Worksheetsସାମର୍ଥ୍ୟ
Total questions: 20
Worksheet time: 14mins
ସ୍ଵପରାୟଣ ଶିଶୁଙ୍କ ଠାରେ ମୁଖ୍ୟତଃ କେଉଁ ଲକ୍ଷଣ ଦେଖା ଯାଏ ?
ଅନ୍ୟ ମାନଙ୍କ ସହ ନ ମିଶିବା
ସବୁ ବେଳେ କାନ୍ଦିବା
ଅନ୍ୟ ସହ ଅଧିକ କଥା ହେବା
ସବୁ ବେଳେ ଶୋଇ ରହିବା
RPWD Act. 2016 ଅନୁସାରେ ବର୍ତ୍ତମାନ କେତେ ପ୍ରକାର ଭିନ୍ନକ୍ଷମତା ରହିଛି ?
୩୧
୭
୧୭
୨୧
କେଉଁଟି ରକ୍ତ ସମ୍ପର୍କୀୟ ଭିନ୍ନ କ୍ଷମତା ନୁହେଁ ?
ଥାଲାସେମିଆ
ସିକିଲ ସେଲ
ହେମୋଫିଲିଆ
ଅଟିଜିମ
Dyslexia କେଉଁ ବର୍ଗର ଭିନ୍ନ କ୍ଷମତା ?
ଶିକ୍ଷଣ ବାଧକତା
ବୌଦ୍ଧିକ ବାଧକତା
ବହୁବିଧ ବାଧକତା
ସମସ୍ତ
ସ୍ୱଳ୍ପ ଦୃଷ୍ଟି ବାଧିତ ଶିଶୁଙ୍କୁ ଶ୍ରେଣୀ ଗୃହର କେଉଁ ସ୍ଥାନରେ ବସାଇବା ?
ପଛରେ
ଆବଶ୍ୟକ ଉପଯୁକ୍ତ ସ୍ଥାନରେ
ଆଗରେ
ମଧ୍ୟବର୍ତୀ ସ୍ଥାନରେ
ଇନକ୍ଲୁସିଭ ଏଜୁକେଶନ କହିଲେ ସାଧରଣତଃ କେଉଁ ଶିଶୁଙ୍କୁ ନେଇ ଶିକ୍ଷାଦାନ ବୁଝାଏ ?
ସମସ୍ତ ବର୍ଗ
ଭିନ୍ନକ୍ଷମ
ସାଧାରଣ
କେଉଁଟି ନୁହେଁ
ଶ୍ରବଣ ବାଧିତ ଶିଶୁର ପ୍ରାଥମିକ ସହାୟକ ଉପକରଣ କେଉଁଟି ?
ହିୟାରିଂ ଏଡ
ଚଷମା
ମାଇକ
ଇୟର ଫୋନ
କେଉଁଟି CP ପିଲାଙ୍କର ସାଧାରଣ ଲକ୍ଷଣ ?
ବିକୃତ ଅଙ୍ଗଭଙ୍ଗୀ
ଲାଳ ଗଡାଇବା
ଦୁର୍ବଳ ମାଂସପେଶୀ
ଏ ସମସ୍ତ
ବହୁବିଧ ବାଧକତା କଣ ?
ଗୋଟେ ନିର୍ଦିଷ୍ଟ ବାଧକତା
ଦୃଷ୍ଟି ବାଧକତା
ଏକାଧିକ ବାଧକତା
କୌଣସି ଟି ନୁହେଁ
କେଉଁ ବର୍ଷକୁ INTER NATIONAL YEAR OF DISABLED PERSONS ଭାବରେ ପାଳନ କରାଯାଇଥିଲା ?
୧୯୭୧
୧୯୯୧
୧୯୮୩
୧୯୮୧
SLD ର ଫୁଲଫର୍ମ କଣ ?
Single Learning Disability
Simple Learning Disability
Slight Learning Disability
Specific Learning Disability
Dysculculia ସାଧାରଣତଃ କେଉଁ ପ୍ରକାର ଶିକ୍ଷଣ ଅପାରଗତା ?
