wayground logo

Free Printable Worksheets

Font size

S
M
L
XL
Worksheets

social science 10th

Total questions: 50

Worksheet time: 39mins

Name
Class
Date
1.

ସ୍ଵାଧୀନତା ପ୍ରାପ୍ତି ସମୟରେ ସମୁଦାଯ ଚାଷଜମିର ପରିମାଣ ପ୍ରାୟ କେତେ ନିୟୁତ ହେକ୍ଟର ଥିଲା ?

a)

118.75

b)

189.7

c)

119.75

d)

125.85

2.

ଶୁଷ୍କ କୃଷି ଓ ରୋପଣକୃଷି ସାଧାରଣତଃ କେଉଁ ଅଞ୍ଚଳରେ ସର୍ବାଧିକ ମାତ୍ରାରେ କରାଯାଇଥାଏ ?

a)

ନଦୀ ଉପତ୍ୟକା

b)

ଲାଭ ଜନିତ ମାଳଭୂମି

c)

ପାର୍ବତ୍ୟ ଢାଲୁ

d)

ପ୍ଲାବନ ଭୂମି

3.

କେଉଁ ରାଜ୍ୟରେ ସ୍ଥାନାନ୍ତରିତ କୃଷି ବିଶେଷ ଭାବରେ ପରିଲକ୍ଷିତ ହୋଇଥାଏ ?

a)

ଓଡିଶା

b)

ଆସାମ

c)

ଛତିଶଗଡ

d)

ସମସ୍ତ

4.

ସ୍ଥାନାନ୍ତରିତ କୃଷିକୁ ଓଡିଶାରେ କଣ କୁହାଯାଏ ?

a)

ଝୁମ

b)

ପୋଡୁଚାଷ

c)

ରୋପଣ ଚାଷ

d)

ସୋପାନ କୃଷି

5.

ସ୍ଥାନାନ୍ତରିତ କୃଷିକୁ ଆସାମରେ କଣ କୁହାଯାଏ ?

a)

ଝୁମ

b)

ପୋଡୁଚାଷ

c)

ରୋପଣ ଚାଷ

d)

ସୋପାନ କୃଷି

6.

5 ବର୍ଷରୁ ଅଧିକ ସମୟ ଧରି ପଡିଆ ରହିଥିବା ଭୂମିକୁ କଣ କୁହାଯାଏ ?

a)

କୃଷି ଯୋଗ୍ୟ ଅବ୍ୟବହୃତ ଭୂମି

b)

ଅଣ କୃଷି ଭୂମି

c)

ପତିତ ଭୂମି

d)

ଚାରଣ ଭୂମି

7.

ଓଡିଶା , ଆସାମ , ଛତିଶଗଡ ଆଦି ରାଜ୍ୟରେ ପାର୍ବତ୍ୟ ଅଞ୍ଚଳରେ ଅରଣ୍ୟ କାଟି ଓ ପୋଡି ଯେଉଁ ଚାଷ କରାଯାଏ ତାକୁ କଣ କୁହାଯାଏ ?

a)

ସ୍ଥାନାନ୍ତରିତ କୃଷି

b)

ଅଣ କୃଷି

c)

ରୋପଣ କୃଷି

d)

କେଉଁଟି ନୁହେ

8.

ଗୃହ ଅନୁଷ୍ଠାନ , ରାସ୍ତା ଘାଟ ଶିଳ୍ପ ଇତ୍ୟାଦିରେ ବ୍ୟବହୃତ ଭୂମିକୁ କଣ କୁହାଯାଏ ?

a)

ଅଣକୃଷି ଭୂମି

b)

ପ୍ଲାବନ ଭୂମି

c)

ସମତଳ ଭୂମି

d)

ମାଳ ଭୂମି

9.

ଭାରତର କେଉଁ ରାଜ୍ୟରେ ସର୍ବାଧିକ ଚାରଣ ଭୂମି ଦେଖାଯାଏ ?

a)

ପଞ୍ଜାବ

b)

ହିମାଚଳ ପ୍ରଦେଶ

c)

ସିକିମ

d)

ଆସାମ

10.

ଭାରତରେ ପତିତ ଭୂମି କେଉଁ ରାଜ୍ୟରେ ବିଶେଷ ଭାବରେ ଦେଖାଯାଏ ?

a)

ତାମିଲନାଡୁ

b)

ରାଜସ୍ଥାନ

c)

ନାଗାଲାଣ୍ଡ

d)

ସମସ୍ତ

11.

