wayground logo

Free Printable Worksheets

Font size

S
M
L
XL
Worksheets

ଆମେ ଜିଜ୍ଞାସୁ

Total questions: 10

Worksheet time: 3mins

Name
Class
Date
1.

ଆପଣ ଜଣେ MT, ଏହି MT ର ପୁରା ନାମ କଣ ❓️

a)

Master Teacher

b)

Master Trainer

c)

Music Trainer

d)

Member of Training

2.

ଦଶମ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ‘ ଜିଜ୍ଞାସା’ ପୁସ୍ତକରେ କେତୋଟି ଅଧିବେଶନ ରହିଛି ।

a)

14

b)

16

c)

18

d)

20

3.

ଏହି ଚିତ୍ରରେ MT ମାନେ କେଉଁ ଚିତ୍ର ପାଇବା ପାଇଁ CUT ଗୁଡିକୁ ସଜାଡୁଛନ୍ତି ❓️

a)

ଏକ ପକ୍ଷୀ

b)

ଏକ ମାଛ

c)

ଏକ ଗଛ

d)

ଏକ ଗାଈ

4.

QR କୋଡରେ ଶିକ୍ଷକଙ୍କୁ ସହାୟତା କଲାଭଳି ____ସହ ସଂଯୋଗ (Link) କରା ଯାଇଛି

a)

ପ୍ରେଜେଣ୍ଟେସନ, ମଡେଲ ଏବଂ ଭିଡିଓ ଗୁଡିକ

b)

ପ୍ରେଜେଣ୍ଟେସନ, ପଠନ ସାମଗ୍ରୀ ଏବଂ ଚିତ୍ର ଗୁଡିକ

c)

ପ୍ରକଳ୍ପ , ପଠନ ସାମଗ୍ରୀ ଏବଂ ଭିଡିଓ ଗୁଡିକ

d)

ପ୍ରେଜେଣ୍ଟେସନ, ପଠନ ସାମଗ୍ରୀ ଏବଂ ଭିଡିଓ ଗୁଡିକ

5.

ଦଶମ ଶ୍ରେଣୀ ଜିଜ୍ଞାସା ଅଧିବେଶନ ଗୁଡ଼ିକୁ ___ ମଧ୍ୟରେ କରାଯିବା ପାଇଁ ସ୍ଥିର କରାଯାଇଛି।

a)

କେବଳ ଶନିବାର

b)

ସୋମବାର ରୁ ଶନିବାର

c)

ସୋମବାର ରୁ ଶୁକ୍ରବାର

d)

ସୋମବାର, ବୁଧବାର, ଶୁକ୍ରବାର

6.

ଛାତ୍ରଛାତ୍ରୀମାନେ ବର୍ଷ ଶେଷରେ କେବଳ କେତୋଟି ପ୍ରକଳ୍ପ ଉପସ୍ଥାପନ କରିବେ ❓️

a)

1

b)

2

c)

3

d)

4

7.

କେଉଁ ସପ୍ତାହରେ ୟୁନିଟ 3 ର ପ୍ରତିଫଳନ ହେବ ❓️

a)

ସପ୍ତମ

b)

ଦ୍ୱାଦଶ

c)

ସପ୍ତଦଶ

d)

ଦ୍ଵାବିଂଶ

8.

କେଉଁ ସପ୍ତାହରେ ଛାତ୍ରଛାତ୍ରୀମାନେ ଚୟନ କରିଥିବା ପ୍ରକଳ୍ପ ଉପସ୍ଥାପନା ଓ ଦାଖଲ କରିବେ ❓️

a)

28 ରୁ 32

b)

28 ରୁ 35

c)

28 ରୁ 30

d)

29 ଓ 30

9.

ଜିଜ୍ଞାସା ଅଧିବେଶନରେ 'ନିଜେ କରି ଦେଖ' ପାଇଁ କେତେ ସମୟ ନିର୍ଘଣ୍ଟ ସ୍ଥିର କରାଯାଇଛି ❓️

a)

5 ମିନିଟ

b)

10 ମିନିଟ

c)

15 ମିନିଟ

d)

20 ମିନିଟ

10.

ଏହି ଚିତ୍ରରେ MT ମାନେ କଣ ପ୍ରଦର୍ଶନ କରୁଛନ୍ତି ❓️

a)

ପ୍ରାର୍ଥନା

b)

ଅଭିଯୋଗ

c)

ବରଗଛ

d)

ହାତୀ ଓ ବରଗଛ