Wayground logo

Free Printable Worksheets

Font size

S
M
L
XL
Worksheets

social science

Total questions: 50

Worksheet time: 38mins

Name
Class
Date
1.

ଅସହଯୋଗ ଆନ୍ଦୋଳନ ସମୟରେ ଗାନ୍ଧୀଜୀଙ୍କୁ କେଉଁ ମସିହାରେ ଗିରଫ କରଯାଇଥିଲା ?

a)

1922 ମାର୍ଚ୍ଚ 7

b)

1922 ମାର୍ଚ୍ଚ 8

c)

1922 ମାର୍ଚ୍ଚ 10

d)

1922 ମାର୍ଚ୍ଚ 12

2.

1922 ମସିହାରେ ଗାନ୍ଧୀଜୀ ଙ୍କୁ ଗିରଫ କରାଯାଇ କେତେ ବର୍ଷ ଜେଲ ଦଣ୍ଡ ଦିଆଯାଇଥିଲା ?

a)

4

b)

5

c)

6

d)

7

3.

କେଉଁ ମସିହାରେ ତୁର୍କୀରେ ଖଲିଫା ବ୍ୟବସ୍ଥାର ଉଚ୍ଛେଦ କରଯାଇଥିଲା ?

a)

1918

b)

1920

c)

1921

d)

1922

4.

କାହା ନେତୃତ୍ଵରେ ତୁର୍କୀରେ ସାଧାରଣତନ୍ତ୍ର ପ୍ରତିଷ୍ଠିତ କରାଯାଇ ଖଲିଫା ବ୍ୟବସ୍ଥାର ଉଚ୍ଛେଦ ହେଲା ?

a)

ଅବଦୁଲ୍ଲା

b)

କମାଲପାଶା

c)

ମହାତ୍ମା ଗାନ୍ଧୀ

d)

ସୁବାଷ ଚନ୍ଦ୍ର ବୋଷ

5.

କେଉଁ ଆନ୍ଦୋଳନ ସ୍ଥଗିତ ହେବା ଫଳରେ ଭାରତରେ ଖିଲାଫତ ଆନ୍ଦୋଳନର ଅବସାନ ଘଟିଲା ?

a)

ରାଓଲାତ ଆନ୍ଦୋଳନ

b)

ଖେଡା ଆନ୍ଦୋଳନ

c)

ଅସହଯୋଗ ଆନ୍ଦୋଳନ

d)

ସମସ୍ତ

6.

କେଉଁ ନେତା ଓଡିଶାରେ ଅସହଯୋଗ ଆନ୍ଦୋଳନକୁ ସଫଳ କରିବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରିଥିଲେ ?

a)

ଗୋପବନ୍ଧୁ ଦାସ

b)

ଗୋପବନ୍ଧୁ ଚୌଧୁରୀ

c)

ଯଦୁମଣି ମଙ୍ଗରାଜ

d)

ସମସ୍ତ

7.

ନାଗପୁର କଂଗ୍ରେସ ଅଧିବେଶନରେ ଓଡିଶାର ପ୍ରାୟ କେତେଜଣ ପ୍ରତିନିଧି ଯୋଗ ଦେଇଥିଲେ ?

a)

25

b)

35

c)

37

d)

39

8.

ନାଗପୁର କଂଗ୍ରେସ ଅଧିବେଶନ କେଉଁ ମସିହାରେ ଅନୁଷ୍ଠିତ ହୋଇଥିଲା ?

a)

1920

b)

1922

c)

1924

d)

1926

9.

ନାଗପୁର କଂଗ୍ରେସ ଅଧିବେଶନରୁ ଫେରିବା ପରେ କିଏ ଓଡିଶାରେ ଅସହଯୋଗ ଆନ୍ଦୋଳନ ସଂଗଠିତ କରିଥିଲେ ?

a)

ଗୋପବନ୍ଧୁ ଦାସ

b)

ସୁବାଷ ଚନ୍ଦ୍ର ବୋଷ

c)

ଗୋପବନ୍ଧୁ ଚୌଧୁରୀ

d)

ହରେକୃଷ୍ଣ ମହତାବ

10.