2018-19 ମସିହାରେ ଆମ ଦେଶରେ ବିଭିନ୍ନ ସଂସ୍କୃତିକ ତଥା କୃଷିଭୂମି ପାଇଁ ସର୍ବାଧିକ ଭୂମି ବ୍ୟବହାର କରୁଥିବା ରାଜ୍ୟର ନାମ କଣ ?

a)

ପଶ୍ଚିମବଙ୍ଗ

b)

ରାଜସ୍ଥାନ

c)

ଓଡିଶା

d)

ବିହାର

12.

ଆମ ମୌଳିକ ଆବଶ୍ୟକତାର ପ୍ରାୟ ଶତକଡା କେତେ ଭାଗ ଆମେ ଖାଦ୍ୟ , ବସ୍ତ୍ର , ବାସଗୃହ ଭାବରେ ପାଇଥାଉ?

a)

85

b)

90

c)

95

d)

98

13.

ଭୂ ସମ୍ବଳର ସାମାଧାନ ପାଇଁ କେଉଁ ଉପାୟ ଅବଲମ୍ବନ କରିବା ଉଚିତ ?

a)

ପୁନଃ ବନୀକରଣ

b)

ପଶୁଚାରଣ ସଂକୋଚନ

c)

ନିୟନ୍ତ୍ରିତ ପଶୁଚରଣ

d)

ସମସ୍ତ

14.

2018- 19 ମସିହାରେ ଭାରତର ଚାଷଜମି ବୃଦ୍ଧିପାଇ ________ ନିୟୁତ ହେକ୍ଟର ହୋଇଛି ?

a)

189. 74

b)

198 .74

c)

289.74

d)

298.74

15.

ଅରଣ୍ୟ କ୍ଷୟ ରୋକିବା ପାଇଁ ଓ ଏହାର ଆୟତନ ବୃଦ୍ଧି ପାଇଁ ଭାରତ ସରକାର 1952, 1988 ଓ _______ ମସିହାରେ ଜାତୀୟ ଅରଣ୍ୟ ନୀତି ପ୍ରଣୟନ କରିଥିଲା ?

a)

2000

b)

2008

c)

2018

d)

2019

16.

ଲାକ୍ଷାଦ୍ଵୀପ ଅଞ୍ଚଳର ସମୁଦାୟ କ୍ଷେତ୍ରଫଳର ପ୍ରାୟ _______ ଶତକଡା ଅରଣ୍ୟ ଭୂମି ରହିଛି ?

a)

80

b)

86

c)

90

d)

96

17.

2017- 18 ମସିହାରେ ସାଧାରଣ ଭୂ ବ୍ୟବହାର ଅନୁଯାୟୀ ଭାରତର ଜଳସେଚିତ ଭୂମିର ଆୟତନ ପ୍ରାୟ ________ ନିୟୁତ ହେକ୍ଟର ।

a)

70

b)

71

c)

72

d)

73

18.

ନିମ୍ନୋକ୍ତ ମଧ୍ୟରୁ କେଉଁଟି ମନୁଷ୍ୟର ମୌଳିକ ଆବଶ୍ୟକତା ନୁହେଁ ?

a)

ଖାଦ୍ୟ

b)

ଅରଣ୍ୟ

c)

ବାସଗୃହ

d)

ବସ୍ତ୍ର

19.

ମନୁଷ୍ୟର ସମସ୍ତ ପ୍ରକାର ସାମାଜିକ ଓ ଅର୍ଥନୈତିକ କାର୍ଯ୍ୟକଳାପ _______ ସମ୍ବଳ ଉପରେ ନିର୍ଭର କରେ ?

a)

ଶକ୍ତି

b)

ଜଳ

c)

ଭୂମି

d)

ଖଣିଜ

20.

ଲାଦାଖ ଅନ୍ତର୍ଗତ ଭାରତର ଉତ୍ତରସ୍ଥ ସୀମା ନିର୍ଦ୍ଧାରଣ କରୁଥିବା ସ୍ଥାନକୁ କଣ କୁହାଯାଏ ?

a)

ଇନ୍ଧିରାକଲ

b)

ଦଫାଦାର

c)

କନ୍ୟାକୁମାରୀ

d)

ରାଜକୋଟ

21.

ମିଜୋରମ କେନ୍ଦ୍ରଶାସିତ ଅଞ୍ଚଳର ସମୁଦାୟକ୍ଷେତ୍ରଫଳର ପ୍ରାୟ ______ ଶତକଡା ଅରଣ୍ୟ ଭୂମି ରହିଛି ?

a)

99

b)

88

c)

86

d)

85

22.

