wayground logo

Free Printable Worksheets

Font size

S
M
L
XL
Worksheets

Quiz-III[Science-X]

Total questions: 50

Worksheet time: 50mins

Name
Class
Date
1.

ସବୁଜ ପତ୍ରର ପୃଷ୍ଟରେ ଥିବା ଛୋଟ ଛୋଟ ରନ୍ଧ୍ରକୁ କଣ କୁହାଯାଏ ?

a)

kloroplaast

b)

stoma

c)

ଥାଇଲାkaed

d)

patra

2.

ସବୁଜପତ୍ରର ଅନ୍ତଃଗଠନ କେତୋଟି ଟିସୁକୁ ନେଇ ଗଠିତ ?

a)

1

b)

3

c)

5

d)

2

3.

ଏଥିମଧ୍ୟରୁ କେଉଁ ଟିସୁରେ କ୍ଳୋରୋପ୍ଲାଷ୍ଟ ରହିଥାଏ ?

a)

ଜାଇଲେମ ଟିସୁ

b)

ଫ୍ଲୋଏମ ଟିସୁ

c)

ଜୈବ ବିବିଧିତା ସୁରକ୍ଷା

d)

ସ୍ପଞ୍ଜିପାରେନକାଏମା ଟିସୁ

4.

କ୍ଳୋରୋପ୍ଲାଷ୍ଟରେ ଥିବା ରସ କୁ କଣ କୁହାଯାଏ ?

a)

ଗ୍ରାନା

b)

ମାଟ୍ରିକ୍ସ

c)

କ୍ରିଷ୍ଟା

d)

ଷ୍ଟ୍ରୋମା

5.

ଷ୍ଟ୍ରୋମାରସରେ ଭାସମାନ ଅବସ୍ଥାରେ ଥିବା ପଦାର୍ଥକୁ କଣ କୁହାଯାଏ ?

a)

ପୋଷକ

b)

ଥାଇଲାକଏଡ

c)

ଗ୍ରାନା

d)

କୋଷ

6.

ଥାଇଲାକୋଏଡରେ ଥିବା ଥାକକୁ କଣ କୁହାଯାଏ ?

a)

ପ୍ରୋଟିନ

b)

ଲିପିଡ଼

c)

ଷ୍ଟ୍ରୋମା

d)

ଗ୍ରାନା

7.

ଥାଇଲାକୋଏଡର ଭିତର ସ୍ଥାନକୁ କଣ କୁହାଯାଏ ?

a)

ସବୁଜକଣିକା

b)

ଲୁମେନ

c)

ଷ୍ଟ୍ରୋମା

d)

କ୍ରିଷ୍ଠା

8.

ଆଲୋକଶ୍ଲେସନ ସଂସ୍ଥା କାହାକୁ କୁହାଯାଏ ?

a)

ଗଠନଯୁକ୍ତ ଥାଇଲାକୋଏଡ ଓ କ୍ଳୋରୋପ୍ଲାଷ୍ଟ

b)

ଅଙ୍ଗାରକାମ୍ଳ

c)

ପତ୍ର

d)

ଚେର ଓ ପତ୍ର

9.

ଆଲୋକଶ୍ଲେସଣ ପ୍ରକ୍ରିୟା କେତୋଟି ସହ ପ୍ରକ୍ରିୟା କୁ ନେଇ ଗଠିତ ?

a)

1

b)

2

c)

3

d)

4

10.

ଆଲୋକଶ୍ଲେସନର ପ୍ରଥମ ସିଦ୍ଧାନ୍ତକୁ କେଉଁ ବୈଜ୍ଞାନିକ ଜଣାଇଥିଲେ ?

a)

ମେଳଭିନ କେଲଭିନ

b)

ବ୍ଲାକମ୍ୟାନ

c)

ରବର୍ଟ ହୁକ

d)

ଆଇଂଷ୍ଟାଇନ

11.

ଏଥି ମଧ୍ୟରୁ କେଉଁ ପ୍ରକ୍ରିୟାରେ ଆଲୋକର ଆବଶ୍ୟକତା ନାହି ?

a)

ଜୈବରାସାଯନିକ ପ୍ରତିକ୍ରିୟା

b)

ଭୌତିକ ପ୍ରକ୍ରିୟା

c)

ଅନ୍ଧକାର ପ୍ରକ୍ରିୟା

d)

ଆଲୋକଶ୍ଲେସନ ପ୍ରକ୍ରିୟା

12.

ଶର୍କରା ପ୍ରସ୍ତୁତ କରିବା ପାଇଁ କେତୋଟି ଅଙ୍ଗାରକାମ୍ଳ ଆବଶ୍ୟକ ?

a)

11

b)

12

c)

5

d)

6

13.