କିଏ ଓଡିଶାର ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ ଓ ଅସହଯୋଗ ଆନ୍ଦୋଳନ ସଂଗଠିତ କରିଥିଲେ ?

a)

ଯଦୁମଣି ମଙ୍ଗରାଜ

b)

ହରେକୃଷ୍ଣ ମହତାବ

c)

ଗୋପବନ୍ଧୁ ଦାସ

d)

ସମସ୍ତ

11.

କେଉଁ ମସିହାରେ ଗୋପବନ୍ଧୁ ଦାସ କଟକରେ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ ?

a)

1921 ଜାନୁଆରୀ 24

b)

1921 ଜାନୁଆରୀ 28

c)

1921 ଜାନୁଆରୀ29

d)

1921 ଜାନୁଆରୀ 31

12.

କେଉଁ ନେତାଙ୍କ ଉଦ୍ୟମରେ ଓଡିଶା ପ୍ରାଦେଶିକ କଂଗ୍ରେସ କମିଟି ଗଠିତ ହୋଇଥିଲା ?

a)

ଗୋପବନ୍ଧୁ ଦାସ

b)

ଭାଗୀରଥି ମହାପାତ୍ର

c)

ଯଦୁମଣି ମଙ୍ଗରାଜ

d)

ନିରଞ୍ଜନ ପଟ୍ଟନାୟକ

13.

କେଉଁ ମସିହାରେ ଓଡିଶା ପ୍ରାଦେଶିକ କଂଗ୍ରେସ କମିଟି ଗଠିତ ହୋଇଥିଲା ?

a)

1918

b)

1919

c)

1920

d)

1921

14.

ଓଡିଶା ପ୍ରାଦେଶିକ କଂଗ୍ରେସ କମିଟିର ପ୍ରଥମ ସଭାପତି କିଏ ହୋଇଥିଲେ ?

a)

ଭାଗୀରଥି ମହାପାତ୍ର

b)

ଗୋପବନ୍ଧୁ ଦାସ

c)

ନିରଞ୍ଜନ ପଟ୍ଟନାୟକ

d)

ଯଦୁମଣି ମଙ୍ଗରାଜ

15.

ଓଡିଶା ପ୍ରାଦେଶିକ କଂଗ୍ରେସ କମିଟିର ସମ୍ପାଦକ ଭାବେ କିଏ ନିର୍ବାଚିତ ହୋଇଥିଲେ ?

a)

ଭାଗୀରଥି ମହାପାତ୍ର

b)

ଗୋପବନ୍ଧୁ ଦାସ

c)

ନିରଞ୍ଜନ ପଟ୍ଟନାୟକ

d)

ଯଦୁମଣି ମଙ୍ଗରାଜ

16.

ଅସହଯୋଗ ଆନ୍ଦୋଳନକୁ ଲୋକାଭିମୁଖୀ କରିବା ପାଇଁ ଗାନ୍ଧୀଜୀ କେଉଁ ରାଜ୍ୟକୁ ଯାତ୍ରା କରିଥିଲେ ?

a)

ଉତ୍ତର ପ୍ରଦେଶ

b)

ମହାରାଷ୍ଟ୍ର

c)

ଓଡିଶା

d)

ପଞ୍ଜାବ

17.

କେଉଁ ମସିହାରେ ଗାନ୍ଧୀଜୀ ଓଡ଼ିଶାକୁ ଯାତ୍ରା କରିଥିଲେ ?

a)

1920

b)

1921

c)

1922

d)

1923

18.

ଗାନ୍ଧୀଜୀ କେଉଁ ସ୍ଥାନରେ ଓଡିଶାର ଜନସମାବେଶକୁ ଉଦବୋଧନ ଦେଇଥିଲେ ?

a)

ଭୁବନେଶ୍ଵର

b)

କଟକ

c)

ଗଞ୍ଜାମ

d)

ପୁରୀ

19.

କେଉଁ ମସିହାରେ ଗାନ୍ଧୀଜୀ ଓଡିଶାରେ ବିଶାଳ ଜନସମାବେଶକୁ ଉଦବୋଧନ ଦେଇଥିଲେ?

a)

1921 ମାର୍ଚ୍ଚ 22

b)

1921 ମାର୍ଚ୍ଚ 23

c)

1921 ମାର୍ଚ୍ଚ 24

d)

1921 ମାର୍ଚ୍ଚ 25

20.

