Font size
Worksheetssocial science[class x]
Total questions: 50
Worksheet time: 50mins
ଭୂ ସମ୍ବଳ ମନୁଷ୍ୟ ର କେଉଁ କାର୍ଯ୍ୟ ରେ ବ୍ୟବହୃତ ହୋଇଥାଏ ?
ଗ୍ରାମ
ଶିଳ୍ପକେନ୍ଦ୍ର
ପ୍ରଶାସନିକ ଅନୁଷ୍ଠାନ
ସମସ୍ତ
ନିମ୍ନଲିଖିତ କେଉଁ କାର୍ଯ୍ୟ ରେ ଭୂ ସମ୍ବଳ ବିନିଯୋଗ ହୋଇଥାଏ ?
ସମ୍ବାଦ ସଂଚାଳନ କେନ୍ଦ୍ର
ସାମୁଦ୍ରିକ ବନ୍ଦର ନିର୍ମାଣ
ତୃଣଭୂମି
ସମସ୍ତ
ଭାରତ କେଉଁ ମହାଦେଶ ରେ ଅବସ୍ଥିତ ?
ଅଷ୍ଟ୍ରେଲିଆ
ଏସିଆ
ଦକ୍ଷିଣ ଆମେରିକା
ଆଫ୍ରିକା
ଭାରତ ଏସିଆ ମହାଦେଶ ର କେଉଁ ଗୋଲାର୍ଦ୍ଧ ରେ ଅବସ୍ଥିତ ?
ଉତ୍ତର
ଦକ୍ଷିଣ
ପଶ୍ଚିମ
ପୂର୍ବ
ଭାରତ ର ମୂଳ ଭୂଖଣ୍ଡ କେତେ ଡିଗ୍ରୀ ଉତ୍ତର ଓ କେତେ ଡିଗ୍ରୀ ଉତ୍ତର ଆକ୍ଷାଂଶ ମଧ୍ୟରେ ଅବସ୍ଥିତ ?
8 ଡିଗ୍ରୀ 4 ମିନିଟ ଓ 38 ଡିଗ୍ରୀ 6 ମିନିଟ
8 ଡିଗ୍ରୀ 5 ମିନିଟ ଓ 37 ଡିଗ୍ରୀ 6 ମିନିଟ
8 ଡିଗ୍ରୀ 6 ମିନିଟ ଓ 38 ଡିଗ୍ରୀ 6 ମିନିଟ
8 ଡିଗ୍ରୀ 4 ମିନିଟ ଓ 37 ଡିଗ୍ରୀ 6 ମିନିଟ
ଭାରତର ମୂଳ ଭୂ-ଖଣ୍ଡ କେତେ ଡିଗ୍ରୀ ପୂର୍ବ ଓ କେତେ ଡିଗ୍ରୀ ପୂର୍ବ ଦ୍ରାଘିମ ମଧ୍ୟରେ ଅବସ୍ଥିତ ?
68 ଡିଗ୍ରୀ 7 ମିନିଟ ଓ 97 ଡିଗ୍ରୀ 26 ମିନିଟ
69 ଡିଗ୍ରୀ 7 ମିନିଟ ଓ 97 ଡିଗ୍ରୀ 25 ମିନିଟ
68 ଡିଗ୍ରୀ 7 ମିନିଟ ଓ 97 ଡିଗ୍ରୀ 25 ମିନିଟ
69 ଡିଗ୍ରୀ 7 ମିନିଟ ଓ 97 ଡିଗ୍ରୀ 26 ମିନିଟ
ଭାରତର ଦକ୍ଷିଣତମ ସ୍ଥାନର ନାମ କଣ ?
ଗିଲଗିଟ
ଦଫାଦାର
କନ୍ୟାକୁମାରୀ
ଲାଦାଖ
କନ୍ୟାକୁମାରୀ କେଉଁ ରାଜ୍ୟରେ ଅବସ୍ଥିତ ?