କ୍ଳୋରୋଫିଲ ମାନଙ୍କଦ୍ଵାରା ଆଲୋକଶକ୍ତିକୁ ସ୍ଥାନାନ୍ତରିତ ହୋଇ ପରିଶେଷରେ କେଉଁଟି ପହଞ୍ଚିଥାଏ ?

a)

P450P_{450}

b)

P300P_{300}

c)

P700P_{700}

14.

P700 ରୁ ନିର୍ଗତ ଇଲେକ୍ଟ୍ରୋନ କେଉଁ ସହକାରକ ଗ୍ରହଣ କରିଥାଏ ?

a)

NADP+

b)

ATP

c)

FAD+

d)

ପ୍ରୋଟିନ

15.

NADP+ ସହକାରକ ଅଣୁ ଇଲେକଟ୍ରନକୁ ଗ୍ରହଣ କରି କେଉଁଥିରେ ପରିଣତ ହୋଇଥାଏ ?

a)

NAD

b)

NADPH

c)

FAD+

d)

ପ୍ରୋଟିନ

16.

P700 କ୍ଳୋରୋଫିଲରେ ଇଲେକ୍ଟ୍ରୋନର ଶୂନ୍ୟତାକୁ ଭରଣା କରିବା ପାଇଁ ଇଲେକ୍ଟ୍ରୋନ କେଉଁଠୁ ଆସିଥାଏ ?

a)

ପତ୍ର

b)

ଜଳ

c)

ATP

d)

P680

17.

P680 କ୍ଳୋରୋଫିଲ ପାଖକୁ ଇଲେକ୍ଟ୍ରୋନ କେଉଁଠୁ ଆସିଥାଏ ?

a)

ଜଳର ବିଘଟନ

b)

ଆଲୋକ ରଶ୍ମୀ

c)

NADPH

d)

କୌଣସିଟି ବି ନୁହଁ

18.

ଥାଇଲାକୋଏଡ ଝିଲ୍ଲୀରେ ଇଲେକ୍ଟ୍ରୋନର ଚଳନଯୋଗୁଁ ପ୍ରୋଟିନ ସବୁ କେଉଁଟି ଜମା ହୁଅନ୍ତି ?

a)

ଷ୍ଟ୍ରୋମା

b)

ଲୁମେନ

c)

କ୍ଳୋରୋପ୍ଲାଷ୍ଟ

d)

ପତ୍ର

19.

ADP ଅଣୁରେ କେତୋଟି ଫସଫେଟ ଅଣୁ ରହିଥାଏ ?

a)

2

b)

3

c)

4

d)

5

20.

ଲୁମେନରେ ପ୍ରୋଟିନ ଜମା ହେବ ଫଳରେ ସୃଷ୍ଟି ଏକ ପ୍ରକାରର ବଳଦ୍ଵାରା ADPକେଉଁଥିରେ ପରିଣତ ହୋଇଥାଏ ?

a)

NADPH

b)

ATP

c)

FAD+

d)

NADP+

21.

ଆଲୋକଶ୍ଲେସନ ଶକ୍ତି କାହାକୁ କୁହାଯାଏ ?

a)

FAD+FADH

b)

NAD+NADH

c)

RUBP

d)

ATP+NADPH

22.

ଅଙ୍ଗାରକାମ୍ଳ ଗ୍ୟାସପତ୍ର ମଧ୍ୟକୁ କେଉଁ ପ୍ରକ୍ରିୟା ମାଧ୍ୟମରେ ଗତି କରିଥାଏ ?

a)

ବିସରଣ

b)

ପାରସୃତି

c)

ମିଶ୍ରଣ

d)

ଭୌତିକ ପ୍ରକ୍ରିୟା

23.

ଷ୍ଟ୍ରୋମାରସ ରେ ଥିବା ଗ୍ରାହକ ଅଣୁର ନାମ କଣ ?

a)

ରୁବିସ୍କୋ

b)

RUBP

c)

ବିସରଣ

d)

ଜଳ

24.

ଅନ୍ଧକାର ପ୍ରକ୍ରିୟାରେ ଭାଗନେଉଥିବା ଗୁରୁତ୍ଵପୂର୍ଣ୍ଣ ଏନଯାଇମ ର ନାମ କଣ ?

a)

ATP ଶିନ୍ତ୍ରେଜ

b)

RuBP

c)

କାର୍ବୋକ୍ସିଲେଜ ଏନଯାଇମ

d)

ରୁବିସ୍କୋ

25.

ଅନ୍ଧକାରପ୍ରକ୍ରିୟାକୁ ମେଳଭିନକେଲଭିନ ଆବିଷ୍କାର କରିଥିବାରୁ ଏହାର ଅନ୍ୟନାମ କଣ ?

a)

କେଲଭିନ ଚକ୍ର

b)

ଆଲୋକପ୍ରକ୍ରିୟା

c)

ମେଳଭିନ ଚକ୍ର

d)

ରସାୟଶ୍ଲେସନ ପ୍ରକ୍ରିୟା

26.

