wayground logo

Free Printable Worksheets

Font size

S
M
L
XL
Worksheets

ଭାସିଯା ମୋର କାଗଜ ଡଙ୍ଗା

Total questions: 10

Worksheet time: 5mins

Name
Class
Date
1.

1. ବର୍ଷା ହେଉଥିବା ସମୟରେ ଆକାଶ ରେ କଣ ଦେଖାଯାଏ ନାହିଁ?

a)

a. ବିଜୁଳି

b)

b. ପବନ

c)

c. ଘଡଘଡି

d)

d. ଡଙ୍ଗା

2.

2. କେଉଁ ମାସ ରେ ସାଧବ ମାନେ ବୋଇତରେ ଦୂର ଦେଶ ଯାଉଥିଲେ?

a)

A. ବୈଶାଖ

b)

B. ଜୈଷ୍ଠ

c)

C. କାର୍ତ୍ତିକ

d)

D. ମାର୍ଗଶିର

3.

3. ବର୍ଷା ପାଣି ତଳେ ପଡି କଣ ସୃଷ୍ଟି ହୁଏ?

a)

A. ମୁକ୍ତା

b)

B. ପାଣି ଫୋଟକା

c)

C.ପଥର

d)

D. ସୁନା

4.

4. ସାଧବ ମାନେ ବୋଇତରେ କାରବାର କରି କେବେ ଫେରୁଥିଲେ?

a)

A. କାର୍ତ୍ତିକ

b)

B. ଫାଲଗୁନ

c)

C. ଆଷାଢ଼

d)

D. ଭାଦ୍ରବ

5.

5. ବୋଇତରେ ସାଧବ ମାନେ କଣ କଣ ଧରି ଫେରୁଥିଲେ?

a)

A. ଧନ ଦୌଲତ

b)

B. ଚାଉଳ

c)

3. ପନିପରିବା

d)

4. କାଠ

6.

6. ଝିଅ ବୋହୂ ମାନେ ବୋଇତରେ କଣ ଜାଳି ବୋଇତ ବନ୍ଦଉ ଥିଲେ?

a)

A. ଦୀପ

b)

B. ମହମବତୀ

c)

C. ଧୂପ

d)

D. କର୍ପୂର

7.

ଏହା କେଉଁ ଋତୁ କୁ ଦର୍ଶାଉଛି?

a)

A. ଶୀତ

b)

B. ଗ୍ରୀଷ୍ମ

c)

C. ବର୍ଷା

d)

4. ବସନ୍ତ

8.

8. ଆମ ଦେଶ ର କେଉଁଠାରେ ଭେଳା ଭେଳା ଜାହାଜ ଲାଗୁଛି?

a)

A. କଟକ

b)

B. ଭୁବନେଶ୍ୱର

c)

C.ପାରାଦ୍ଵୀପ

d)

4. ବାଲେଶ୍ୱର

9.

ସାଧବ ମାନେ ବୋଇତରେ ଯିବା ସମୟରେ ତାଙ୍କର କାହାକୁ ଡର ନଥିଲା?

a)

A. ଝଡ଼ ତୋଫାନ

b)

B. ଚୋର ଡକାୟତ

c)

C. ସମୁଦ୍ର ଜୀବ

d)

D. କେଉଁ ଟି ନୁହେଁ

10.

10. ପାରାଦୀପ ଏକ -----------

a)

A. ରାଜ୍ୟ

b)

B. ବନ୍ଦର

c)

C. ଦେଶ

d)

D. କେଉଁ ଟି ନୁହେଁ