NEW
Font size
WorksheetsSOCIAL SCIENCE
Total questions: 14
Worksheet time: 7mins
କେଉଁ ଗୃହରେ ଅନାସ୍ଥା ପ୍ରସ୍ତାବ ଗୃହୀତ କରାଯାଇ ପ୍ରଧାନମନ୍ତ୍ରୀଙ୍କୁ ପଦଚ୍ୟୁତ କରାଯାଇ ପାରିବ ?
ରାଜ୍ୟସଭା
ଲୋକସଭା
ସଂସଦ
ବିଧାନସଭା
କେଉଁଠି ରାଷ୍ଟ୍ରପତିଙ୍କ କ୍ଷମତାର ଅନ୍ତର୍ଭୁକ୍ତ ଅଟେ
ସାମରିକ କ୍ଷମତା
କୂଟନୈତିକ କ୍ଷମତା
ନ୍ୟାୟିକ କ୍ଷମତା
ଏ ସମସ୍ତ
ସମ୍ବିଧାନର କେଉଁ ଧାରା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଏକ ମନ୍ତ୍ରୀ ପରିଷଦ ଗଠିତ ହୋଇଥାଏ
160
153
162
163
ରାଜ୍ୟମନ୍ତ୍ରୀ ପରିଷଦର ମୁଖ୍ୟଙ୍କୁ କଣ କୁହାଯାଏ
ପ୍ରଧାନମନ୍ତ୍ରୀ
ବାଚସ୍ପତି
ମୁଖ୍ୟମନ୍ତ୍ରୀ
ରାଜ୍ୟପାଳ
ଭାରତର ଶୀର୍ଷ ନ୍ୟାୟାଳୟକୁ କ’ଣ କୁହାଯାଏ
ଜିଲ୍ଲା କୋର୍ଟ
ହାଇକୋର୍ଟ
ସୁପ୍ରିମକୋର୍ଟ
Non of these
ନିମ୍ନୋକ୍ତ ମଧ୍ୟରୁ କେଉଁ ଧାରା ଅନୁସାରେ ପ୍ରତ୍ୟେକ ରାଜ୍ୟରେ ଗୋଟିଏ ହାଇକୋର୍ଟ ରହିବ ?
314
144
414
214
ବର୍ତ୍ତମାନ ଭାରତରେ ବିଭିନ୍ନ ରାଜ୍ୟରେ କେତୋଟି କୋର୍ଟ କାର୍ଯ୍ୟ କରୁଛି ?
41
28
21
25
ସମ୍ବିଧାନ ସଂଶୋଧନ କରାଯାଇ କେତୋଟି ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତି ଯୋଗ କରାଗଲା ?
5
2
3
4
ନାଗରିକମାନଙ୍କର ମୌଳିକ ଅଧିକାରର ରକ୍ଷାକର୍ତ୍ତା କିଏ
ବ୍ୟବସ୍ଥାପିକ
ନ୍ୟାୟପାଳିକ
କାର୍ଯ୍ୟପାଳିକା
ରାଷ୍ଟ୍ରପତି
ଭାରତ ସମ୍ବିଧାନର ରକ୍ଷକ, ଏମାନଙ୍କ ମଧ୍ୟରୁ କିଏ
ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟପାଳିକା
ସର୍ବୋଚ୍ଚ ବିଚାରାଳୟ
କେଉଁଟି ନୁହଁ
ଭାରତୀୟ ସମ୍ବିଧାନକୁ କିଏ ପ୍ରଣୟନ କରିଥିଲେ
ଭାରତୀୟ ସଂସଦ,
ବ୍ରିଟିସ ସଂସଦ
ସମ୍ବିଧାନ ପ୍ରଣୟନ ସଭା
ଜବାହରଲାଲ୍ ନେହେରୁ
ରାଜ୍ୟସଭାର ସଭ୍ୟ ସଂଖ୍ୟା କେତେ
545
249
250
300
ରାଜ୍ୟସଭାର ସଦସ୍ୟମାନଙ୍କର କାର୍ଯ୍ୟକାଳ କେତେ ବର୍ଷ
5
2
6
8
ରାଜ୍ୟସଭାକୁ ରାଷ୍ଟ୍ରପତି କେତେଜଣ ସଭ୍ୟଙ୍କୁ ମନୋନୀତ କରନ୍ତି ?
10
12
20
14