ଆନ୍ଧ୍ରପ୍ରଦେଶ
ତାମିଲନାଡୁ
କେରଳ
କର୍ଣାଟକ
ଭାରତର କେଉଁଠାରେ ଆରବ ସାଗର , ବଙ୍ଗୋପସାଗର ଓ ଭାରତ ମହାସାଗର ମିଳିତ ହୋଇଛନ୍ତି ?
ଇନ୍ଦିରାପଏଣ୍ଟ
କନ୍ୟାକୁମାରୀ
ପାରାଦ୍ଵୀପ
ଇନ୍ଦିରାକଲ
ସମୁଦାୟ ଭାରତ ଦେଶର ଦକ୍ଷିଣତମ ସ୍ଥାନର ନାମ କଣ?
ଇନ୍ଦିରାପଏଣ୍ଟ
କନ୍ୟାକୁମାରୀ
ଗିଲଗିଟ
ଦଫାଦାର
ଇନ୍ଦିରାପଏଣ୍ଟ କେଉଁ ଦ୍ଵୀପ ରେ ଅବସ୍ଥିତ ?
ଆଣ୍ଡାମନ
ଦାଦ୍ରାନଗର ହାବେଳି
ନିକୋବର
ଲାକ୍ଷାଦ୍ଵୀପ
ଇନ୍ଦିରାପଏଣ୍ଟ କେଉଁ ଅକ୍ଷାଂଶ ରେ ଅବସ୍ଥିତ ?
ପୂର୍ବ
ପଶ୍ଚିମ
ଉତ୍ତର
ଦକ୍ଷିଣ
ପୂର୍ବେ ଇନ୍ଦିରାପଏଣ୍ଟର ନାମ କଣ ଥିଲା ?
ପିଗ ମେଲିଅନ
ପିଗାମିନ
ଇନ୍ଦିରାକଲ
ଦଫାଦାର
ଭାରତର ଉତ୍ତରସ୍ଥ ସୀମା କେଉଁଠାରେ ଅବସ୍ଥିତ ?
ଦଫାଦାର
କନ୍ୟାକୁମାରୀ
ଇନ୍ଦିରାପଏଣ୍ଟ
କିବିଥୁ
ଦଫାଦାର କେଉଁ ରାଜ୍ୟରେ ଅବସ୍ଥିତ ?
ହିମାଚଳ ପ୍ରଦେଶ
ସିକିମ
ଲାଦାଖ
ଅରୁଣାଚଳ ପ୍ରଦେଶ
ଦଫାଦାର ନାମକ ସ୍ଥାନର ଅନ୍ୟନାମ କଣ ଅଟେ?
କିବିଥୁ
ଆଣ୍ଡାମନ
ଇନ୍ଦିରାକଲ
କନ୍ୟାକୁମାରୀ
ଭାରତର ପୂର୍ବ ସୀମା କେଉଁ ସ୍ଥାନରେ ଅବସ୍ଥିତ ?
କିବିଥୁ
ଦଫାଦାର
ଲାଦାଖ
କନ୍ୟାକୁମାରୀ
କିବିଥୁ କେଉଁ ରାଜ୍ୟରେ ଅବସ୍ଥିତ ?
ହିମାଚଳ ପ୍ରଦେଶ
ସିକିମ
ଆସାମ
ଅରୁଣାଚଳ ପ୍ରଦେଶ
ଭାରତର ପଶ୍ଚିମ ସୀମା କେଉଁଠାରେ ଅବସ୍ଥିତ?
କିବିଥୁ
ଘୁଆରମୋତି
ଦଫାଦାର
ଇନ୍ଦିରାପୋଇଣ୍ଟ
କଚ୍ଛ କେଉଁ ରାଜ୍ୟରେ ଅବସ୍ଥିତ ?
ଗୁଜୁରାଟ
ପଞ୍ଝାବ
ହରିୟଣା
ରାଜସ୍ଥାନ
ଭାରତକୁ କେଉଁ ରେଖା ଦୁଇ ସମାନ ଭାବରେ ବିଭକ୍ତ କରେ ?
