Worksheetsବିଜ୍ଞାନ(ଜୀବ ବିଜ୍ଞାନ ଓ ଭୌତିକ ବିଜ୍ଞାନ)- series II
Total questions: 50
Worksheet time: 50mins
ଶରୀର ଗଠନ ପାଇଁ ଆବଶ୍ୟକ ହେଉଥିବା ଲୌହ , କ୍ୟାଲସିୟମ , ଆୟୋଡିନ , ଫସଫରସ ଇତ୍ୟାଦି କେଉଁ ଖାଦ୍ୟସାରର ଅନ୍ତର୍ଭୁକ୍ତ?
ପୃଷ୍ଟିସାର
ଭିଟାମିନ
ଜଳ
ଧାତୁସାର
ଲୋହିତ ରକ୍ତ କଣିକାରେ ଥିବା କଣିକାର ନାମ କଣ ?
ସବୁଜ କଣିକା
ପ୍ରୋଟିନ
ପ୍ଲାଜମା
ହିମୋଗ୍ଲୋବିନ
ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କେଉଁ ଧାତୁସାର ବଢେଇଥାଏ ?
ଜଳ
ଧାତୁସର
ଭିଟାମିନ
ମଣ୍ଡଦ
ଆୟନ ସନ୍ତୁଳନ ରକ୍ଷା କରିବାରେ କେଉଁ ଖାଦ୍ୟସାରର ପ୍ରମୁଖ ଭୂମିକା ରହିଛି ?
ଶ୍ଵେତସାର
ଭିଟାମିନ
ଧାତୁସାର
ଜଳ
ଆମ ଶରୀରର କୋଷ ଜୀବକରେ ପ୍ରାୟ କେତେ ପ୍ରତିଶତ ଜଳ ଥାଏ?
50-60
60-70
70-90
90-100
ଆମ ଶରୀରର ଜଳ କ୍ଷୟ କୁ ଭରଣା କରିବା ପାଇଁ ଦିନ କୁ ପ୍ରାୟ କେତେ ଲିଟର ପାଣି ପିଇବା ଆବଶ୍ୟକ ?
2-3
3-4
4-5
4-6
ଯେଉଁ ଜୀବ ମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିପାରନ୍ତି , ଅନ୍ୟ ଉପରେ ନିର୍ଭର କରନ୍ତି ନାହିଁ , ସେମାନଙ୍କୁ କଣ କୁହାଯାଏ ?
ପରଭୋଜୀ
ମୃତୋପଜୀବୀ
ସ୍ଵଭୋଜୀ
ଶାକାହାରୀ
ଏଥିମଧ୍ୟରୁ କେଉଟି ଏକ ସ୍ଵଭୋଜୀ ଅଟେ ?
ପ୍ଲାଜମୋଡିୟମ
ନୀଳହରିତ ଶୈବାଳ
କବକ
ରାଇଜୋବିୟମ ବାକ୍ଟେରିଆ
ସବୁଜ ଉଦ୍ଭିଦ ମାନଙ୍କର ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟା କୁ କଣ କୁହାଯାଏ ?
ରସାୟଶ୍ଲେଷଣ
ଜୈବ ରାସାୟନିକ ପ୍ରକ୍ରିୟା
ଆଲୋକଶ୍ଲେଷଣ
ଭୌତିକ ପ୍ରକ୍ରିୟା
ଏଥିମଧ୍ୟରୁ କେଉଁ ସ୍ଵଭୋଜୀ ଟି ରସାୟଶ୍ଲେଷଣ କରିଥାଏ ?
ରାଇଜୋବିୟମ ବାକ୍ଟେରିଆ
ପ୍ଲାଜମୋଡିୟମ
ଉଦ୍ଭିଦ
ଗନ୍ଧକବାକ୍ଟେରିଆ
ରସାୟଶ୍ଲେଷଣ ଏକ କେଉଁ ପ୍ରକ୍ରିୟା ?