ସିଲଭର କ୍ଳୋରାଇଡ କାହାର ଉପସ୍ଥିତିରେ ଧଳାରଙ୍ଗରୁ ଧୂସର ରଙ୍ଗରେ ପରିଣତ ହୋଇଥାଏ ?

a)

ଜଳ

b)

ବାୟୁ

c)

ସୂର୍ଯାଲୋକ

d)

ଅମ୍ଳ

27.

ଲେଡ ନାଇଟ୍ରେଟକୁ ଗରମ କଲେ କେଉଁ ଧୂମଟି ନିର୍ଗତ ହୋଇଥାଏ ?

a)

ଅଙ୍ଗାରକାମ୍ଳ

b)

ନାଇତ୍ରୋଜେନ ଡାଇଅକସାଇଡ

c)

ସଲଫର ଡାଇଅକସାଇଡ

d)

ଉଦଜାନ

28.

କେଉଁ ରାସାୟନିକପଦାର୍ଥକୁ କଳା ଧଳା ଫୋଟୋଗ୍ରାଫି ପାଇଁ ବ୍ୟବହାର କରାଯାଏ ?

a)

AgCl

b)

CuCl

c)

AgBr

d)

FeO

29.

CaO ଜଳ ସହ ତୀବ୍ର ପ୍ରତିକ୍ରିୟା କରି କଣ ସୃଷ୍ଟି କରିଥାଏ ?

a)

ଶମିତ ଚୂନ

b)

କଲିଚୁନ

c)

କାର୍ବୋନିକ ଅମ୍ଳ

d)

ଧୋଇବା ସୋଡା

30.

ରାସାୟନିକ ପ୍ରତିକ୍ରିୟାରେ ଧାତୁର ଧୀରେ ଧୀରେ କ୍ଷୟ ହେବା ପ୍ରକ୍ରିୟାକୁ କଣ କୁହାଯାଏ ?

a)

ଶଢାଅବସ୍ଥା

b)

ବିସ୍ଥାପନ

c)

ସଂକ୍ଷାରଣ

d)

ଜାରଣ

31.

ମାର୍ବଲର ରାସାୟନିକ ସଙ୍କେତ କଣ ?

a)

CaO

b)

AgCl

c)

CaCO

d)

CaCO3CaCO_3

32.

ଅବକ୍ଷପଣ ପ୍ରତିକ୍ରିୟାର ଅନ୍ୟନାମ କଣ ?

a)

ବିସ୍ଥାପନ

b)

ଦ୍ଵେତ-ବିସ୍ଥାପନ

c)

ଜାରଣ

d)

ବିଜାରଣ

33.

କଳଙ୍କିର ରାସାୟନିକ ନାମ କଣ ?

a)

ମ୍ୟାଗ୍ନେସିୟମ ଅକସାଇଡ

b)

ସିଲଭର ଅକସାଇଡ

c)

ଆଇରନ ଅକସାଇଡ

d)

କ୍ୟାଲସିୟମ ଅକସାଇଡ

34.

 Na2SO4+BaCl2BaSO4+2NaClNa_2SO_4+BaCl_2\rightarrow BaSO_4+2NaCl  ଏହି ସମୀକରଣ କି ପ୍ରକାରର ପ୍ରତିକ୍ରିୟାସୁଚିତ କରେ ?

a)

ଦ୍ଵେତ-ବିସ୍ଥାପନ ପ୍ରତିକ୍ରିୟା 

b)

ବିସ୍ଥାପନ ପ୍ରତିକ୍ରିୟା 

c)

ଜାରଣ 

d)

ବିଜାରଣ 

35.

ରାସାୟନିକ ପ୍ରତିକ୍ରିୟାରେ ଗ୍ୟାସ ନିର୍ଗମନ କୁ କିପରି ସୂଚିତ କରାଯାଏ ?

a)


\rightarrow

b)

\leftarrow

c)

\leftrightarrow

d)

\uparrow

36.

ଚିପ୍ସ ଉତ୍ପାଦନ କାରୀ ମାନେ ବିଜାରଣକୁ ପ୍ରତିହତ କରିବା ପାଇଁ କେଉଁ ଗ୍ୟାସକୁ ପ୍ରତିଜାରକ ଭାବେ ବ୍ୟବହାର କରନ୍ତି ?

a)

ଅମ୍ଳଜାନ

b)

ନାଇତ୍ରୋଜେନ

c)

ଅଙ୍ଗାରକାମ୍ଳ

d)

ହିଲିୟମ

37.

ଫେରସ ସଲଫେଟ ସ୍ପଟିକରେ କେତୋଟି ଜଳ ଅଣୁ ରହିଥାଏ ?

a)

7

b)

2

c)

3

d)

5

38.