ମକର କ୍ରାନ୍ତି
କର୍କଟ କ୍ରାନ୍ତି
ବିଷୁବ କ୍ରାନ୍ତି
କେଉଁଟି ବି ନୁହଁ
ଭାରତର ସମୁଦାୟ ଆୟତନ କେତେ ନିୟୁତ ବର୍ଗ କିଲୋମିଟର ?
3.25
3.26
3.27
3.28
ଭାରତ ପୃଥିବୀର ସମୁଦାଯ ଆୟତନର ପ୍ରାୟ ଶତକଡା କେତେ ଭାଗ ?
2.1
2.4
2.5
2.7
ପୃଥିବୀର ବୃହତ୍ତମ ଦେଶ ମାନଙ୍କ ମଧ୍ୟ ରେ ଭାରତର ସ୍ଥାନ କେଉଁଠି ?
ପଞ୍ଚମ
ଷଷ୍ଟ
ସପ୍ତମ
ଦଶମ
କେଉଁ ଦେଶ ର ସୁଲତାନ ପ୍ରଥମ ବିଶ୍ଵଯୁଦ୍ଧ ସମୟ ରେ ଇସଲାମ ଧର୍ମଗୁରୁ ବା ଖାଲିଫା ଥିଲେ ?
ଭାରତ
ଆମେରିକା
ତୁର୍କୀ
ଆଫ୍ରିକା
ଭାରତ ଶାସନ ଆଇନ କେଉଁ ମସିହା ରେ ପ୍ରଣୟନ କରଯାଇଥିଲା ?
1917
1918
1919
1920
ଭାରତ ଶାସନ ଆଇନ ପ୍ରଣୟନ ସମୟ ରେ କିଏ ଇଂଲଣ୍ଡ ର ବୈଦେଶିକ ସଚିବ ଥିଲେ ?
ଏଡଉଇନ ମଣ୍ଟେଗୁ
ଲର୍ଡ ଚେମସଫୋର୍ଡ
ଜେନେରାଲ ଡାୟରୁ
କେଉଟି ନୁହେଁ
କାହା ଦ୍ଵାରା ପ୍ରସ୍ତୁତ ହୋଇଥିବା ସମ୍ବିଧାନ ସଂସ୍କାର ଗୁଡିକୁ" ଭାରତ ଶାସନଆଇନ 1919 " ନାମ ରେ ପ୍ରଚଳିତ କରାଗଲା ?
ଏଡଉଇନ ମଣ୍ଟେଗୁ
ଭାଇସରାୟ ଲର୍ଡ ଚେମସଫୋର୍ଡ
ଉଭୟ
କେଉଁଟି ନୁହେଁ
ଭାରତ ଶାସନ ଆଇନ ର ଅନ୍ୟ ନାମ କଣ ଅଟେ ?
ଭାରତ ସମ୍ବିଧାନ ଆଇନ
ମଣ୍ଟେଗୁ ଚେମସ ଫୋର୍ଡ ସଂସ୍କାର
ଚେମସ ମଣ୍ଟେଗୁ ସସ୍କାର
ସମସ୍ତ
ହଣ୍ଟର କମିଟି କେବେ ଗଠନ କରଯାଇଥିଲା ?
1919 ଅକ୍ଟୋବର 13
1919 ଅକ୍ଟୋବର 14
1919 ଅକ୍ଟୋବର 15
1919 ଅକ୍ଟୋବର 16
କେଉଁ ଘଟଣାର ତଦନ୍ତ ପାଇଁ ହଣ୍ଟର କମିଟି ଗଠନ କରଯାଇଥିଲା ?
ଜାଲିଆନାୱାଲବାଗ
ରାୟଲାତ
ଖେଡା
ଅସହଯୋଗ
କାହା ନେତୃତ ରେ ହଣ୍ଟର କମିଟି ଗଠନ କରଯାଇଥିଲା ?