ଜୈବ ପ୍ରକ୍ରିୟା
ଜୈବ ରାସାୟନିକ ପ୍ରକ୍ରିୟା
ଅଜୈବ ରାସାୟନିକ ପ୍ରକ୍ରିୟା
ଭୌତିକପ୍ରକ୍ରିୟା
ଗନ୍ଧକ ବ୍ୟାକ୍ଟେରିଆ , ରସାୟଶ୍ଲେଷଣ ପ୍ରକ୍ରିୟା ରେ କଣ ପ୍ରସ୍ତୁତ କରିଥାଏ ?
ନାଇଟ୍ରେଟ
ଅମୋନିଆ
ଗନ୍ଧକ
ହାଇଡ୍ରୋଜେନ ସଲଫାଇଡ଼
ଯେଉଁ ଜୀବ ମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିପାରନ୍ତି ନାହିଁ, ଅନ୍ୟ ଉପରେ ନିର୍ଭର କରନ୍ତି ସେମାନଙ୍କୁ କଣ କୁହାଯାଏ ?
ସ୍ଵଭୋଜୀ ପୋଷଣ
ସ୍ଵଭୋଜୀ
ପରଭୋଜୀ
ସବୁଜ ଉଦ୍ଭିଦ
ଖାଦ୍ୟ ଗ୍ରହଣ , ପରିପାକ , ଅବଶୋଷଣ ଓ ଆତ୍ମିକରଣ ଇତ୍ୟାଦି କେଉଁ ପୋଷଣ ପ୍ରକ୍ରିୟା ର ଅନ୍ତର୍ଗତ ଅଟେ ?
ପରଜୀବୀୟ ପୋଷଣ
ସହଜୀବୀୟ ପୋଷଣ
ମୃତୋପଜୀବୀୟ ପୋଷଣ
ପ୍ରାଣିସମ ପୋଷଣ
ଏଥିମଧ୍ୟରୁ କେଉଁ ଜୀବ ପରଭୋଜୀ ପୋଷଣ କରିଥାଏ ?
ଗନ୍ଧକ ବ୍ୟକ୍ଟେରିଆ
ରଫ୍ଲେସିଆ
ଉଦ୍ଭିଦ
ନୀଳ ହରିତ ଶୈବାଳ
ଏଥିମଧ୍ୟରୁ କେଉଁ ଜୀବ ପ୍ରାଣୀସମ ପୋଷଣ କରିଥାଏ ?
କବକ
ରାଇଜୋବିୟମ ବ୍ୟାକ୍ଟେରିଆ
ମନୁଷ୍ୟ
ଇଷ୍ଟ
ଯେଉଁ ଜୀବ ମୃତ, ଗଳିତ , ପଚାସଢା ଉଦ୍ଭିଦ ବା ପ୍ରାଣି ରୁ ଖାଦ୍ୟ ସଂଗ୍ରହ କରି ନିଜର ପୁଷ୍ଟି ସାଧନ କରିଥାଏ , ତାକୁ କଣ କୁହାଯାଏ ?
ପରଜୀବୀ
ସହଜୀବୀ
ମୃତୋପଜୀବୀ
ମନୁଷ୍ୟ
କେଉଁ ଜୀବ ମାନେ କଠିନ ପଦାର୍ଥ କୁ ଖାଦ୍ୟ ରୂପ ରେ ଗ୍ରହଣ କରିପାରନ୍ତି ?
କୁକୁର
ମନୁଷ୍ୟ
ନିର୍ମୂଳୀ
ଛତୁ ଜାତୀୟ କବକ
ଖାଦ୍ୟ ଗ୍ରହଣ ବେଳେ ମୃତୋପଜୀବୀ ମାନେ ନିଜ ଶରୀର ରୁ କେଉଁ ରସ କ୍ଷରଣ କରିଥାନ୍ତି ?
