NEW
Font size
S
M
L
XL
Worksheetsପରିସଂଖ୍ୟାନ-ଦଶମ ଗଣିତ@ପରୀକ୍ଷା ପ୍ରଦୀପ -ଶିକ୍ଷା ସଂଯୋଗ ଖୋର୍ଦ୍ଧା
Total questions: 9
Worksheet time: 5mins
Name
Class
Date

Free Printable Worksheets
NEW
Font size
Worksheetsନିମ୍ନୋକ୍ତ ମଧ୍ୟରୁ କେଉଁଟି କେନ୍ଦ୍ରୀୟ ପ୍ରବଣତା ନୁହେଁ?
ମାଧ୍ୟମାନ
ମଧ୍ୟମା
ସମାନ୍ତର ମଧ୍ୟକ
ଗରିଷ୍ଠକ
ଗୋଟିଏ ତଥ୍ୟାବଳୀର ମାଧ୍ୟମାନ 15 ଓ ଗରିଷ୍ଠକ 12 ହେଲେ ମଧ୍ୟମା କେତେ?
12
14
15
16
ପ୍ରଥମ n ସଂଖ୍ୟକ କ୍ରମିକ ଗଣନ ସଂଖ୍ୟାର ମାଧ୍ୟମାନ କେତେ?
n/2
n+1/2
n(n+1)/2
n+2/2
ଏକ ତଥ୍ୟାବଳୀର Md:M=2:3 ହେଲେ Mo=?
1
4
0
3
2M ମାଧ୍ୟମାନ ବିଶିଷ୍ଟ m ସଂଖ୍ୟକ ଲବ୍ଧ୍ୟାଙ୍କ ପ୍ରତ୍ୟେକ କୁ 6 ବୃଦ୍ଧି କଲେ, ନୂତନ ଲବ୍ଧ୍ୟାଙ୍କ ମାନଙ୍କର ମାଧ୍ୟମାନ କେତେ ହେବ?
2M-6
2M+6
2M/6
12M
3,5,7,3,8,5,8,7 ତଥ୍ୟାବଳୀ ର ଗରିଷ୍ଠକ କେତେ?
3
5
7
ନାହିଁ
4 ଜଣ ବାଳକଙ୍କ ମାଧ୍ୟମାନ ବୟସ 7 ବର୍ଷ ଓ 6 ଜଣ ବାଳିକାଙ୍କ ମାଧ୍ୟମାନ ବୟସ 12 ବର୍ଷ ହେଲେ ଉଭୟ ବାଳକ ଓ ବାଳିକାଙ୍କର ମାଧ୍ୟମାନ ବୟସ କେତେ?
11
12
10
8
8,12,15,6,25 ତଥ୍ୟାବଳୀ ର ମଧ୍ୟମା କେତେ?
12
15
25
8
କୌଣସି ଏକ ତଥ୍ୟାବଳୀର M, Mo ଓ Md ମଧ୍ୟରେ ଥିବା ସମ୍ବନ୍ଧକୁ କଣ କୁହାଯାଏ?
ସlମ୍ବନ୍ଧିକ
ଆନୁଭବିକ
ପାରସ୍ପରିକ
ସମସ୍ତ
10 questions
Examen Final de Math
Worksheet
•
10th - 11th Grade
10 questions
G10-DS-C2-B2-D2-Xetsubienthiencuahamsobacnhat-P1
Worksheet
•
10th Grade
10 questions
F4 MM C3 QUIZ (2月 1ST)
Worksheet
•
10th Grade
8 questions
Measurements
Worksheet
•
5th - 11th Grade
10 questions
Solving Quadratic Equation by Factoring
Worksheet
•
8th - 10th Grade
10 questions
Sifat ketaksamaan berkaitan operasi asas aritmetik
Worksheet
•
7th - 11th Grade
13 questions
Ungkapan Algebra 3
Worksheet
•
10th Grade
10 questions
Multi-Step Equations
Worksheet
•
7th Grade - University