ଭାଷା
ଚିତ୍ରାଙ୍କନ
ଗାଣିତିକ/ ସାଧାରଣ ଗଣନ
ଭାରସାମ୍ୟ ଓ ସନ୍ତୁଳନ
Cerebral Palsy ଶିକ୍ଷାର୍ଥୀଙ୍କୁ କେଉଁ ଶିକ୍ଷଣ କୌଶଳ ବିଶେଷ ସହାୟକ ହେଇ ପାରିବ ?
କ୍ଲେ ମଡେଲିଙ୍ଗ
ଭିଜୁଆଲ ଟିଚିଙ୍ଗ
ଅଡ଼ିଓ ଟିଚିଙ୍ଗ
କେଉଁଟି ନୁହେଁ
ସ୍ୱଳ୍ପ ଦୃଷ୍ଟି ବାଧିତ ଓ ସ୍ୱଳ୍ପ ଶ୍ରବଣ ଶକ୍ତି ବାଧିତ ପିଲାଙ୍କୁ ଶ୍ରେଣୀ ଗୃହରେ କେଉଁଠି ବସାଇବା ଉଚିତ ?
ସେମାନଙ୍କ ନିର୍ଦିଷ୍ଟ ଉଦ୍ଦିଷ୍ଟ ସ୍ଥାନରେ
ଯେକୌଣସି ସ୍ଥାନରେ
ଉପଯୁକ୍ତ ସ୍ଥାନରେ
ସବୁବେଳେ ଶ୍ରେଣୀ ଗୃହର ସମ୍ମୁଖ ଭାଗରେ
ବାଧାମୁକ୍ତ ଶୌଚାଳୟ କେଉଁମାନେ ବ୍ୟବହାର କରିବେ ?
କେବଳ ସ୍ଵତନ୍ତ୍ର ଶିକ୍ଷାର୍ଥୀ
ବିଦ୍ୟାଳୟର ସମସ୍ତେ
କେବଳ ଶିକ୍ଷାର୍ଥୀ
କେବଳ CP ଶିକ୍ଷାର୍ଥୀ
ବିଦ୍ୟାଳୟରେ ହେଉଥିବା ସହ ଶୈକ୍ଷିକ କାର୍ଯକ୍ରମରେ ସମସ୍ତ ସ୍ଵତନ୍ତ୍ର ବର୍ଗର ଶିକ୍ଷାର୍ଥୀ ଯେପରି ଅଂଶ ଗ୍ରହଣ କରି ପାରିବେ ସେ ନେଇ ଆମେ ଚେଷ୍ଟା କରିବା
ହଁ
ନା
ବିଦ୍ୟାଳୟରେ ସମସ୍ତ ଶିକ୍ଷାର୍ଥୀଙ୍କୁ ସ୍ବତନ୍ତ୍ର ଶିକ୍ଷାର୍ଥୀଙ୍କୁ ସମାଦର ଓ ସହାନୁଭୁତି ସହ ବ୍ୟବହାର ପ୍ରଦର୍ଶନ ଲାଗି ନୈତିକ ଶିକ୍ଷା ଦେବା
ହଁ
ନା
କେବେ କେବେ
ବହୁବିଧ ବାଧକତା ଏକ ପ୍ରକାର ଭିନ୍ନ କ୍ଷମତା
ହଁ
ନା
Accute CP ପିଲାଙ୍କୁ କେଉଁ ବିଦ୍ୟାଳୟରେ ଆଡମିଶନ କରିବା
ସାଧାରଣ ବିଦ୍ୟାଳୟ
ସ୍ଵତନ୍ତ୍ର ବିଦ୍ୟାଳୟ
ଆଗାମୀ ଦିନରେ ଆପଣ ଏହି ପ୍ରକାର ସ୍ଵତନ୍ତ୍ର ଶିକ୍ଷାର୍ଥୀଙ୍କ ଉପରେ ପର୍ୟବେସିତ ଅଧିକ ଟ୍ରେନିଂ ନେବାକୁ ଇଚ୍ଛୁକ ?
ହଁ
ନା