ଗାନ୍ଧୀଜୀଙ୍କର ଉଦବୋଧନରେ ଅନୁପ୍ରାଣିତ ହୋଇ କିଏ ନିଜ ଅଳଙ୍କାର " ତିଲକ ସ୍ଵରାଜ୍ୟ ପାଣ୍ଠି " କୁ ଦାନ କରିଦେଇଥିଲେ ?

a)

ରମାଦେବୀ

b)

ସରୋଜିନୀ

c)

କସ୍ତୁରବା

d)

ସମସ୍ତ

21.

କଟକ ଜିଲ୍ଲା ସମେତ ଅନ୍ୟ କେଉଁ ଜିଲ୍ଲାରେ ଗାନ୍ଧୀଜୀ ଉଦବୋଧନ ଦେଇ ଓଡିଶା ବାସୀଙ୍କ ମନରେ ଜାତୀୟ ଉନ୍ମାଦନା ସୃଷ୍ଟି କରିଥିଲେ ?

a)

ଭଦ୍ରକ

b)

ପୁରୀ

c)

ବ୍ରହ୍ମପୁର

d)

ସମସ୍ତ

22.

କେଉଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇ ଓଡିଶାରେ ଅସହଯୋଗ ଆନ୍ଦୋଳନକୁ ସଫଳ କରାଯାଇଥିଲା ?

a)

ବ୍ରିଟିଶ ଦ୍ରବ୍ୟ ବର୍ଜନ

b)

ଖଦୀର ବ୍ୟବହାର

c)

ହିନ୍ଦୁ ମୁସଲମାନ ଏକତା

d)

ସମସ୍ତ

23.

ଓଡିଶାର କେଉଁ ଜିଲ୍ଲାରେ ବସ୍ତ୍ର ଗୁଡିକରେ ଅଗ୍ନି ସଂଯୋଗ କରାଯାଇ ବ୍ରିଟିଶ ଦ୍ରବ୍ୟର ବର୍ଜନ କରାଗଲା ?

a)

ପୁରୀ

b)

କଟକ

c)

ବ୍ରହ୍ମପୁର

d)

ଭଦ୍ରକ

24.

କେଉଁ ମସିହାରେ ଓଡିଶାରେ ବିଦେଶୀ ବସ୍ତ୍ର ଗୁଡିକରେ ଅଗ୍ନି ସଂଯୋଗ କରାଯାଇଥିଲା ?

a)

1921 ଅଗଷ୍ଟ 3

b)

1921 ଅଗଷ୍ଟ 4

c)

1921 ଅଗଷ୍ଟ 5

d)

1921 ଅଗଷ୍ଟ 6

25.

କେଉଁଠାରେ ଓଡିଶାର ଜନସାଧାରଣ ବିଦେଶୀ ଲୁଗା ପୋଡିଦେଇ ବ୍ରିଟିଶ ଦ୍ରବ୍ୟର ବ୍ୟବହାର ବର୍ଜନ କରିଥିଲେ?

a)

କଟକ

b)

ଭୁବନେଶ୍ଵର

c)

ବ୍ରହ୍ମପୁର

d)

ଭଦ୍ରକ

26.

ଭାରତର ଆୟତନ ପୃଥିବୀର ସମୁଦାୟ ଆୟତନର ପ୍ରାୟ ଶତକଡା କେତେଭାଗ ?

a)

2.3

b)

2.4

c)

2.5

d)

2.8

27.

ଭାରତର ସ୍ଥଳଭାଗ ସୀମାରେଖା ପ୍ରାୟ କେତେ କିଲୋମିଟର ଅଟେ ?

a)

15200 କି.ମି

b)

15250 କି.ମି

c)

15375 କି.ମି

d)

15400 କି.ମି

28.

ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ ଏବଂ ଲାକ୍ଷାଦ୍ଵୀପ ପୁଞ୍ଜୀକୁ ମିଶାଇ ଭାରତର ଉପକୂଳ ରେଖା ପ୍ରାୟ କେତେ କିଲୋମିଟର ?

a)

8192 କି.ମି

b)

8294 କି.ମି

c)

8194 କି.ମି

d)

8190 କି.ମି

29.