ଗୋଟିଏ ଲୁହା କଣ୍ଟାକୁ କେଉଁଦ୍ରବଣରେ କିଛି ସମୟ ବୁଡାଇରଖିଲେ ଦ୍ରବଣର ବର୍ଣ୍ଣ ସବୁଜହୁଏ ?

a)

କପର କ୍ଳୋରାଇଡ

b)

କପର କାର୍ବୋନେଟ

c)

ସଲଫର ଡାଇଆକ୍ସାଇଡ

d)

କପର ସଲଫେଟ

39.

ଖାଦ୍ୟଦୂଷିତ ହେବା ଏକ ରାସାୟନିକ ପ୍ରକ୍ରିୟା ଅଟେ ।

a)

TRUE

b)

FALSE

40.

କପର ସଲଫେଟ ଦ୍ରବଣର ରଙ୍ଗ କିପରି ଥାଏ?

a)

ବାଦାମି

b)

ନୀଳ

c)

ଲାଲ

d)

ହଳଦିଆ

41.

ରହଣିଆ ଗନ୍ଧ ବାହାରିବା କେଉଁ ପ୍ରତିକ୍ରିୟା ଅନ୍ତର୍ଗତ ?

a)

ବିଜାରଣ

b)

ବିସ୍ଥାପନ

c)

ଜାରଣ

d)

ସଂଶ୍ଳେଷଣ

42.

 NO2NO_2  ଗ୍ୟାସ ର ରଙ୍ଗ କିପରି?

a)

ନୀଳ 

b)

କଳା 

c)

ବାଦାମି 

d)

ଧଳା 

43.

ଖାଇବା ସୋଡାର ରାସାୟନିକ ସଙ୍କେତ କଣ ?

a)

NaHCO3NaHCO_3

b)

CaCO3CaCO_3

c)

Na2CO3Na_2CO_3

d)

NaCl

44.

କେଉଁ ପ୍ରତିକ୍ରିୟା ଅଦ୍ରାବଦ୍ରବଣ ସୃଷ୍ଟି କରେ ?

a)

ଅବକ୍ଷେପଣ ପ୍ରତିକ୍ରିୟା

b)

ବିଜାରଣ ପ୍ରତିକ୍ରିୟା

c)

ଜାରଣ ପ୍ରତିକ୍ରିୟା

d)

ବିଶ୍ଳେଷଣ ପ୍ରତିକ୍ରିୟା

45.

ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଏକ ପଦାର୍ଥ ଅମ୍ଳଜାନ ଲାଭ କରେ କିମ୍ବା ଉଦଜାନ ତ୍ୟାଗ କରେ, ତାକୁ କଣ କୁହାଯାଏ ?

a)

ଜାରଣ

b)

ବିଜାରଣ

c)

ଜାରଣ-ବିଜାରଣ

d)

ବିସ୍ଥାପନ

46.

ରାସାୟନିକ ପ୍ରତିକ୍ରିୟାରୁ ଉତ୍ପନ ଅଦ୍ରବନୀୟ ପଦାର୍ଥକୁ କଣ କୁହାଯାଏ ?

a)

ଅବକ୍ଷେପ

b)

ମଣ୍ଡଦ

c)

ଗ୍ୟାସ

d)

କଠିନ ପଦାର୍ଥ

47.

ଯେଉଁରାସାୟନିକ ପ୍ରତିକ୍ରିୟାରେ ପ୍ରତିକାରକ ମଧ୍ୟରେ ଆୟନର ବିନିମୟ ଘଟିଥାଏ, ତାକୁ କଣ କୁହାଯାଏ ?

a)

ଦ୍ଵେତ ବିସ୍ଥାପନ

b)

ବିସ୍ଥାପନ

c)

ଜାରଣ

d)

ସଂଶ୍ଳେଷଣ

48.

ଜାରଣକୁ ନିରୋଧ କରୁଥିବା ପଦାର୍ଥକୁ କଣ କୁହାଯାଏ ?

a)

ବିଜାରକ

b)

ଜାରକ

c)

ପ୍ରତିଅମ୍ଳ

d)

ଅବକ୍ଷେପ

49.

ନିମ୍ନଲିଖିତ କେଉଁ ଧାତୁ କପର ଯୌଗିକରୁ କପର ଅପସାରଣ କରିପାରେ ?

a)

Zn

b)

Mg

c)

Fe

d)

Ag

50.

ଲେଡନାଇଟ୍ରେଟ ସାଧାରଣତଃ କେଉଁ ଅବସ୍ଥାରେ ଥାଏ?

a)

ତରଳ

b)

କଠିନ

c)

ଅର୍ଦ୍ଧ-ତରଳ

d)

ଗ୍ୟାସୀୟ