wayground logo

Free Printable Worksheets

NEW

Font size

S
M
L
XL
Worksheets

Test - 3

Total questions: 50

Worksheet time: 1hrs 5mins

Name
Class
Date
1.

__________ଏକ ସର୍ବାହାରୀ ପ୍ରାଣୀ ।

a)

ବାଘ

b)

ଠେକୁଆ

c)

ଘୁଷୁରି

d)

ଗଧ

2.

ଅଁଳାରେ କେଉଁ ଭିଟାମିନ୍ - ଅଧିକ ଥାଏ ।

a)

A

b)

B

c)

C

d)

D

3.

ରିକେଟ୍ସ୍ ଓ ଅଷ୍ଟିଓମାଲାସିଆ ରୋଗ_________ ଭିଟାମିନ୍ ଅଭାବରୁ ହୁଏ । (A, B, C, D)

a)

A

b)

B

c)

C

d)

D

4.

ଦାନ୍ତ ଓ ଅସ୍ଥି ଗଠନରେ ଯୁକ୍ତ ଲବଣ ସାହାଯ୍ୟ କରେ । (, , ,

a)

ଫସ୍‌ଫରସ୍

b)

ଲୌହ

c)

ଆୟୋଡିନ୍

d)

କ୍ୟାଲ୍‌ସିୟମ୍

5.

ଆମ ଓଡ଼ିଶାର ଅଞ୍ଚଳରେ ତନ୍ତଲୁ ଗା ବୁଣାଯାଏ ।

a)

ବାଲେଶ୍ବର

b)

କୋରାପୁଟ

c)

ଆଠଗଡ଼

d)

ପୁରୀ

6.

ଚନ୍ଦ୍ର ଗୋଟିଏ ଉପଗ୍ରହ ।

a)

moon is satellite

b)

The moon is a satellite.

c)

The is a satellite moon.

d)

Is moom a satellite ?

7.

ଭୁବନେଶ୍ଵର ଓଡ଼ିଶାର ରାଜଧାନୀ ।

a)

Bhubaneswar is the capital of Odisha.

b)

the capital of Odisha Bhubaneswar is.

c)

Capital of Bhubaneswar

d)

Odisha is the capital of Bhubaneswar

8.

ପୃଥିବୀ ର ବୃହତ୍ତମ ନଦୀ ର ନାମ କଣ

a)

ଗୋଦାବରୀ

b)

ମହାନଦୀ

c)

ଗଙ୍ଗା

d)

ଆମାଜନ

9.

ଭାରତର କେଉଁ ରାଜ୍ୟରେ ସର୍ବାଧିକ ଜଙ୍ଗଲ ଅଛି?

a)

ଓଡ଼ିଶା

b)

ଅରୁଣାଚଳ ପ୍ରଦେଶ

c)

ଛତିଶଗଡ଼

d)

ମଧ୍ୟପ୍ରଦେଶ

10.

କାହାର ଜନ୍ମ ଦିନକୁ ଶିଶୁଦିବସ ରୂପେ ପାଳନ କରାଯାଏ?

a)

ମହାତ୍ମା ଗାନ୍ଧୀ

b)

ଜବାହରଲାଲ ନେହେରୁ

c)

ସର୍ବପଲ୍ଲୀ ରାଧାକ୍ରିଷ୍ଣନ

d)

ସୁବାସ ଚନ୍ଦ୍ର ବୋଷ

11.

ଇନ୍ଦ୍ରଧନୁ ରେ କେତୋଟି ରଙ୍ଗ ଅଛି?

a)

b)

c)

d)

12.

ସୌରଜଗତର ବୃହତ୍ତମ ଗ୍ରହର ନାମ କଣ?

a)

ବୁଧ

b)

ବୃହସ୍ପତି

c)

ମଙ୍ଗଳ

d)

ଶନି

13.

କୋଲକାତାର ପ୍ରସିଦ୍ଧ ହାୱଡା ପୋଲର ଅନ୍ୟନାମ କଣ?

a)

ବିବେକାନନ୍ଦ ସେତୁ

b)

ନିବେଦିତା ସେତୁ

c)

ବିଦ୍ୟାସାଗର ସେତୁ

d)

ରବୀନ୍ଦ୍ରନାଥ ସେତୁ

14.

Samsung କେଉଁ ଦେଶର କମ୍ପାନୀ ଅଟେ?

a)

ଆମେରିକା

b)

ଦକ୍ଷିଣ କୋରିଆ

c)

ଜାପାନ

d)

ଚୀନ୍

15.

କେଉଁ ଦେଶରେ ପ୍ରଥମେ ରେଳ ସେବା ପ୍ରଚଳନ ହୋଇଥିଲା?

a)

ଇଂଲଣ୍ଡ

b)

ଜାପାନ

c)

ଆମେରିକା

d)

ଚୀନ୍

16.

