Wayground logo

Free Printable Worksheets

Font size

S
M
L
XL
Worksheets

ଜୀବ ଓ ନିର୍ଜୀବ

Total questions: 10

Worksheet time: 5mins

Name
Class
Date
1.

1.ଏମାନଙ୍କ ମଧ୍ୟରୁ ଜୀବ କିଏ ଲେଖ?

a)

ଗାଈ

b)

ଚୌକି

c)

ଟେବୁଲ

d)

ବସ

2.

ଏମାନଙ୍କ ମଧ୍ୟରୁ ନିର୍ଜୀବ କିଏ ଲେଖ ?

a)

ବାଘ

b)

କୁକୁର

c)

କୁକୁଡ଼ା

d)

ପଙ୍ଖା

3.

ଏମାନଙ୍କ ମଧ୍ୟରୁ ଭିନ୍ନ କିଏ?

a)

କୁକୁର

b)

ବିଲୁଆ

c)

ବାଘ

d)

ଚିଲ

4.

ନିମ୍ନରେ ଦିଆଯାଇଥିବା ପଶୁମାନଙ୍କ ମଧ୍ୟରୁ କିଏ ସ୍ଥଳଭାଗରେ ବସବାସ କରେ ?

a)

ଘୁଷୁରି

b)

ତିମି

c)

ଚିଙ୍ଗୁଡ଼ି

d)

ରୋହି

5.

ଏମାନଙ୍କ ମଧ୍ୟରୁ କିଏ ଜଳଭାଗରେ ବସବାସ କରେ ?

a)

ବଳଦ

b)

ବାଘ

c)

ହରିଣ

d)

ବାଳିଆ

6.

ଏମାନଙ୍କ ମଧ୍ୟରୁ କିଏ ଉଭୟସ୍ଥଳରେ ବସବାସ କରନ୍ତି ?

a)

ବଗ

b)

ହାତୀ

c)

ଶାଗୁଣା

d)

ବେଙ୍ଗ

7.

ଉଭୟଚର ପ୍ରାଣୀ କିଏ ?

a)

ବିଲୁଆ

b)

ଗଧ

c)

ଷଣ୍ଢ

d)

ସାପ

8.

ଗୋଟିଏ ଉଦ୍ଭିଦର ନାମ କୁହ?

a)

ମାଛ

b)

ବଗ

c)

ଶୈବାଳ

d)

ଚିତାବାଘ

9.

ଏମାନଙ୍କ ମଧ୍ୟରୁ କେଉଁ ଜୀବ ଚଳନ କରେ?

a)

ବସ

b)

ଉଡାଜାହାଜ

c)

ବାଘ

d)

ଘର

10.

ଏମାନଙ୍କ ମଧ୍ୟରୁ ନିମ୍ନ ଶ୍ରେଣୀର ଉଦ୍ଭିଦ କିଏ ?

a)

ଆମ୍ବ ଗଛ

b)

ଧାନ ଗଛ

c)

ଶୈବାଳ

d)

କାକୁଡି ଗଛ

Similar Resources on Wayground