WorksheetsUNIT TEST-1 MATHEMATICS CHAPTER 1
Total questions: 25
Worksheet time: 13mins
ଏକ ଅଜ୍ଞାତ ରାଶିବିଶିଷ୍ଟ ସରଳସମୀକରଣର ସାଧାରଣରୂପ କଣ ଅଟେ ?
ax-b = 0
ax+b = 0
ax+ b
ax =0
ଦୁଇ ଅଜ୍ଞାତ ରାଶିବିଶିଷ୍ଟ ସରଳ-ସମୀକରଣର ସାଧାରଣରୂପ କଣ ଅଟେ ?
ax+by=0
ax+by+c=0
ax-by+c=0
ax-by-c =0
ସହ-ସମୀକରଣ ଦ୍ୱୟର ଲେଖଚିତ୍ର XY-ସମତଳରେ କେତୋଟି ଅବସ୍ଥାରେ ଅବସ୍ଥାନ କରନ୍ତି ?
2
3
4
5
2x−y=0, x−2y=6 ସହ-ସମୀକରଣଦ୍ୱୟର ସମାଧାନଟି ନିର୍ଣ୍ଣୟ କର ।
(8,4)
(4,2)
(6,3 )
(10,5)
5x-3y-1=0 ସମୀକରଣର ସମାଧାନ (2,y) ହେଲେ 'y' ର ମାନ ନିର୍ଣ୍ଣୟ କର ।
2
3
4
5
a1x+b1y+c1=0 ଓ a2x+b2y +c2=0 ସହ-ସମୀକରଣ ଦ୍ୱୟର ଲେଖଚିତ୍ର ଏକ ଓ ଅଭିନ୍ନ ହେଲେ , ସମୀକରଣ ଦ୍ଵୟର କେତୋଟି ସମାଧାନ ସମ୍ଭବ ?
ଗୋଟିଏ
ଦୁଇଟି
ଅସଂଖ୍ୟ
ସମାଧାନ ଅସମ୍ଭବ
a1x+b1y=0 , a2x+b2y=0
ସହ- ସମୀକରଣ ଦ୍ୱୟର ସମାଧାନ ( 0,0) ହେବା
ପାଇଁ ସର୍ତ୍ତଟି ଲେଖ ।
a2a1=b2b1
a2a1=b2b1
a2a1=b2b1=c2c1
a2a1=b2b1=c2c1
2x-y+4=0 ସମୀକରଣର ଲେଖଚିତ୍ର ଅଙ୍କନ ପାଇଁ ଏକ ବିନ୍ଦୁର ସ୍ଥାନଙ୍କ ନିରୂପଣ କର ।
(0,-2)
(0,2)
(-2, 0)
(2, 0)
x+3y=0 ସମୀକରଣର ଅନ୍ୟତମ ସମାଧାନଟି ନିର୍ଣ୍ଣୟ କର ।
(3,1)
(-3,1)
(1,-3)
(1,3)
2x−5+y=0 ହେଲେ ‘y’ ର ମାନ ନିର୍ଣ୍ଣୟ କର
5-2x
2-5x
5+2x
2x+5
'k' ର କେଉଁ ମାନ ପାଇଁ , kx+2y = 7 ଏବଂ 3x-4y=5 ସହ ସମୀକରଣଦ୍ୱୟର ସମାଧାନ ଅସମ୍ଭବ ଅଟେ ?
1/2
3/2
-1/2
-3/2
‘t’ ର କେଉଁ ମାନ ପାଇଁ tx+2y−10=0 ସମୀକରଣର ଅନ୍ୟତମ ସମାଧାନ (1,1) ହେବ
7
8
-7
-8
x ଓ y ର କେଉଁ ଯୋଡା ମାନ 2x+y-1 =0 ଏବଂ x-y-8=0, ସମୀକରଣଦ୍ୱୟ ସିଦ୍ଧ ହେବ ।
(3,-2)
(2,-3)
(-3,2)
(-2,3)
2x -3y -6 =0 ସମୀକରଣର ଲେଖଚିତ୍ର X-ଅକ୍ଷ କୁ ଯେଉଁ ବିନ୍ଦୁରେ ଛେଦ କରିବ ତାର ସ୍ଥାନଙ୍କ କେତେ?
(3,0)
(2,0)
(0,3)
(0,-3)
tx +2y=0 ଏବଂ 3x+ty =0 ସହ-ସମୀକରଣ ଦ୍ଵୟ ସଙ୍ଗତ ଓ ନିର୍ଭରଶୀଳ ହେଲେ ‘t’ ର ମାନ ନିର୍ଣ୍ଣୟ କର
+6
−6
±6
26
5x+2y=k , 10x+4y=3 ସହ ସମୀକରଣ ଦ୍ୱୟର ଅସଂଖ୍ୟ ସମାଧାନ ରହିଲେ, 'k' ର ମାନ ସ୍ଥିର କର ।
2/3
3/2
2/୫
3/5
2x+y-1=0 , x+ky+3=0 ସହ ସମୀକରଣ ଦ୍ୱୟ ଅସଙ୍ଗତ ହେଲେ 'k' ର ମାନ ସ୍ଥିର କର ।
1/2
2/3
-1/2
-2/3
kx+5y=17, 5x+3y=14 ସହ ସମୀକରଣଦ୍ୱୟ ସଙ୍ଗତ ଓ ସ୍ଵତନ୍ତ୍ର ହେଲେ 'k' ର ମାନ ସ୍ଥିର କର ।
1
2
-1
-2
2x+3y=5, 4x+ky=10 ସହ-ସମୀକରଣ ଦ୍ୱୟ ସଙ୍ଗତ ଓ ନିର୍ଭରଶୀଳ ହେଲେ 'k' ର ମାନ ସ୍ଥିର କର ।
6
5
-6
-5
2x-3y=1, 3x-ky=1 ସହ ସମୀକରଣଦ୍ୱୟ ଅନନ୍ୟ ସମାଧାନ ରହିଲେ 'k' ର ମାନ ସ୍ଥିର କର ।
3
4
-4
-3
x=2y ଓ x+5y =14 ସହ ସମୀକରଣ ଦ୍ୱୟର ସମାଧାନ (2,4) ଅଟେ ।
TRUE
FALSE
ସହ-ସମୀକରଣ ଦ୍ୱୟର ଲେଖ ଚିତ୍ର ଦ୍ୱୟ ଏକ ଓ ଅଭିନ୍ନ ହେଲେ, ସେମାନଙ୍କର ସମାଧାନ ସମ୍ଭବ ଅଟେ ।
TRUE
FALSE
ଯଦି x−23y−5=0 ହୁଏ , ତେବେ y=23(x−5) ହେବ ।
TRUE
FALSE
ସହ-ସମୀକରଣ ଦ୍ୱୟର ସମାଧାନ Cramer's ନିୟମ ବ୍ୟବହାର କରି ନିରୂପଣ କରାଯାଏ ।
TRUE
FLASE
3x-y+1=0 ସମୀକରଣର y-ଚେଦାଂସ 1 ଅଟେ ।
TRUE
FALSE
