NEW
Font size
Worksheetsscience quiz 2
Total questions: 17
Worksheet time: 9mins
କୋଷ ରେ ଖାଦ୍ୟ ର ବିଘଟଣ ଘଟି ଶକ୍ତି ଜାତ ହେବା ପ୍ରକ୍ରିୟା କୁ କଣ କୁହାଯାଏ?
ରେଚନ
ଶ୍ଵସନ
ପୋଷଣ
ରକ୍ତ ସଂଚାଳନ
ପଦାର୍ଥ କେତେ ଗୁଡିଏ କ୍ଷୁଦ୍ର କଣିକା ର ସମଷ୍ଟି ଏବଂ ଏଗୁଡିକ ପରସ୍ପର ସହ ଦୃଢଭାବେ ଗୋଟିଏ ଅଙ୍କୁଶି ଦ୍ଵାରା ବନ୍ଧା । ଏହା କେଉଁ ଦାର୍ଶନିକ କହିଥିଲେ ?
ଡିମୋକ୍ରିଟିଶ
କଣାଦ
ଡାଲଟନ
ବୋର
ବୋରନ ଏକ ___?
ଧାତୁ
ଅଧାତୁ
ଉପଧାତୁ
କେଉଁଟି ନୁହେ
ଯୌଗିକ ପଦାର୍ଥ ର ଉପାଦାନ ଗୁଡିକ ----- ପଦ୍ଧତି ରେ ଅଲଗା କରି ହେବ ନାହି ?
ଭୌତିକ
ରାସାୟନିକ
ଯୌଗିକ ପଦାର୍ଥ ର ଅଣୁ ---- ଜାତୀୟ ପରମାଣୁ ରେ ଗଠିତ ?
ସମଜାତୀୟ
ବିଷମଜାତୀୟ
ଦୁଇଟି କଠିନ ପଦାର୍ଥ ମିଶିଥିଲେ ସେଥିରୁ ଯଦି ଗୋଟିଏ ଅଳ୍ପ ତାପମାତ୍ରା ରେ ତରଳି ଯାଏ, ତାହେଲେ ___ ପଦ୍ଧତି ରେ ଗୋଟିଏ କୁ ଅନ୍ୟ ଠାରୁ ଅଲଗା କରାଯାଏ ?
ଗଳନ
କେନ୍ଦ୍ରୋପସାରଣ ପଦ୍ଧତି
ଦ୍ରବଣ
ପରିସ୍ରବଣ
ତରଳ ପଦାର୍ଥ ରେ ଦ୍ରବିଭୂତ କଠିନ ପଦାର୍ଥ ମିସିଥିଲେ ___ ପଦ୍ଧତି ରେ ପୃଥକ କରାଯାଏ ?
ବାସ୍ଫୀକରଣ
ଆସ୍ରବଣ
ଉର୍ଦ୍ଧ୍ବପାତନ
ଚୁମ୍ବକୀୟ ପ୍ରଣାଳୀ
ଏକ ରାସାଯନିକ ପ୍ରତିକ୍ରିୟା ରେ ବସ୍ତୁତ୍ଵ ର ସୃଷ୍ଠି ନାହି କି ବିନାଶ ନାହି । ଏହା କେଉଁ ନିୟମ ?
ସ୍ଥିରନୁପାତ ନିୟମ
ବସ୍ତୁତ୍ଵ ସଂରକ୍ଷଣ ନିୟମ
___ ର ସୃଷ୍ଠି କିମ୍ବା ବିନାଶ କରା ଯାଇ ପାରିବ ନାହି ।
ଅଣୁ
ପରମାଣୁ
ମିଶ୍ରଣ
ଯୌଗିକ
ପରମାଣୁ ର ଆକାର କୁ --- ରେ ପ୍ରକାଶ କରାଯାଏ ?
ମିଲିମିଟର
ଆଙ୍ଗଷ୍ଟ୍ରମ
କ୍ଳୋରିନ ଅଣୁ __ ପରମାଣୁ ବିଶିଷ୍ଟ ?
ଏକ
ଦୁଇ
ତିନି
ଚାରି
ଇଲେକଟ୍ରନ ଓ ପ୍ରୋଟନ ର ଚାର୍ଜ ---।
ସମାନ
ଅସମାନ
ସୁନା ପାତିଆ ଉପରେ ଆଲଫା କଣିକା ନିକ୍ଷେପ କରି ___ ଆବିଷ୍କାର ହେଇଥିଲା ?
ଇଲେକଟ୍ରନ
ନିଉକ୍ଳିଅସ
ପ୍ରୋଟନ
ନିଉଟ୍ରନ
ନିଉଟ୍ରନ କିଏ ଆବିଷ୍କାର କରିଥିଲେ ?
ରଦରଫୋର୍ଡ
ଇ . ଗୋଲ୍ଡ ଷ୍ଟାଇନ
କୃକଶ
ଜେମସ ଚାଦଉଇକ
ବୋର ଙ୍କ ପରମାଣୁ ମଡେଲ ର ତୃତୀୟ କକ୍ଷ ରେ କେତୋଟି ଇଲେକ୍ଟରନ ରହି ପାରିବ ?
2
8
18
32
ପରମାଣୁ ର ଆକାର କୁ --- ରେ ପ୍ରକାଶ କରାଯାଏ ?
ସେଣ୍ଟିମିଟର
ମିଲିମିଟର
ଆଙ୍ଗଷ୍ଟ୍ରମ
କିଲୋଗ୍ରାମ
ମୌଳିକ ର ବସ୍ତୁତ୍ଵ ସଂଖ୍ୟା କୁ ___ ଅକ୍ଷର ରେ ପ୍ରକାଶ କରାଯାଏ ?
A
Z
M
K
