NEW
Font size
WorksheetsPre Test
Total questions: 10
Worksheet time: 10mins
ପ୍ରାଥମିକ ବିଦ୍ୟାଳୟରେ----ରୁ ---- ଶ୍ରେଣୀ ପର୍ଯ୍ୟନ୍ତ ପରିବେଶ ଅଧ୍ୟୟନ ଏକ ସ୍ୱାଧୀନ ପାଠ୍ୟକ୍ରମ ଓ ଶୈକ୍ଷିକ କ୍ଷେତ୍ର ଅଟେ।
୧ମ ରୁ ୨ୟ
୧ମ ରୁ ୩ୟ
୩ୟ ରୁ ୫ମ
୪ର୍ଥ ରୁ ୫ମ
ପରିବେଶ ସମ୍ବନ୍ଧୀୟ ଶିକ୍ଷଣ କାର୍ଯ୍ୟ କରିବା ସମୟରେ ଜଣେ ଶିକ୍ଷକଙ୍କ ଭୂମିକା କ'ଣ ହେବା ଉଚିତ ?
ସହାୟକ
ସୂଚନା ପ୍ରଦାନକାରୀ
ତଥ୍ୟ ଉପସ୍ଥାପକ
ବିଶ୍ଳେଷକ
ପରିବେଶ ଅଧ୍ୟୟନ କେଉଁ ଦିଗ ଉପରେ ଆଲୋକପାତ କରିଥାଏ?
ପ୍ରାକୃତିକ
ପ୍ରାକୃତିକ ଓ ଭୌତିକ
ପ୍ରାକୃତିକ, ଭୌତିକ ଓ ସାମାଜିକ
ପ୍ରାକୃତିକ, ଭୌତିକ, ସାମାଜିକ ଓ ସାଂସ୍କୃତିକ
ଶିକ୍ଷଣ ଫଳାଫଳ ଗୁଡିକ ଶ୍ରେଣୀ ଅନୁସାରେ ଧାର୍ଯ୍ୟ କରାଯାଇଥିବା ବେଳେ ଶୈକ୍ଷିକ ପ୍ରତ୍ୟାଷା ଗୁଡିକ ------ ପାଇଁ ଉଦ୍ଦିଷ୍ଟ ଥାଏ।
ଉଚ୍ଚ ସ୍ତର ଓ ମଧ୍ୟମ ସ୍ତର
ମଧ୍ୟମ ସ୍ତର ଓ ନିମ୍ନ ସ୍ତର
ନିମ୍ନ ସ୍ତର ଓ ଉଚ୍ଚ ସ୍ତର
ସମସ୍ତ ସ୍ତର
କେଉଁ କେଉଁ ଶ୍ରେଣୀର ପାଠ୍ୟକ୍ରମରେ ପରିବେଶ ଅଧ୍ୟୟନକୁ ମାତୃଭାଷା ଓ ଗଣିତ ସହିତ ସମନ୍ୱିତ କରାଯାଇଛି ?
୧ମ ଓ ୨ୟ ଶ୍ରେଣୀ
୧ମ ରୁ ୩ୟ ଶ୍ରେଣୀ
୩ୟ ରୁ ୫ମ ଶ୍ରେଣୀ
୧ମ ରୁ ୫ମ ଶ୍ରେଣୀ
ପରିବେଶ ଅଧ୍ୟୟନ ----
ପିଲାମାନଙ୍କୁ ସେମାନଙ୍କ ନିକଟତମ ପରିବେଶ ସମ୍ବନ୍ଧରେ ଜଣାଇ ଥାଏ
ପରିବେଶ ସହିତ ସେମାନଙ୍କ ସଂପର୍କକୁ ଦୃଢ଼ୀଭୂତ କରିଥାଏ
ପାଠ ସହିତ ବାସ୍ତବ ଅନୁଭୂତିକୁ ଯୋଡିଥାଏ
ସମସ୍ତ ପସନ୍ଦ ଠିକ୍
ପରିବେଶ ଶିକ୍ଷଣ ପ୍ରକ୍ରିୟାରେ ଶିକ୍ଷାର୍ଥୀ ମାନଙ୍କର ସକ୍ରିୟ ଅଂଶ ଗ୍ରହଣକୁ ନିଶ୍ଚିତ କରିବା ପାଇଁ ଆପଣ କେଉଁ କାର୍ଯ୍ୟଟିକୁ ଅଧିକ ଗୁରୁତ୍ବ ଦେବେ ?