ଆନ୍ତ୍ରିକ ରସ
ପାଚକ ରସ
ଅଗ୍ନାଶୟ ରସ
ଲବଣାମ୍ଳ
ଯେଉଁ ଜୀବ ମାନେ ଅନ୍ୟ ଜୀବନ୍ତ ଉଦ୍ଭିଦ ବା ପ୍ରାଣୀ ଙ୍କ ଶରୀର ଭିତରେ ବା ବାହାରେ ରହି ସେମାନଙ୍କ ଠାରୁ ଖାଦ୍ୟ ସଂଗ୍ରହ କରିଥାନ୍ତି , ସେମାନଙ୍କୁ କଣ କୁହାଯାଏ ?
ସହଜୀବୀ
ମୃତୋପଜୀବୀ
ପରଜୀବୀ
ପ୍ରାଣିସମ ପ୍ରାଣୀ
ପରଜୀବୀ ମାନେ ଯେଉଁ ପ୍ରାଣୀ ବା ଉଦ୍ଭିଦ ଙ୍କ ଠାରୁ ଖାଦ୍ୟ ସିଧା ସଳଖ କରିଥାନ୍ତି ତାଙ୍କୁ କଣ କୁହାଯାଏ ?
ସବୁଜ ଉଦ୍ଭିଦ
ଭୋଜଦାତା
ମୃତୋପଜୀବୀ
ପରଭୋଜୀ
ଏଥିମଧ୍ୟରୁ କେଉଁଟି ଏକ ବାହ୍ୟ ପରଜୀବୀ ?
କୃମି
ପ୍ଲାଜ ମୋଡିୟମ
ବ୍ୟାକ୍ଟେରିଆ
ଜୋକ
ଦୁଇଟି ଭିନ୍ନ ପ୍ରକାରର ଜୀବଙ୍କ ଏକାଠି ସହାବସ୍ଥାନ କୁ କଣ କୁହାଯାଏ ?
ପରଜୀବିତା
ସହଜୀବୀତା
ପରିସଂସ୍ଥା
ଜୈବ ବିବିଧତା
କେଉଁ ପରଭୋଜୀ ପ୍ରାଣୀ ମାନେ କେହି କାହାରି କ୍ଷତି କରନ୍ତି ନାହିଁ ?
ଉକୁଣି ଓ ମନୁଷ୍ୟ
ଜୋକ ଓ ଗାଈ
ଡାଲି ଜାତୀୟ ଗଛ ଓ ରାଇଜୋବିୟମ ବ୍ୟାକ୍ଟେରିଆ
କୃମି ଓ ମଣିଷ
ଏଥିମଧ୍ୟରୁ କେଉଁଟି ଏକ ସହଜୀବୀୟ ପ୍ରାଣୀ ?
ଗାଈ
ଇସଚେରିଚିଆ କୋଲାଇ
ଉକୁଣି
ନିର୍ମୂଳୀ
ଦୁଇ ବା ତତୋଧିକ ପ୍ରତିକାରକ ସଂଯୁକ୍ତ ହୋଇ ଗୋଟିଏ ମାତ୍ର ଉତ୍ପାଦ ସୃଷ୍ଟି କରୁଥିବା ପ୍ରକ୍ରିୟାକୁ କ'ଣ କୁହାଯାଏ ।
ସଂଶ୍ଳେଷଣ ପ୍ରତିକ୍ରିୟା
ବିଘଟନ ପ୍ରତିକ୍ରିୟା
ବିସ୍ଥାପନ ପ୍ରତିକ୍ରିୟା
ଦ୍ଵେତ-ବିସ୍ଥାପନ ପ୍ରତିକ୍ରିୟା
କେଉଁଟି କଲିଚୁନର ରାସାୟନିକ ସଙ୍କେତ ଅଟେ ?
CaO
CaOH
CaO2
କେଉଁଟି 'ଶମିତ ଚୂନ' ର ଏକ ରାସାୟନିକ ସଙ୍କେତ ଅଟେ ।
CaO
Ca(OH)2
CaOH
CaO2
ଶମିତ ଚୂନର ରାସାୟନିକ ନାମ କଣ ଅଟେ ?