ଭାରତର ମୂଳ ଭୂ-ଖଣ୍ଡ ର ଭୂପକୂଳ ସୀମାରେଖା ପ୍ରାୟ କେତେ କିଲୋମିଟର ?

a)

9100 କି.ମି

b)

9150 କି.ମି

c)

9175 କି.ମି

d)

9200 କି.ମି

30.

ଭାରତର ଦ୍ଵୀପପୁଞ୍ଜ ଗୁଡିକର ମୋଟ ସୀମାରେଖା ପ୍ରାୟ କେତେ କି.ମି ଅଟେ ?

a)

2094 କି.ମି

b)

2095 କି.ମି

c)

2099 କି.ମି

d)

2011 କି.ମି

31.

ଭାରତର ଉତ୍ତର-ପଶ୍ଚିମ ସୀମାକୁ ଲାଗି କେଉଁ ଦେଶ ଅବସ୍ଥିତ ?

a)

ଚିନ

b)

ନେପାଲ

c)

ଆଫଗାନିସ୍ଥାନ

d)

ମିଆନମାର

32.

ଆରବ ସାଗର ଭାରତ ଦେଶର କେଉଁ ଦିଗରେ ଅବସ୍ଥିତ ?

a)

ପୂର୍ବ

b)

ପଶ୍ଚିମ

c)

ଉତ୍ତର

d)

ଦକ୍ଷିଣ

33.

ଭାରତର ଦକ୍ଷିଣ ଭାଗରେ କେଉଁ ସାଗର ଅବସ୍ଥିତ ?

a)

ପ୍ରଶାନ୍ତ ମହାସାଗର

b)

ଭାରତ ମୋହାସାଗର

c)

ବଙ୍ଗୋପ ମୋହାସାଗର

d)

ଆରବ ମୋହାସାଗର

34.

ମିଆଁମାର ଭାରତ ଦେଶର କେଉଁ ଦିଗରେ ଅବସ୍ଥିତ ?

a)

ପୂର୍ବ

b)

ପଶ୍ଚିମ

c)

ଉତ୍ତର

d)

ଦକ୍ଷିଣ

35.

ଭାରତର ଉତ୍ତର ଦିଗରେ କେଉଁ ଦେଶ ଅବସ୍ଥିତ ?

a)

ପାକିସ୍ଥାନ

b)

ଭୁଟାନ

c)

ନେପାଳ

d)

ସମସ୍ତ

36.

ଭାରତ ଦେଶର ପୂର୍ବସୀମା ଠାରୁ ପଶ୍ଚିମ ସୀମା ମଧ୍ୟରେ ଦ୍ବ୍ରତା ପ୍ରାୟ କେତେ କୋଲୋମିଟର ?

a)

2955 କି.ମି

b)

2933 କି.ମି

c)

3214 କି.ମି

d)

3555 କି.ମି

37.

ଭୁପୃଷ୍ଠର ସମୁଦାୟ ଆୟତନର ଶତକଡା କେତେଭାଗ ସ୍ଥଳଭାଗ ?

a)

28

b)

29

c)

30

d)

40

38.

ଭୁପୃଷ୍ଠର ସମୁଦାୟ ଆୟତନର ଶତକଡା କେତେ ଭାଗ ଜଳ ଭାଗ ?

a)

65

b)

68

c)

71

d)

73

39.

ଉଚ୍ଚା ବଚ୍ଚା ଦୃଷ୍ଟିରୁ ସମୁଦ୍ର ପତ୍ତନଠାରୁ ସ୍ଥଳଭାଗର ଉଚ୍ଚତା ଅନୁସାରେ ଭୂ- ଭାଗକୁ ସମୁଦାୟ କେତେ ଭାଗରେ ଭିଭକ୍ତ କରାଯାଇଛି ?

a)

5

b)

4

c)

6

d)

3

40.

ସମୁଦ୍ର ପତ୍ତନଠାରୁ ସ୍ଥଳଭାଗର ଉଚ୍ଚତା ଅନୁସାରେ ଅଧିକ ଉଚ୍ଚତା ବିଶିଷ୍ଟ ଭୂ-ଭାଗକୁ କଣ କୁହାଯାଏ ?

a)

ପାର୍ବତ୍ୟ ଭୂମି

b)

ସମୋଚ୍ଚ ମାଳଭୂମି

c)

ଉପତ୍ୟକା

d)

ସମତଳ ଭୂମି

41.