ନଳବନ ପକ୍ଷୀ ଅଭୟାରଣ୍ୟ କେଉଁଠି ଅବସ୍ଥିତ?

a)

ଓଡ଼ିଶା

b)

ପଶ୍ଚିମବଙ୍ଗ

c)

ଆନ୍ଧ୍ରପ୍ରଦେଶ

d)

ଛତିଶଗଡ଼

17.

ଏଲୋରା ଗୁମ୍ଫା କେଉଁ ରାଜ୍ୟରେ ଅବସ୍ଥିତ?

A.

B.

C.

D.

a)

କର୍ଣ୍ଣାଟକ

b)

ମଧ୍ୟପ୍ରଦେଶ

c)

ଓଡ଼ିଶା

d)

ମହାରାଷ୍ଟ୍ର

18.

ଭାରତର କେଉଁ ମନ୍ଦିର ସବୁଠାରୁ ଧନୀ ଅଟେ?

A.

B.

C.

D.

a)

ପୁରୀ ଜଗନ୍ନାଥ ମନ୍ଦିର

b)

ତିରୁପତିର ବାଲାଜୀ ମନ୍ଦିର

c)

ବୌଷ୍ଣୋଦେବୀ ମନ୍ଦିର

d)

ପଦ୍ମନାଭସ୍ଵାମୀ ମନ୍ଦିର

19.

ଭୂମିକମ୍ପର ତୀବ୍ରତା କେଉଁ ସ୍କେଲରେ ମପାଯାଏ?

a)

ମାର୍ସେଲି ସ୍କେଲ

b)

ରିକ୍ଟର ସ୍କେଲ

c)

ମେଟ୍ରିକ୍ ସ୍କେଲ

d)

ରୌଖିକ ସ୍କେଲ

20.

ଅର୍ଥଶାସ୍ତ୍ର ର ଲେଖକ କିଏ?

a)

ତୁଳସୀ ଦାସ

b)

ବାଲ୍ମୀକି

c)

ଚାଣକ୍ୟ

d)

ବ୍ୟାସଦେବ

21.

ରାଜ୍ୟପାଳଙ୍କୁ କିଏ ନିଯୁକ୍ତ କରନ୍ତି ?

a)

ମୁଖ୍ୟମନ୍ତ୍ରୀ

b)

ରାଷ୍ଟ୍ରପତି

c)

ପ୍ରଧାନ ବିଚାରପତି

d)

ପ୍ରଧାନ ମନ୍ତ୍ରୀ

22.

ଆର୍ ପି ଏଫ୍ କେଉଁ ବିଭାଗ ର କର୍ମଚାରି

a)

ଟ୍ରାଫିକ୍

b)

ଉଡ଼ାଜାହାଜ

c)

ରେଳ

d)

ବସ୍

23.

map ରେ ବାଦାମି ରଙ୍ଗ କେଉଁ ଭୂମିକୁ ସୂଚାଏ

a)

ସମତଳ ଭୂମି

b)

ମାଳଭୂମି

c)

ପାର୍ବତ୍ୟ ଭୂମି

d)

ମରୁଭୂମି

24.

ଭାରତ ର ବୃହତ୍ତମ ମରୁଭୂମିର ନାମ କଣ

a)

ଆରାଵଳୀ

b)

ଥର

c)

ମହେନ୍ଦ୍ର

d)

ମହାନଦୀ

25.

ତରଙ୍ଗିଣୀ ରେ ଅନ୍ଯ ନାମ କଣ

a)

ନଦୀ

b)

ସାଗର

c)

ସମୁଦ୍ର

d)

ପୋଖରି

26.

ବିଜୁଳି ର ଅନ୍ୟ ନାମ

a)

ସୌଦାମିନୀ

b)

କାଦମ୍ବିନୀ

c)

କୁସୁମ

d)

ପ୍ରଭାତ

27.

ବାତ ର ଅର୍ଥ କଣ

a)

ଜଳ

b)

ଅଗ୍ନି

c)

ପବନ

d)

ଆକାଶ

28.

ଲଘୁ ର ବିପରୀତ ଶବ୍ଦ

a)

ଗୁରୁ

b)

ସାନ

c)

ହରି

d)

ରାମ

29.

ଚେମଡ଼ା ର ବିପରୀତ ଶବ୍ଦ

a)

ଛୋଟ

b)

ଘନ

c)

ମସ୍କା

d)

ନରମ

30.

ରକ୍ଷକ ର ବିପରୀତ ଶବ୍ଦ

a)

କକ୍ଷର

b)

ଭକ୍ଷକ

c)

ସ୍ଵର୍ଗ

d)

ପ୍ରାଚୀନ

31.

Tiger is _______ powerful animal.

a)

a

b)

an

c)

the

d)

None of them

32.

_____ egg costs Rs 5/

a)

An

b)

A

c)

The

d)

All of them

33.