ଅଣ୍ଡାମାନ ଓ ନିକୋବର କେନ୍ଦ୍ର ଶାସିତ ଅଞ୍ଚଳର ସମୁଦାୟ କ୍ଷେତ୍ରଫଳର ପ୍ରାୟ ________ଶତକଡା ଅରଣ୍ୟ ଭୂମି ରହିଛି ?

a)

88

b)

82

c)

83

d)

75

23.

ଅରୁଣାଚଳ ପ୍ରଦେଶ କେନ୍ଦ୍ର ଶାସିତ ଅଞ୍ଚଳର ସମୁଦାୟ କ୍ଷେତ୍ରଫଳର ପ୍ରାୟ ________ଶତକଡା ଅରଣ୍ୟ ଭୂମି ରହିଛି ?

a)

82

b)

81

c)

80

d)

79

24.

ମେଘାଳୟ କେନ୍ଦ୍ର ଶାସିତ ଅଞ୍ଚଳର ସମୁଦାୟ କ୍ଷେତ୍ରଫଳର ପ୍ରାୟ ________ଶତକଡା ଅରଣ୍ୟ ଭୂମି ରହିଛି ?

a)

75

b)

76

c)

78

d)

79

25.

ନାଗାଲାଣ୍ଡ କେନ୍ଦ୍ର ଶାସିତ ଅଞ୍ଚଳର ସମୁଦାୟ କ୍ଷେତ୍ରଫଳର ପ୍ରାୟ ________ଶତକଡା ଅରଣ୍ୟ ଭୂମି ରହିଛି ?

a)

75

b)

76

c)

77

d)

78

26.

1919 ଭାରତ ଶାସନ ଆଇନର କାର୍ଜ୍ୟକାରିତା ଅନୁଧ୍ୟାନ କରିବା ପାଇଁ କେଉଁ କମିଶନ ଗଠନ କରଯାଇଥିଲା ।

a)

ସାଇମନ କମିଶନ

b)

ବେଲେବି କମିଶନ

c)

ଉଭୟ

d)

କେଉଁଟି ବି ନୁହଁ

27.

ସାଇମନ କମିଶନ କେବେ ଗଠନ କରଯାଇଥିଲା ?

a)

1925

b)

1927

c)

1989

d)

1926

28.

କାହା ଅଧ୍ୟକ୍ଷତାରେ ସାଇମନ କମିଶନ ଗଠନ କରଯାଇଥିଲା ?

a)

ଡାଲ ହାଉସୀ

b)

ଜନ କ୍ଲୀଣ୍ଟନ

c)

Sir ଜନ ସାଇମନ

d)

ସମସ୍ତ

29.

ସାଇମନ କମିଶନ କେତେ ଜଣ ସଦସ୍ୟଙ୍କୁ ନେଇ ଗଠନ କରଯାଇଥିଲା |?

a)

7

b)

8

c)

9

d)

11

30.

ଭାରତୀୟ ଜାତୀୟ କଙ୍ଗ୍ରେସ୍ କେଉଁ ଅଧିବବେସନରେ ସାଇମନ କମିଶନ କୁ ବର୍ଜନ କରିବା ପାଇଁ ସ୍ଥିର କରାଯାଇଥିଲା ?

a)

ଅହମ୍ମଦାବାଦ

b)

ମାଡ୍ରାସ

c)

ଦିଲ୍ଲୀ

d)

ବମ୍ବେ

31.

କିଏ ସାଇମନ କମିଶନ କୁ ବିରୋଧ କରି ଲାହୋର ଠାରେ ଲାଠିମାଡ ର ଶିକାର ହୋଇ ପରେ ମୃତ୍ୟୁବରଣ କରିଥିଲେ ?

a)

ଲାଲା ଲାଜପତ ରାୟ

b)

ମାନସିଂହ

c)

ନେହୁରୁ

d)

ବାଲ ଗଙ୍ଗାଧର ତିଳକ

32.

ପଞ୍ଝାବ କେଶରୀ ନାମକ ଉପାଧି କାହାକୁ ପ୍ରଦାନ କରଯାଇଥିଲା ?

a)

ବାଲ ଗଙ୍ଗାଧର ତିଳକ

b)

ଲାଲ ଲାଜପତ ରାୟ

c)

ମାହାତ୍ମା ଗାନ୍ଧୀ

d)

କେଉଁଟି ବି ନୁହଁ

33.