ସମୁଦ୍ର ପତ୍ତନ ଠାରୁ ସ୍ଥଳଭାଗର ଉଚ୍ଚତା ଅନୁସାରେ ମଧ୍ୟମ ଉଚ୍ଚତା ବିଶିଷ୍ଟ ଭୂ-ଭାଗକୁ କଣ କୁହାଯାଏ ?

a)

ସମତଳଭୂମି

b)

ମାଳଭୂମି

c)

ପାର୍ବତ୍ୟଭୂମି

d)

ଊପତ୍ୟକା

42.

ସମୁଦ୍ର ପତ୍ତନ ଠାରୁ ସ୍ଥଳଭାଗର ଉଚ୍ଚତା ଅନୁସାରେ କମ୍ ଉଚ୍ଚତା ବିଶିଷ୍ଟ ଭୂଭାଗକୁ କଣ କୁହାଯାଏ ?

a)

ନଦୀଊପତ୍ୟକା

b)

ସମତଳଭୂମି

c)

ଉଭୟ a ଓ b

d)

ମାଳଭୂମି

43.

ଭାରତର saମୁଦାୟ ଭୂ-ସମ୍ବଳର ଆୟତନ କେତେ ବର୍ଗ କିଲୋମିଟର ?

a)

32 ଲକ୍ଷ 15 ହଜାର ବର୍ଗ କିଲୋମିଟର

b)

32 ଲକ୍ଷ 87 ହଜାର ବର୍ଗ କିଲୋମିଟର

c)

32 ଲକ୍ଷ 16 ହଜାର ବର୍ଗ କିଲୋମିଟର

d)

32 ଲକ୍ଷ 88 ହଜାର ବର୍ଗ କିଲୋମିଟର

44.

ଭାରତର ସମୁଦାୟ ଭୂ-ସମ୍ବଳର ପ୍ରାୟ ଶତକଡା କେତେଭାଗ ସମତଳଭୂମି ?

a)

43

b)

30

c)

27

d)

22

45.

ଭାରତର ସମୁଦାୟ ଭୂ-ସମ୍ବଳର ପ୍ରାୟ ଶତକଡା ମାଳଭୂମି ?

a)

43

b)

27

c)

23

d)

22

46.

କେଉଁ ଭୂମି ଜଳ ସମ୍ବଳର ଉସ୍ଚ ଓ ପର୍ଜ୍ୟଟନ ଇତ୍ୟାଦି କାର୍ଯ୍ୟ ସାଧନ କରିଥାଏ ?

a)

ମାଳଭୂମି

b)

ସମତଳଭୂମି

c)

ପାର୍ବତ୍ୟଭୂମି

d)

ଢାଲୁ

47.

କେଉଁ ଭୂମି କୃଷି , ଶିଳ୍ପ ଓ ଜନବସତି ଇତ୍ୟାଦି କାର୍ଯ୍ୟ ସାଧାନ କରିଥାଏ ?

a)

ସମତଳଭୂମି

b)

ମାଳଭୂମି

c)

ପାର୍ବତ୍ୟଭୂମି

d)

ଦ୍ଵୀପ

48.

କେଉଁ ଭୂମି ଗୁଡିକ ଖଣିଜସମ୍ବଳ , କୋଇଲା , ଅରଣ୍ୟ , ବନ୍ୟପ୍ରାଣୀ ପ୍ରଭୁତି ବିଭିନ୍ନ ସମ୍ବଳର ଗନ୍ତାଘର ଅଟେ ?

a)

ସମତଳ ଭୂମି

b)

ମାଳଭୂମି

c)

ପାର୍ବତ୍ୟ ଭୂମି

d)

ନଦୀ ଉପତ୍ୟାକା

49.

କେଉଁ ଭୂମିର ଜଳ ଧାରଣ କ୍ଷମତା କମ୍ ହୋଇଥାଏ ?

a)

ପାର୍ବତ୍ୟଭୂମି

b)

ମାଳଭୂମି

c)

ଉଭୟ a ଓ b

d)

ସମତଳଭୂମି

50.

ଭାରତର ସମୁଦାୟ ଭୂ-ସମ୍ବଳର ପ୍ରାୟ ଶତକଡା କେତେଭାଗ ପାର୍ବତ୍ୟ ଭୂମି ?

a)

43

b)

30

c)

27

d)

22