର୍ଷ ବିନ୍ଦୁ ଅଛି

a)

2

b)

4

c)

3

3.

ତ୍ରିଭୁଜ ର କେତୋଟି କୋଣ ଅଛି

a)

3

b)

2

c)

4

4.

ସରଳ ରେଖା ର କଣ ନ ଥାଏ

a)

କୋଣ

b)

ଆରମ୍ଭ ବିନ୍ଦୁ ଶେଷ ବିନ୍ଦୁ

c)

ଶୀର୍ଷ ବିନ୍ଦୁ

5.

ଚାରୁର୍ଭୁଜ ର କେତୋଟି ବାହୁ ଅଛି

a)

2

b)

3

c)

4

6.

ଚାରୁର୍ଭୁଜ ରେ କେତୋଟି କୋଣ ଅଛି

a)

3

b)

2

c)

4

7.

ଚତୁର୍ଭୁଜା ର କେତୋଟି ଶୀର୍ଷ ବିନ୍ଦୁ ଅଛି

a)

3

b)

4

c)

2

8.

ଦୁଇ ଟି ସରଳ ରେଖା ପରସ୍ପର କୁ କେତୋଟି ବିନ୍ଦୁ ରେ ଛେଦ କରିବେ

a)

ଏକ

b)

ଅସଂଖ୍ୟ

c)

ଦୁଇ

9.

ପଞ୍ଚଭୂଜ ର କେତୋଟି ବାହୁ ଅଛି

a)

5

b)

4

c)

3

10.

ଷଡ଼ଭୁଜ ର କେତୋଟି ବାହୁ ଅଛି

a)

5

b)

6

c)

4