କେଉଁ ମସିହାରେ ଲାହୋରେ ଠାରେ ଲଜପତ ରାୟଙ୍କ ଉପରେ ଲାଠି ପ୍ରହାର କରଯାଇଥିଲା ?

a)

1928 ଅକ୍ଟୋବର 30

b)

1928 ଅକ୍ଟୋବର 29

c)

1928 ଅକ୍ଟୋବର 28

d)

1928 ଅକ୍ଟୋବର 27

34.

ଲାଲା ଲଜପତ ରାୟ କେଉଁ ମସିହାରେ ମୃତ୍ୟୁବରଣ କରିଥିଲେ ?

a)

1928 ନଭେମ୍ବର 17

b)

1928 ନଭେମ୍ବର 21

c)

1928 ନଭେମ୍ବର 19

d)

1928 ନଭେମ୍ବର 18

35.

1919 ରେ କାହା ଅଧ୍ୟକ୍ଷତାରେ ଜାତୀୟ କଂଗ୍ରେସର ଏକ ଅଧିବେଶନ ଅନୁଷ୍ଠିତ ହୋଇଥିଲା ?

a)

ମହାତ୍ମା ଗାନ୍ଧୀ

b)

ଲାଜପାତ ରାୟ

c)

ଜବାହାରଲାଲ ନେହେରୁ

d)

ମୋତିଲାଲ ନେହୁରୁ

36.

ଜାତୀୟ କଂଗ୍ରେସ ର କେଉଁ ଅଧିବେଶନରେ ପୂର୍ଣ୍ଣ ସ୍ଵରାଜ ପ୍ରସ୍ତାବ ଅନୁମୋଦନ କରଯାଇଥିଲା |?

a)

ପଞ୍ଝାବ

b)

ଦିଲ୍ଲୀ

c)

ମାଡ୍ରାସ

d)

ଲାହୋରେ

37.

1929 ମସିହାରେ କେଉଁ ନଦୀ କୁଳରେ ଜବାହାରଲାଲ ନେହୁରୁ ସ୍ଵାଧୀନତାର ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ ?

a)

ରାବୀ

b)

ଗଙ୍ଗା

c)

ଯମୁନା

d)

ବ୍ରହ୍ମପୁତ୍ର

38.

କେଉଁ ଦିବସକୁ ଭାରତର ପ୍ରଥମ ସ୍ଵାଧୀନତା ଦିବସ ରୂପେ ପାଳନ କରାଯିବା ପାଇଁ ଘୋଷଣା କରଯାଇଥିଲା ?

a)

1930 ଜାନୁଆରୀ 26

b)

1930 ଜାନୁଆରୀ 15

c)

1949 ଜାନୁଆରୀ 26

d)

1949 ଅଗଷ୍ଟ 15

39.

କେଉଁ ଅଧିବେଶନରେ ଆଇନ ଅମାନ୍ଯ ଆନ୍ଦୋଳନ ଆରମ୍ଭ କରିବା ପାଇଁ ପ୍ରସ୍ତାବ ଗୃହିତ ହେଲା ?

a)

ଲାହୋର

b)

ମାଡ୍ରାସ

c)

ଦିଲ୍ଲୀ

d)

ବମ୍ବେ

40.

ଆଇନ ଅମାନ୍ଯ ଆନ୍ଦୋଳନ ଆରମ୍ଭ କରିବା ପୂର୍ବରୁ ଗାନ୍ଧୀଜୀ ସମୁଦାଯ କେତେଥର ଶାସନସଂସ୍କାରର ଚିଠା ପ୍ରସ୍ତୁତ କରି ଇଂରେଜ ସରକାର ଙ୍କ ଆଗରେ ଉପସ୍ଥାପନା କରିଥିଲେ ?

a)

10

b)

11

c)

12

d)

15

41.

ବ୍ରିଟିଶ ସରକାର ସମସ୍ତ ପ୍ରସ୍ତାବ ଗ୍ରହଣ ନ କାଲେ ବାଧ୍ୟ ହୋଇ ଗାନ୍ଧୀଜୀ ଆଇନ ଅମାନ୍ଯ ଆନ୍ଦୋଳନ ଆରମ୍ଭ କରିବେ ବୋଲି କାହାକୁ ଜଣେଇଥିଲେ ?

a)

ଜବାହାରଲାଲ ନେହୁରୁ

b)

ଜେନେରାଲ ଡାୟାର

c)

ଲର୍ଡ ଇରୁଇନ

d)

ସମସ୍ତ

42.