ଲର୍ଡ ଏଡଉଇନ
ଲର୍ଡ ମଣ୍ଟେଗୁ
ଲର୍ଡ ହଣ୍ଟର
ଡାୟର
ବ୍ରିଟିଶ ଲର୍ଡସ ସଭା ଜେନେରାଲ ଡାୟରଙ୍କ କାର୍ଯ୍ୟକୁ ଅନୁମୋଦନ କରି ତାଙ୍କ ପାଇଁ ଜନସାଧାରଣ କେତେ ପାଉଣ୍ଡ ସଂଗ୍ରହ କରିଥିଲେ ?
ଦଶ ହଜାର
କୋଡିଏ ହଜାର
ତିରିଶ ହଜାର
ପଚାଶ ହଜାର
ହଣ୍ଟର କମିଟି ରିପୋର୍ଟର ବିରୋଧ ସ୍ୱରୂପ କେଉଁ ଠାରେ କଂଗ୍ରେସ ର ଏକ ସ୍ଵତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା ?
ମୁମ୍ବାଇ
କୋଲକାଟା
ପୁନେ
ଅହମ୍ମଦାବାଦ
କେଉଁ ମସିହାରେ କଲିକତାଠାରେ କଂଗ୍ରେସର ଏକ ସ୍ଵତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା ?
1915
1917
1918
1920
1920 ମସିହାରେ କେଉଁଠାରେ କଂଗ୍ରେସର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା ?
ଜବଲପୁର
ନାଗପୁର
ଖେଡା
ଅହମ୍ମଦାବାଦ
ଅସହଯୋଗ ଆନ୍ଦୋଳନର ମୂଳନୀତି କଣ ଥିଲା ?
ବିଦେଶୀ ଦ୍ରବ୍ୟ ବର୍ଜନ
ଇଂରେଜ ଅନୁଷ୍ଠାନ ବର୍ଜନ
ଉଭୟ
କେଉଁଟି ବି ନୁହଁ
ଅସହଯୋଗ ଆନ୍ଦୋଳନର କାର୍ଯକ୍ରମ ଅନୁଯାୟୀ କେଉଁ ପଦକ୍ଷପ ଗୁଡିକ ଗ୍ରହଣ କରଯାଇଥିଲା ?
ସରକାରୀ ଉତ୍ସବ ବର୍ଜନ
ସରକାରୀ ଉପାଧି ଫେରସ୍ତ
ଆଇନ ଜୀବୀଙ୍କ ଦ୍ଵାରା ସରକାରୀ ଉପାଧି ଫେରସ୍ତ
ସମସ୍ତ
ଅସହଯୋଗ ଆନ୍ଦୋଳନ ସମୟରେ କେଉଁ ବାରିଷ୍ଟର ଗାନ୍ଧୀଜୀଙ୍କ ଡାକରାରେ ଆଇନ ବ୍ୟବସାୟ ତ୍ୟାଗ କରିଥିଲେ ?
ମୋତିଲାଲ ନେହୁରୁ
ଚିତ୍ତରଞ୍ଜନ ଦାଶ
ସୁଭାଷଚନ୍ଦ୍ର ବୋଷ
ଉଭୟ ମୋତିଲାଲ ଓ ଚିତ୍ତରଞ୍ଜନ
କେଉଁ ବ୍ୟକ୍ତି ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ ?
ରାଜଗୋପାଳଚାରି
ଜବାହାରଲାଲ ନେହୁରୁ
ଗୋପବନ୍ଧୁ ଦାସ
ସମସ୍ତ
ତିଳକ ସ୍ଵରାଜ ଫାଣ୍ଡି କେଉଁ କାର୍ଯ୍ୟକ୍ରମ ସମୟରେ ଗଠନ କରଯାଇଥିଲା ?
