wayground logo

Free Printable Worksheets

Font size

S
M
L
XL
Worksheets

Quiz-III [mathematics]

Total questions: 50

Worksheet time: 49mins

Name
Class
Date
1.

x=2y ଓ x+5y=14 ସମୀକରଣଦ୍ୱୟର ସମାଧାନ କଣ ହେବ ?

a)

(4,2)

b)

(2,4)

c)

(1,2)

d)

(2,1)

2.

k ର କେଉଁ ମାନ ପାଇଁ x-2y=3 ଏବଂ 3x+ky=1 ସହ ସମୀକରଣଦ୍ୱୟର ସମାଧାନ ସଙ୍ଗତ ଓ ସ୍ଵତନ୍ତ୍ର ହେବେ ନାହି ?

a)

-5

b)

5

c)

-6

d)

6

3.

 a1x+b1y=0,a2x+b2y=0a_1x+b_1y=0,a_2x+b_2y=0  ସମୀକରଣଦ୍ଵୟରେ a1b2a2b10a_1b_2-a_2b_1≠0  ହେଲେ, ସମୀକରଣ ଦ୍ଵୟର ସମାଧାନ ________ ହେବ । 

a)

(0,0)

b)

(1,1)

c)

(0,1)

d)

(1,0)

4.

x=4 ଏବଂ y=4 ଲେଖଚିତ୍ରଦ୍ୱୟର ଛେଦବିନ୍ଦୁର ସ୍ଥାନାଙ୍କ କଣ ହେବ ?

a)

(1,2)

b)

(2,1)

c)

(3,3)

d)

(4,4)

5.

2x + 3y – 1 = 0 ସମୀକରଣ ଦ୍ଵାରା ସୂଚିତ ସରଳ ରେଖା ଉପରିସ୍ଥ ଗୋଟିଏ ବିନ୍ଦୁର x -ସ୍ଥାନାଙ୍କ 2 ହେଲେ, y - ସ୍ଥାନାଙ୍କ _________ ହେବ ।

a)

1

b)

-1

c)

3

d)

2

6.

a. x – 2y = 0 ଓ x + 5y = 14 ସମୀକରଣଦ୍ଵୟର ସମାଧାନ ନିର୍ଣ୍ଣୟ କର ।

a)

(4,2)

b)

(2,4)

c)

(-4,2)

d)

(2,-4)

7.

a. k’ ର କେଉଁ ମାନ ପାଇଁ 2x + 3y – 5 = 0 ଏବଂ 4x + 5y = 10 ସହ-ସମୀକରଣ ଦ୍ଵୟର ଅସଂଖ୍ୟ ସମାଧାନ ସମ୍ଭବ ?

a)

3

b)

4

c)

5

d)

6

8.

x-y = 1 ସମୀକରଣର ଲେଖଚିତ୍ର x - ଅକ୍ଷକୁ ଯେଉଁ ବିନ୍ଦୁରେ ଛେଦ କରିବ, ତାର ସ୍ଥାନଙ୍କ କେତେ ?

a)

(1,0)

b)

(0,1)

c)

(-1,0)

d)

(0,-1)

9.

X + 4y = 1 ଓ 2x + 3y = 5 ହେଲେ x-y ର ମାନ କେତେ ?

a)

3

b)

4

c)

5

d)

6

10.

‘p’ ର କେଉଁ ମାନ ପାଇଁ px – y – 5 = 0 ଏବଂ x + 2y – 11 = 0 ସହ-ସମୀକରଣ ଦ୍ଵୟ ଅସଙ୍ଗତ ହେବ ?

a)

1/2

b)

-1/2

c)

2/3

d)

-2/3

11.

2x + 3y – 5 = 0 ଓ 7x – 6y – 1 = 0 ସହ- ସମୀକରଣ ଦ୍ଵୟର ସମାଧାନ (1,α) ହେଲେ, ‘α’ ର ମୂଲ୍ୟ ନିର୍ଣ୍ଣୟ କର ।

a)

1

b)

2

c)

3

d)

4

12.

tx + my + 4 = 0 ଓ 2x + y + 1 = 0 ସମୀକରଣ ଦ୍ଵୟ ଅସଙ୍ଗତ ହେଲେ, t : m କେତେ ?

a)

2:1

b)

1:2

c)

2:3

d)

3:2

13.