The earth moves round ______ sun.

a)

A

b)

An

c)

The

d)

None of them

34.

______ owl is a night bird.

a)

A

b)

An

c)

The

d)

All of them

35.

ତୁମ ଟଙ୍କା ଅଧା ଅଂଶ ଯଦି 50 ଟଙ୍କା ହୁଏ,1/5 ଅଂଶ ତେବେ କେତେ ଟଙ୍କା ହେବ ।

a)

10 ଟଙ୍କା

b)

20 ଟଙ୍କା

c)

5 ଟଙ୍କା

d)

40 ଟଙ୍କା

36.

12 ମିଟର × 10 ମିଟରର ଏକ ହଲ୍‌ରେ କେତୋଟି 10 ସେ.ମି. × 8 ସେ.ମି. ଆୟତ୍ତାକାରର ଟାଇଲ୍ ଲଗାଯାଇ ପାରିବ ?

a)

12,000

b)

10,000

c)

15,000

d)

18,000

37.

କୋଣାର୍କରେ ଥିବା ପ୍ରସିଦ୍ଧ ସୂର୍ଯ୍ୟମନ୍ଦିରର ଉଚ୍ଚତା ପ୍ରାୟ 70ମି. 10ସେ.ମି. । ଏହାକୁ ସେଣ୍ଟିମିଟରରେ ପ୍ରକାଶ କଲେ କେତେ

a)

7100 ସେ.ମି

b)

710 ସେ.ମି

c)

7001 ସେ.ମି

d)

7010 ସେ.ମି

38.

ଏକ ସହର ପାଖରୁ ରାମର ଘର 120 କି.ମି. ଦୂର । ସେ ବସ୍‌ରେ 36 କି.ମି. ଆସିଲେ । ତାହା ସମୁଦାୟ ଦୂରକା ର ଶତକଡ଼ା କେତେ?

a)

10%

b)

30%

c)

20%

d)

25%

39.

ଗୋଟିଏ ବିଦ୍ୟାଳୟ ରେ 432 ଜଣ ଛାତ୍ର ପଢୁଥିଲେ । ଛାତ୍ର ର 2 ଗୁଣ ରୁ 10 କମ୍ ଛାତ୍ରୀ ପଢୁଥିଲେ ତେବେ ବିଦ୍ୟାଳୟ ରେ ମୋଟ ପିଲା ସଂଖ୍ୟା କେତେ ।

a)

854

b)

864

c)

1286

d)

1268

40.

3× 40 ÷ 5 - 7+ 18 = ?

a)

45

b)

35

c)

33

d)

43

41.

ଭାରତର ସର୍ବୋଚ୍ଚ ପର୍ବତ ଶିଖର କେଉଁ?

a)

କାଞ୍ଚନଜଙ୍ଗା

b)

ହିମାଳୟ

c)

ଦେଓମାଳି

d)

ରୁକ୍ଷି

42.

ଦୁନିଆର ସବୁଠୁ ବଡ ଜୀବ ର ନାମ|

a)

ହାତୀ

b)

ଜିରାଫ

c)

ନୀଳତିମି

d)

ବାଘ

43.

ଆୟତନ ଅନୁସାରେ ପୃଥିବୀ ର ସ୍ଥାନ କେତେ ?

a)

1

b)

7

c)

3

d)

5

44.

କେଉଁଟି ଗୋଟିଏ ପ୍ରାକୃତିକ ବସ୍ତୁ?

a)

ଚପଲ

b)

ହାତୀ

c)

ଖେଳନା

d)

ଘର

45.

D4J10M13O15____ 19

a)

O

b)

A

c)

S

d)

U

46.

Apple = 50, Ball = 27, Cat= ?

a)

24

b)

15

c)

18

d)

21

47.

ତୁମ ବାପା ଙ୍କ ଝିଅ,ର ମା ର ,ସ୍ବାମୀ ର ,ପୁଅ ତୁମର କଣ ହେବ।

a)

ବାପା

b)

ମା

c)

ଭାଇ

d)

ଭଉଣୀ

48.

ଗୋଟିଏ pencil ର ଦାମ 12 ଟଙ୍କା ଗୋଟିଏ ପେନ୍ ର 15 ଟଙ୍କା ହେଲେ 7 ଟି pencil ଓ 12 ଟି ପେନ୍ ର ଦାମ ମିଶି କେତେ ହେବ ?

a)

256

b)

264

c)

270

d)

231

49.

ମୋ ନାମ ନଡ଼ିଆ ଗଛ।

English କିପରି ଲେଖ ହେବ ?

a)

I am a cocanut tree.

b)

I am tree of cocanut.

c)

My name is Cocanut tree.

d)

My name is Nadia Gachha.

50.

CAT = TAC, DOG = GOD, TREE= ?

a)

REET

b)

EERT

c)

TERE

d)

RTEE