କ୍ୟାଲସିୟମ ଅକସାଇଡ
କ୍ୟାଲସିୟମ ହାଇଡ୍ରୋକସାଇଡ
କ୍ୟାଲସିୟମ ନାଇଟ୍ରେଟ
କ୍ୟାଲସିୟମ କାର୍ବୋନେଟ
କୋଇଲାର ଦହନ ଏକ କେଉଁ ପ୍ରକ୍ରିୟା ?
ସଂଶ୍ଳେଷଣ ପ୍ରକ୍ରିୟା
ବିଘଟନ ପ୍ରତିକ୍ରିୟା
ବିସ୍ଥାପନ ପ୍ରତିକ୍ରିୟା
ଜାରଣ ପ୍ରତିକ୍ରିୟା
ଜଳର ସୃଷ୍ଟି ଏକ କେଉଁ ପ୍ରକ୍ରିୟା ଅଟେ ?
ସଂଶ୍ଳେଷଣ ପ୍ରତିକ୍ରିୟା
ବିଘଟନ ପ୍ରତିକ୍ରିୟା
ଜାରଣ-ବିଜାରଣ ପ୍ରତିକ୍ରିୟା
ଦ୍ଵେତ-ବିସ୍ଥାପନ ପ୍ରତିକ୍ରିୟା
ସଂଶ୍ଳେଷଣ ପ୍ରତିକ୍ରିୟା ଏକ କେଉଁ ପ୍ରକ୍ରିୟା ଅଟେ ?
ତାପଉତ୍ପାଦୀ ପ୍ରତିକ୍ରିୟା
ତାପଶୋଷୀ ପ୍ରତିକ୍ରିୟା
ତାପବାହୀ ପ୍ରତିକ୍ରିୟା
ଭୌତିକ ପ୍ରତିକ୍ରିୟା
ମିଥେନ ଗ୍ୟାସର ଦହନ କେଉଁ ପ୍ରକାରର ପ୍ରତିକ୍ରିୟା ଅଟେ ?
ସଂଶ୍ଳେଷଣ ପ୍ରତିକ୍ରିୟା
ବିଘଟନ ପ୍ରତିକ୍ରିୟା
ବିସ୍ଥାପନ ପ୍ରତିକ୍ରିୟା
ଜାରଣ-ବିଜାରଣ ପ୍ରତିକ୍ରିୟା
ଶ୍ଵାସକ୍ରିୟା ଏକ କେଉଁ ପ୍ରକ୍ରିୟା ଅଟେ ?
ତାପଉତ୍ପାଦୀ ପ୍ରତିକ୍ରିୟା
ତାପଶୋଷୀ ପ୍ରତିକ୍ରିୟା
ବିଘଟନ ପ୍ରତିକ୍ରିୟା
ଜାରଣ ପ୍ରତିକ୍ରିୟା
ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଗୋଟିଏ ମାତ୍ର ପ୍ରତିକାରକ ବିଘଟିତ ହୋଇ କିଛି ସରଳତର ଉତ୍ପାଦ ସୃଷ୍ଟି ହୋଇଥାଏ, ତାକୁ କଣ କୁହାଯାଏ ?
ସଂଶ୍ଳେଷଣ ପ୍ରତିକ୍ରିୟା
ବିଘଟନ ପ୍ରତିକ୍ରିୟା
ବିସ୍ଥାପନ ପ୍ରତିକ୍ରିୟା
ଜାରଣ-ବିଜାରଣ ପ୍ରତିକ୍ରିୟା
ଫେରସ ସଲଫେଟର ରାସାୟନିକ ସଙ୍କେତ କଣ ?
FeS
FeSO4
Fe2O3
FeO[3]
ଫେରିକ ଅକସାଇଡର ରାସାଯନିକ ସଙ୍କେତ କଣ ଅଟେ ?
Fe2O3
FeO
FeSO4
FeSO
ଫେରିକ ଅକସାଇଡ ସାଧାରଣତଃ କେଉଁ ଅବସ୍ଥାରେ ଦେଖାଯାଏ ?
କଠିନ
ତରଳ
ଗ୍ୟାସୀୟ
ଅର୍ଦ୍ଧତରଳ
ଫେରସ ସଲଫେଟ ସାଧାରଣତଃ କେଉଁ ଅବସ୍ଥାରେ ଥାଏ?
