Wayground logo

Free Printable Worksheets

Font size

S
M
L
XL
Worksheets

Class 8 Quiz 3

Total questions: 8

Worksheet time: 4mins

Name
Class
Date
1.

ପଣ୍ଡିଚେରି କେଉଁମାନଙ୍କ ସାମରିକ ଶିବିର ଥିଲା ?

a)

ଇଂରେଜ

b)

ଫରାସୀ

c)

ଡଚ

d)

ଓଲନ୍ଦାଜ

2.

ପ୍ରଥମ କର୍ଣ୍ଣାଟ ସମର କେବେ ହୋଇ ଥିଲା ?

a)

1740

b)

1750

c)

1756

d)

1856

3.

ଆଲିବର୍ଦ୍ଧିଖାଁ କେବେ ବଙ୍ଗଳାର ନବାବ ହେଲେ ?

a)

1756

b)

1757

c)

1857

d)

1751

4.

ପଳାସୀ ଯୁଦ୍ଧ କେବେ ହୋଇଥିଲା ?

a)

1757

b)

1857

c)

1957

d)

1861

5.

ପଲାସୀ ଯୁଦ୍ଧ ପରେ କିଏ ବଙ୍ଗର ନବାବ ହେଲେ ?

a)

ମୀରକାଶୀମ୍

b)

ମୀରଜାଫର

c)

ସିରାଜ

d)

ରାୟ ଦୁର୍ଲଭ

6.

କିଏ ରାଜ୍ୟର ରାଜଧାନୀ ମୁର୍ଶି ଦାବାଦରୁ ମୁଙ୍ଗେରକୁ ଉଠାଇ ନେଇଥିଲେ ?

a)

ମୀରଜାଫର

b)

ମୀରକାଶୀମ

c)

ଆଲିବର୍ଦ୍ଧି ଖାଁ

d)

ଇଂରେଜ

7.

ବକ୍ ସlର ଯୁଦ୍ଧ କେବେ ହୋଇଥିଲା ?

a)

1656

b)

1664

c)

1746

d)

1764

8.

କ୍ଲାଇବ କେବେ ବଙ୍ଗର ଗଭର୍ଣ୍ଣର ହେଲେ ?

a)

1665

b)

1765

c)

1865

d)

1965