2x + 3y = 0 ଓ 3x – 4y = 0 ସହ-ସମୀକରଣ ଦ୍ଵୟର ଲେଖଚିତ୍ର ଅଙ୍କନ କଲେ, ଲେଖଚିତ୍ର ଦ୍ଵୟର ଛେଦବିନ୍ଦୁର ସ୍ଥାନଙ୍କ କେତେ ?

a)

(0,0)

b)

(0,1)

c)

(1,0)

d)

(1,1)

14.

2x – 3y + 4 = 0 ଓ 6x – 9y + 7 = 0 ସହ- ସମୀକରଣ ଦ୍ଵୟର ଲେଖଚିତ୍ର ଅର୍ଥାତ ସରଳରେଖା ଦ୍ଵୟର ସାଧାରଣ ବିନ୍ଦୁ ସଂଖ୍ୟା କେତେ ?

a)

ସମାଧାନ ନାହି

b)

2

c)

3

d)

4

15.

‘m’ ର କେଉଁ ମାନ ପାଇଁ mx + 2y – 10 = 0 ସମୀକରଣର ଅନ୍ୟତମ ସମାଧାନ

( 1, 1) ହେବ ?

a)

6

b)

8

c)

10

d)

11

16.

mx – y = 5 ଏବଂ x + 2y = 11 ସହ-ସମୀକରଣଦ୍ଵୟ ଅସଙ୍ଗତ ହେଲେ, ‘m’ ର ମାନ -1/2 ହେବ ।

a)

TRUE

b)

FALSE

17.

x + y = 4 ଏବଂ 3x + ky = 8 ସହ-ସମୀକରଣଦ୍ଵୟ ସଙ୍ଗତ ହେଲେ, k ≠ 4 ।

a)

TRUE

b)

FALSE

18.

x – 3y – 5 = 0 ଏବଂ 2x + ny – 1 = 0 ସହ- ସମୀକରଣ ଦ୍ୱୟ ସଙ୍ଗତ ଓ ସ୍ଵତନ୍ତ୍ର ହେଲେ, ‘n’ ର ମାନ -3 ହେବ ।

a)

TRUE

b)

FALSE

19.

ଦୁଇ ଅଙ୍କ ବିଶିଷ୍ଟ ଏକ ସଂଖ୍ୟା ଓ ତାହାର ଅଙ୍କଦ୍ୱୟର ସ୍ଥାନ ବଦଳାଇ ଲେଖିଲେ, ଯେଉଁ ସଂଖ୍ୟା ହେବ, ସେମାନଙ୍କର ସମଷ୍ଟି, ଅଙ୍କଦ୍ୱୟର ଯୋଗଫଳର 11 ଗୁଣ । 

a)

TRUE

b)

FALSE

20.

x – 2y = 0 ସମୀକରଣର ଅନ୍ୟତମ ସମାଧାନ ( 4, -2 ) ଅଟେ ।

a)

TRUE

b)

FALSE

21.

ଏକ ଦୁଇ ଅଜ୍ଞାତ ରାଶି ବିଶିଷ୍ଟ ସମୀକରଣ 3x - y + 1=0 ର y-ଚେଦାଂଶ ନିର୍ଣ୍ଣୟ କର । 

a)

-1

b)

1

c)

1/2

d)

-1/2

22.

ଏକ ଦୁଇ ଅଜ୍ଞାତ ରାଶି ବିଶିଷ୍ଟ ସମୀକରଣ 2x+3y- 1=0 ର y-ଚେଦାଂଶ ନିର୍ଣ୍ଣୟ କର ।

a)

1/3

b)

2/3

c)

1/4

d)

3/4

23.

ଏକ ଦୁଇ ଅଜ୍ଞାତ ରାଶି ବିଶିଷ୍ଟ ସମୀକରଣ 2x-y-3 =0 ର y-ଚେଦାଂଶ ନିର୍ଣ୍ଣୟ କର ।

a)

-1/3

b)

-3

c)

1/3

d)

3

24.

ଏକ ଦୁଇ ଅଜ୍ଞାତ ରାଶି ବିଶିଷ୍ଟ ସମୀକରଣx+4y-6=0 ର y-ଚେଦାଂଶ ନିର୍ଣ୍ଣୟ କର ।

a)

2/3

b)

3/2

c)

2/5

d)

5/2

25.

ଏକ ଦୁଇ ଅଜ୍ଞାତ ରାଶି ବିଶିଷ୍ଟ ସମୀକରଣ 4x+y+4=0 ର y-ଚେଦାଂଶ ନିର୍ଣ୍ଣୟ କର ।

a)

4

b)

-4

c)

3

d)

-3

26.