ଭରତ ଶାସନ ଆଇନ
ଅସହଯୋଗ ଆନ୍ଦୋଳନ
ହାଣ୍ଟର କମିଟି
ଭରତଛାଡ ଆଇନ
ତିଳକ ସ୍ଵରାଜ ପାଣ୍ଠି କେଉଁ କାର୍ଯ୍ୟ ପାଇଁ ଗଠନ କରଯାଇଥିଲା ?
ଆନ୍ଦୋଳନକୁ ଅର୍ଥ ଯୋଗାଣ
ସରକାରୀ ଅନୁଷ୍ଠାନ ଦମନ
ବିଦେଶୀଦ୍ରବ୍ୟ ବ୍ୟବହାର
ସମସ୍ତ
ଅସହଯୋଗ ଆନ୍ଦୋଳନ ସମୟରେ ସତ୍ୟାଗ୍ରାହୀମାନେ କେଉଁଠାରେ ଯୁବରାଜଙ୍କ ଭାରତ ପରିଦର୍ଶନ କୁ ବାସନ୍ଦ କରିଥିଲେ ?
ଇଂଲଣ୍ଡ
ୱେଲ୍ସ
ଜାପାନ
ଆମେରିକା
1921 ମସିହାରେ କେଉଁଠାରେ କଂଗ୍ରେସର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା ?
ଅହମ୍ମଦାବାଦ
ନାଗପୁର
ଖେଡା
ଚମ୍ପାରନ
କେଉଁ ମସିହାରେ ଗାନ୍ଧୀଜୀ ଇଂରେଜ ସରକାର ଙ୍କୁ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବେ ବୋଲି ଚେତାବନୀ ଦେଇଥିଲେ ?
1922 ଫେବ୍ରୁଆରି 1
1922 ଫେବ୍ରୁଆରି 2
1922 ଫେବ୍ରୁଆରି 3
1922 ଫେବ୍ରୁଆରି 4
ଚୌରାଚୋରି କେଉଁ ରାଜ୍ୟରେ ଅବସ୍ଥିତ ?
ପଞ୍ଝାବ
ଉତ୍ତର ପ୍ରଦେଶ
ଆସାମ
ହରିୟାନା
ଚୋରାଚୋରି ଘଟଣା କେଉଁ ମସିହାରେ ଘଟିଥିଲା ?
1922 ଫେବ୍ରୁଆରି 2
1922 ଫେବ୍ରୁଆରି 3
1922 ଫେବ୍ରୁଆରି 4
1922 ଫେବ୍ରୁଆରି 5
ଚୌରାଚୋରି ଅଗ୍ନିକାଣ୍ଡରେ ପ୍ରାୟ କେତେଜଣ ପୋଲିସ କର୍ମଚାରୀ ଜୀବନ୍ତଦଗଧ ହୋଇଯାଇଥିଲେ ?
17
20
22
25
କେଉଁଠାରେ ଅସହଯୋଗ ଆନ୍ଦୋଳନ ସ୍ଥଗିତ ଘୋଷଣା କଂଗ୍ରେସ କାର୍ଯକାରିଣୀ ବୈଠକଦ୍ଵାରା ଅନୁମୋଦିତ ହୋଇଥିଲା ?
ଖେଡା
ନାଗପୁର
ଗୋରଖପୁର
ବର୍ଦ୍ଦୋଳି
ଅସହଯୋଗ ଆନ୍ଦୋଳନ ସ୍ଥଗିତ ନିଷ୍ପତ୍ତି ଏକ ଜାତୀୟ ବିପର୍ଯ୍ୟୟ ବୋଲି କିଏ ବର୍ଣ୍ଣନା କରିଥିଲେ ?
ମହାତ୍ମା ଗାନ୍ଧୀ
ସୁବାଷଚନ୍ଦ୍ର ବୋଷ
ଜବାହାରଲାଲ ନେହୁରୁ
ମୋତିଲାଲ ନେହୁରୁ
