WorksheetsClass VIII QUIZ 1
Total questions: 8
Worksheet time: 4mins
Name
Class
Date
1.
ଦିଲ୍ଲୀର କେଉଁ ଦିଗରେ ଲାହୋର ଅବସ୍ଥିତ ?
a)
ପୂର୍ବ
b)
ପଶ୍ଚିମ
c)
ଉତ୍ତର
d)
ଦକ୍ଷିଣ
2.
ନାଦିର ଶାହା କେବେ ଭାରତ ଆକ୍ରମଣ କରିଥିଲେ ?
a)
୧୬୩୯
b)
୧୭୩୯
c)
୧୮୩୯
d)
୧୯୩୯
3.
ମୟୂର ସିଂହାସନ କିଏ ନିର୍ମାଣ କରିଥିଲେ ?
a)
ଆକବର
b)
ବାବର
c)
ଶାହାଜାହାନ
d)
ଅହମ୍ମଦ ଶାହ
4.
ଶିଖ୍ ମାନଙ୍କ ପ୍ରତ୍ୟେକ ସଂଘକୁ କଣ କୁହାଯାଏ ?
a)
କିସଲ
b)
ମିସଲ
c)
ଅମୀର
d)
ଦେୱ।ନ
5.
କିଏ ସ୍ଵତନ୍ତ୍ର ଶିଖ ରାଜ୍ୟ ଗଠନ କରିଥିଲେ ?
a)
ଗୁରୁ ଗୋବିନ୍ଦ ସିଂହ
b)
ବାନ୍ଦା ବାହାଦୂର
c)
ଗନ୍ଦା ବାହାଦୂର
d)
ରଣଜିସ ସିଂହ
6.
ତୃତୀୟ ପାନିପଥ ଯୁଦ୍ଧ କେବେ ହୋଇ ଥିଲା ?
a)
1761
b)
1453
c)
1664
d)
1498
7.
ଭାସ୍କୋଡାଗାମା କେବେ ଭାରତକୁ ଜଳପଥ ଅବିସ୍କାର କରିଥିଲେ ?
a)
1945
b)
1498
c)
1550
d)
1761
8.
କେଉଁ ମସିହା ପର୍ଯ୍ୟନ୍ତ ଗୋ ପର୍ତ୍ତୁଗୀଜ ମାନଙ୍କ ଅଧିନରେ ଥିଲା ?
a)
1947
b)
1950
c)
1960
d)
1961
100 %