ଜ୍ୟାମିତିରେ ସଦୃଶ ହେବାର ଗୁଣକୁ କଣ କୁହାଯାଏ ?

a)

ସଦୃଶତା

b)

ସର୍ବସମ

c)

ସାଦୃଶ୍ୟ

d)

ସରଳ

27.

ଦୁଇଟି ତ୍ରିଭୁଜର ଭୂମିମାନ ଏକ ସରଳ ରେଖାରେ ରହିଲେ ଏବଂ ସେମାନଙ୍କର ଶୀର୍ଷ ବିନ୍ଦୁ ଅଭିନ୍ନ ହେଲେ, ତ୍ରିଭୁଜ ଦ୍ୱୟ _____ ହେବ ।

a)

ସମ-ଲମ୍ବ ବିଶିଷ୍ଟ

b)

ସମ- ଉଚ୍ଚତା ବିଶିଷ୍ଟ

c)

ସମାନ୍ତର

d)

ସମ ଦ୍ଵେର୍ଘ୍ୟ ବିଶିଷ୍ଟ

28.

△ ABC ~ △ DEF ଏବଂ EF : BC = 1 : 3 ହେଲେ, △ ABCର କ୍ଷେତ୍ରଫଳ : △DEF ର କ୍ଷେତ୍ରଫଳ = __________________।

a)

1:9

b)

9:1

c)

1:7

d)

7:1

29.

△ ABC ~ △ DEF ଅଟେ । △ ABC କ୍ଷେତ୍ରଫଳ : △DEFର କ୍ଷେତ୍ରଫଳ = 9 :16 ଏବଂ BC = 6.4 cm ହେଲେ, QR _________ ହେବ ।

a)

7cm

b)

8cm

c)

9cm

d)

10cm

30.

a. ନିମ୍ନୋସ୍ଥ ଚିତ୍ରରେ ‘x’ ର ମାନ _____________ ।

a)

10cm

b)

11cm

c)

12cm

d)

13cm

31.

△ ABC ରେ D ଓ E ଯଥାକ୍ରମେ AB ଓ AC ଉପରିସ୍ଥ ବିନ୍ଦୁ ଯେପରିକି DE ॥ BC । ଯଦି AD = 2 cm , BD = 3 cm ଏବଂ AE = 2.6 cm ହୁଏ ତେବେ AC ର ଦୈର୍ଘ୍ୟ କେତେ ?

a)

5.6cm

b)

6.5cm

c)

5.7cm

d)

7.5cm

32.

ଦୁଇଟି ସଦୃଶ ତ୍ରିଭୁଜର କ୍ଷେତ୍ରଫଳର ଅନୁପାତ ଉକ୍ତ ତ୍ରିଭୁଜ ଦ୍ୱୟର ପରିସୀମାର ଅନୁପାତ ସହ ସମାନ ।

a)

TRUE

b)

FALSE

33.

△ ABC ରେ m< B=90° , BD Ʇ AC , AD = 9 cm ଏବଂ CD=16 cm ହେଲେ BC ଦୈର୍ଘ୍ୟ କେତେ ?

a)

10cm

b)

20cm

c)

15cm

d)

25cm

34.

 ΔPQRΔXYZ . ΔPQR    ΔXYZ\Delta PQR\sim\Delta XYZ\ .\ \Delta PQR\ \ ଓ\ \ \Delta XYZ  ର ପରିସୀମା ଯଥାକ୍ରମେ 30 ସେମି ଓ 18 ସେମି । ଯଦି QR = 9 ସେମି ହୁଏ, ତେବେ YZ କେତେ ହେବ ?

a)

5.4 ସେମି 

b)

5.5  ସେମି 

c)

5.6ସେମି 

d)

5.8 ସେମି 

35.

△ ABC

 ΔDEF, ΔABC   ΔDEF\sim\Delta DEF,\ \Delta ABC\ \ ଓ\ \Delta DEF  ର କ୍ଷେତ୍ରଫଳ ଯଥାକ୍ରମେ 9 ବ।ସେମି । ଯଦି BC = 2.1 ସେମି ହୁଏ ତେବେ, EF କେତେ ହେବ ?

a)

2.8 ସେମି 

b)

2.65 ସେମି 

c)

2.71 ସେମି 

d)

2.9 ସେମି 

36.