1930 ମସିହାରେ କାହା ନେତୃତ୍ଵରେ ଆଇନ ଅମାନ୍ଯ ଆନ୍ଦୋଳନର ଡାକରା ଦିଆଯାଇଥିଲା ?

a)

ଗାନ୍ଧୀଜୀ

b)

ସୁଭାଷଚନ୍ଦ୍ର ବୋଷ

c)

ଇରୁଇନ

d)

ଦାୟାର

43.

ଗାନ୍ଧୀଜୀ ଙ୍କ ଦ୍ଵାରା କେଉଁ ମସିହାରେ ଆଇନ ଅମାନ୍ଯ ଆନ୍ଦୋଳନ ଆରମ୍ଭ କରଯାଇଥିଲା ?

a)

1930 ମାର୍ଚ 15

b)

1930 ମାର୍ଚ 12

c)

1930 ମାର୍ଚ 17

d)

1930 ମାର୍ଚ 25

44.

ଗାନ୍ଧୀଜୀ ସାବରମତୀ ଆଶ୍ରମ ଠାରୁ ବାହାରି ଗୁଜୁରାଟ ସ୍ଥାନ ଙ୍କୁ କେତେଜଣ କଂଗ୍ରେସ କର୍ମୀଙ୍କ ସହ ଲବଣଆଇନ ଭଙ୍ଗ କରିବା ପାଇଁ ଯାତ୍ରା କରିଥିଲେ ?

a)

75

b)

76

c)

78

d)

92

45.

1930 ମାର୍ଚ 12 ତାରିଖରେ ଗାନ୍ଧୀଜୀ ସାବରମତୀ ଆଶ୍ରମଠାରୁ ବାହାରି କେଉଁ ସ୍ଥାନ କୁ ଯାତ୍ରା କରିଥିଲେ ?

a)

ଦାଣ୍ଡି

b)

ଅହମ୍ମଦାବାଦ

c)

ଲାହୋର

d)

ମାଡ୍ରାସ

46.

ନିମ୍ନଲିଖିତ କେଉଁ କାର୍ଯ୍ୟଗୁଡିକ ଆଇନ ଅମାନ୍ଯ ଆନ୍ଦୋଳନ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ଅଟେ ?

a)

ବିଦେଶୀ ଲୁଗାରେ ଅଗ୍ନିସଂଯୋଗ

b)

ଅଶ୍ପୁର୍ଷ୍ୟତା ବର୍ଜନ

c)

ଲବଣଆଇନ ଭଙ୍ଗ

d)

ସମସ୍ତ

47.

ଭାରତର କେଉଁ ରାଜ୍ୟର ଜନ ସାଧାରଣ ଆଇନ ଅମାନ୍ଯ ଆନ୍ଦୋଳନ ସମୟରେ ସରକାରୀ ଟିକସ ଦେବା ପାଇଁ ମନା କରାଯାଇଥିଲେ ?

a)

କର୍ଣ୍ଣାଟକ

b)

ଗୁଜୁରାଟ

c)

ମାଡ୍ରାସ

d)

ସମସ୍ତ

48.

ଆଇନ ଅମାନ୍ଯ ଆନ୍ଦୋଳନ ସମଯରେ କେଉଁ ରାଜ୍ୟର ଜନ ସାଧାରଣ ଜଙ୍ଗଲ ଆଇନ ଅମାନ୍ଯ ଆରମ୍ଭ କରିଥିଲେ ?

a)

ମହାରାଷ୍ଟ୍ର

b)

ହରିୟାନା

c)

ଓଡିଶା

d)

ଗୁଜୁରାଟ

49.

ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ଭାରତର ଜନସାଧାରଣ କେଉଁ କର ଦେବା ପାଇଁ ମନା କରିଦେଇଥିଲେ ?

a)

ଜମିକର

b)

ଚୌକିଦାରି କର

c)

ପର୍ଯ୍ୟଟନ କର

d)

ସମସ୍ତ

50.

ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ବିଦେଶୀବସ୍ତ୍ର ବର୍ଜନ କେଉଁ ରାଜ୍ୟରେ ଅତ୍ୟନ୍ତ ସଫଳ ହୋଇଥିଲା ?

a)

ବଙ୍ଗ

b)

ବିହାର

c)

ଓଡିଶା

d)

ସମସ୍ତ