ଅଧିକ ଆକର୍ଷଣୀୟ ଶିକ୍ଷଣ ସାମଗ୍ରୀ ବ୍ୟବହାର କରିବେ
ନିରନ୍ତର ଓ ସାମଗ୍ରିକ ମୂଲ୍ୟାୟନ କରିବେ
ପର୍ଯ୍ୟବେକ୍ଷଣ, ପରୀକ୍ଷଣ ଓ କ୍ଷେତ୍ର ପରିଭ୍ରମଣ ପାଇଁ ସୁଯୋଗ ପ୍ରଦାନ କରିବେ
ସେମାନଙ୍କ ଅଭିଜ୍ଞତାକୁ ଗୁରୁତ୍ୱ ଦେବା ସହିତ ବିଦ୍ୟାଳୟ ପାଠ ସହିତ ସେମାନଙ୍କ ଅଭିଜ୍ଞତାକୁ ସମ୍ପର୍କିତ କରିବା ପାଇଁ ସୁଯୋଗ ଦେବେ
ପରିବେଶ ଅଧ୍ୟୟନ ପାଠ୍ୟକ୍ରମ ଅନୁଯାୟୀ ପ୍ରାଥମିକ ସ୍ତରର ଶିକ୍ଷାର୍ଥୀ ମାନଙ୍କଠାରୁ ଆମେ କେଉଁ କେଉଁ କାର୍ଯ୍ୟ ଆଶା କରିବା ?
ଦୈନନ୍ଦିନ ଜୀବନ ସମ୍ପର୍କିତ ବିଭିନ୍ନ ବିଷୟ ଯଥା- ପରିବାର, ଉଦ୍ଭିଦ, ପ୍ରାଣୀ,ଜଳ, ଖାଦ୍ୟ, ଭ୍ରମଣ ଓ ବାସଗୃହ ଇତ୍ୟାଦିରୁ ପ୍ରତ୍ୟକ୍ଷ ଅଭିଜ୍ଞତା ମାଧ୍ୟମରେ ନିଜ ଚତୁଃପାର୍ଶ୍ଵସ୍ଥ ଏବଂ ବ୍ୟାପକ ପରିବେଶ ସମ୍ବନ୍ଧରେ ସଚେତନ ହେବେ
ନିଜ ଚତୁଃପାର୍ଶ୍ଵସ୍ଥ ପରିବେଶ ପାଇଁ ସ୍ୱାଭାବିକ ଜିଜ୍ଞାସା ଏବଂ ସୃଜନଶୀଳତାର ବିକାଶ କରିବେ
ନିଜ ଚତୁଃପାର୍ଶ୍ଵରେ ଥିବା ପ୍ରାକୃତିକ ଭୌତିକ କ୍ଷେତ୍ର ଏବଂ ମାନବସମ୍ବଳ ପାଇଁ ସମ୍ବେଦନଶୀଳତାର ବିକାଶ କରିବେ
ସମାନତା, ନ୍ୟାୟ , ମାନବର ଅଧିକାର ଏବଂ ମର୍ଯ୍ୟାଦା ପ୍ରତି ସମ୍ମାନ ସମ୍ବନ୍ଧୀୟ ସମସ୍ୟା ଗୁଡିକ ଚିହ୍ନଟ କରିବା ସଙ୍ଗେ ସଙ୍ଗେ ସ୍ୱର ଉତ୍ତୋଳନ କରିବେ
ସମସ୍ତ ପସନ୍ଦ ଠିକ୍
ଶିକ୍ଷଣ ଏକ ----
ଶୈକ୍ଷିକ ପ୍ରତ୍ୟାଷା
ଶୈକ୍ଷିକ ନିବେଶ
ଉତ୍ପାଦନ ପ୍ରକ୍ରିୟା
ବୈଷୟିକ ପ୍ରକ୍ରିୟା
ଭାବ ପରି ପ୍ରକାଶର ମାଧ୍ୟମ ଗୁଡ଼ିକ କ'ଣ ହୋଇ ପାରେ ?
ମୋୖଖିକ
ମୋୖଖିକ ଓ ଲିଖିତ
ମୋୖଖିକ, ଲିଖିତ ଓ ଚିତ୍ରିତ
ମୋୖଖିକ, ଲିଖିତ, ଚିତ୍ରିତ ଓ ଅନ୍ୟ କୌଣସି ମାଧ୍ୟମ