△ ABC ରେ MN ॥ BC , ଯଦି 4 AM=AB ଏବଂ AC=16cm ହୁଏ , ତେବେ AN ର ମୂଲ୍ୟ କେତେ ?

a)

3cm

b)

4cm

c)

5cm

d)

6cm

37.

ଯଦି △ ABC ~ △ PQR , △ ABC ର ପରିସୀମା = 30 ସେମି , △ PQR ର ପରିସୀମା = 45 ସେମି ଏବଂ PR= 9 ସେମି ହୁଏ ତେବେ AC କେତେ ସେମି ?

a)

5cm

b)

6cm

c)

7cm

d)

8cm

38.

△ ABC ~ △ DEF , △ DEF ର କ୍ଷେତ୍ରଫଳ = 60 ବ.ସେମି , AB : DE = 1 : 2 ହେଲେ ,

△ ABC ର କ୍ଷେତ୍ରଫଳ କେତେ ?

a)

15 ବ. ସେମି

b)

13 ବ. ସେମି

c)

17 ବ. ସେମି

d)

21 ବ. ସେମି

39.

△ ABC ରେ m < B=90° , BD Ʇ AC , AB = 5 cm ଏବଂ AC=12.5 cm ହେଲେ AD ଦୈର୍ଘ୍ୟ କେତେ ?

a)

2cm

b)

3cm

c)

4cm

d)

5cm

40.

△ ABC ରେ < B=90° , BD Ʇ AC , AD = 8 cm ଏବଂ DC=10 cm ହେଲେ AB ଦୈର୍ଘ୍ୟ କେତେ ?

a)

12cm

b)

13cm

c)

14cm\

d)

15cm

41.

ଦୁଇଟି ସର୍ବସମ ତ୍ରିଭୁଜର କ୍ଷେତ୍ରଫଳ ଅସମାନ ଅଟେ ।

a)

TRUE

b)

FALSE

42.

ଦୁଇଟି ସଦୃଶ ତ୍ରିଭୁଜର ଅନୁରୂପ ଉଚ୍ଚତାମାନଙ୍କର ଦୈର୍ଘ୍ୟ ଉକ୍ତ ତ୍ରିଭୁଜ ଦ୍ଵୟର ଅନୁରୂପ ବାହୁମାନଙ୍କର ଦୈର୍ଘ୍ୟ ସହ ସମାନୁପାତୀ ।

a)

TRUE

b)

FALSE

43.

△ ABC ରେ DE ॥ BC, AD : DB = 4 : 1 ଏବଂ EA = 1 : 2 ସେମି ହେଲେ AC = 5 ସେମି ହେବ ।

a)

TRUE

b)

FALSE

44.

ଦୁଇଟି ସଦୃଶ ତ୍ରିଭୁଜର ଉଚ୍ଚତାରେ ଦୈର୍ଘ୍ୟର ଅନୁପାତ 1 : 2 ହେଲେ, ସେମାନଙ୍କର କ୍ଷେତ୍ରଫଳର ଅନୁପାତ 4 : 9 ହେବ ।

a)

TRUE

b)

FALSE

45.

△ ABC ରେ AB ଓ ACର ମଧ୍ୟବିନ୍ଦୁ ଯଥାକ୍ରମେ x ଓ y ହେଲେ, BC ॥ xy ହେବ ।

a)

TRUE

b)

FALSE

46.

AB= 5.6 ସେମି , BC=6 ସେମି ଓ BD=3.2 ସେମି ହେଲେ , AC =

a)

5cm

b)

6cm

c)

7cm

d)

8cm

47.

AB= 6.8 ସେମି , BD=4 ସେମି , ଓ

DC=5 ସେମି ହେଲେ , AC =

a)

7.5cm

b)

8.5cm

c)

9.5cm

d)

5.7cm

48.

BD= 10 ସେମି , CD=14 ସେମି , ଓ AC=21 ସେମି ହେଲେ , AB =

a)

13cm

b)

15cm

c)

17cm

d)

19cm

49.

AB= 6 ସେମି , AC= 4 ସେମି , ଓ

BD= 3 ସେମି ହେଲେ , BC =

a)

4cm

b)

5cm

c)

6cm

d)

7cm

50.

AB= 8 ସେମି , BD= 5 ସେମି , ଓ

CD= 4 ସେମି ହେଲେ , AC =

a)

4.6cm

b)

6.4cm

c)

4.7cm

d)

7.4cm