କଠିନ
ତରଳ
ଗ୍ୟାସୀୟ
ଅର୍ଦ୍ଧ ତରଳ
କଲିଚୂନର ସୃଷ୍ଟି ଏକ କେଉଁ ପ୍ରତିକ୍ରିୟା ଅଟେ ?
ସଂଶ୍ଳେଷଣ ପ୍ରତିକ୍ରିୟା
ବିଘଟନ ପ୍ରତିକ୍ରିୟା
ବିସ୍ଥାପନ ପ୍ରତିକ୍ରିୟା
ଜାରଣ-ବିଜାରଣ ପ୍ରତିକ୍ରିୟା
ଲେଡ ନାଇଟ୍ରେଟର ରାସାଯନିକ ସଙ୍କେତ କଣ ?
PbNO2
Pb(NO3)2
PbO
PbNO
ଲେଡ ନାଇଟ୍ରେଟ ସାଧାରଣତଃ କେଉଁ ଅବସ୍ଥାରେ ଦେଖାଯାଏ ?
କଠିନ
ତରଳ
ଗ୍ୟାସୀୟ
ଅର୍ଦ୍ଧତରଳ
କେଉଁଟି ଲେଡ ଅକସାଇଡ ର ଏକ ରାସାଯନିକ ସଙ୍କେତ ଅଟେ ?
PbO
PbO2
PbO3
PbO4
ଲେଡ ନାଇଟ୍ରେଟ କୁ ତାପ ଦେଇ ବିଘଟନ କଲାପରେ, ଏକ ବାଦାମୀରଙ୍ଗର ଧୂମ ଊତସର୍ଜନ ଦେଖାଯାଏ , ତେବେ ସେହି ଗ୍ୟାସଟିର ନାମ କଣ ?
କାର୍ବନ ଡାଇଅକସାଇଡ
ନାଇଟ୍ରୋଜେନ ଡାଇଅକସାଇଡ
ନାତ୍ରୋଜେନ ସଲଫେଟ
ନାଇଟ୍ରୋଜେନ କାର୍ବୋନେଟ
ବିଘଟନ ପ୍ରତିକ୍ରିୟା ଏକ କେଉଁ ପ୍ରକ୍ରିୟା ?
ତାପଉତ୍ପାଦୀ ପ୍ରତିକ୍ରିୟା
ତାପଶୋଷୀ ପ୍ରତିକ୍ରିୟା
ତାପବାହୀ ପ୍ରତିକ୍ରିୟା
ତାପୀୟ ପ୍ରତିକ୍ରିୟା
କପର ସଲଫେଟ ର ରାସାଯନିକ ସଙ୍କେତ କ'ଣ ଅଟେ ?
CuO
CuO2
CuS
ସାଧାରଣତଃ କେତେ ପ୍ରକାରର ରାସାଯନିକ ପ୍ରତିକ୍ରିୟା ଦେଖାଯାଏ ?
3
4
5
6
ସିଲଭର କ୍ଳୋରାଇଡ ର ରାସାୟନିକ ସଙ୍କେତ କଣ ?
AgCl
SiCl
AgCl2
AgC
ବେରିୟମ ସଲଫେଟର ରାସାଯନିକ ସଙ୍କେତ କଣ ?
BaCl
BaCl2
BaC
BeCl
ଯେଉଁ ରାସାୟନିକ ପ୍ରତିକ୍ରିୟା କେବଳ ପ୍ରତିକାରକ ଓ ଉତ୍ପାଦ ସମ୍ପର୍କରେ ସୂଚନା ଦେଇଥାଏ, ତାକୁ କଣ କୁହାଯାଏ ?
ସୂଚକୀୟ ରାସାଯନିକ ସମୀକରଣ
ସାଙ୍କେତିକ ରାସାଯନିକ ସମୀକରଣ
ଶବ୍ଦ ସମୀକରଣ
ରାସାଯନିକ ସମୀକରଣ
