Worksheetsgeography
Total questions: 10
Worksheet time: 5mins
୧. ଜୈବମଣ୍ଡଳ କେଉଁ ମାନଙ୍କୁ ନେଇ ଗଠିତ?
କେବଳ ଉଦ୍ଭିଦ ମାନଙ୍କୁ
ବନ୍ୟ ପ୍ରାଣୀ ମାନଙ୍କୁ
ଉଭୟ ଉଦ୍ଭିଦ ଓ ବନ୍ୟପ୍ରାଣୀ ମାନଙ୍କୁ
କେବଳ ମଣିଷ ମାନଙ୍କୁ
୨.ପୃଥିବୀ ର ବିଭିନ୍ନ ଅଞ୍ଚଳ ରେ ଉଦ୍ଭିଦକୁ କେତେ ଭାଗ ରେ ବିଭକ୍ତ କରାଯାଇଛି ?
୨
୩
୪
୫
୩. ଅକ୍ଷାଂଶ କୁ ବିଚାର କରାଯାଇ ଅରଣ୍ୟ ଗୁଡ଼ିକୁ କେତେ ଭାଗରେ ବିଭକ୍ତ କରାଯାଇଛି ?
୨
୩
୪
୫
୪. ନିରକ୍ଷୀୟ ଅରଣ୍ୟ ବିଷୁବ ରେଖା ର କେଉଁ ପାର୍ଶ୍ଵ ରେ ଅବସ୍ଥିତ ?
୨୫° ଉତ୍ତର ରୁ ୫° ଦକ୍ଷିଣ
୨୫° ଉତ୍ତର ୬୫° ଦକ୍ଷିଣ
୫° ଉତ୍ତର ରୁ ୫° ଦକ୍ଷିଣ
୫° ଉତ୍ତର ରୁ ୨୫° ଦକ୍ଷିଣ
୫. ଉଦ୍ଭିଦ ର ବୃଦ୍ଧି ମୁଖ୍ୟତଃ କାହା ଉପରେ ନିର୍ଭର କରିନଥାଏ ?
ଆଲୋକ
ଉତ୍ତାପ
ଆଦ୍ରତା
ବାୟୁ
୬.ପତ୍ର ଝଡା ଦେବା ଦୃଷ୍ଟି କୋଣରୁ ବିଚାର କଲେ ଜଙ୍ଗଲ କେତେ ପ୍ରକାର ର ?
୨
୪
୬
୮
୭. ଆହାର ଦୃଷ୍ଟି ରୁ ବିଚାର କରି ବନ୍ୟପ୍ରାଣୀ କେତେ ଶ୍ରେଣୀ ରେ ବିଭକ୍ତ କରାଯାଇଛି ?
୨
୩
୪
୫
୮. ସାହାରା ଓ ସାଉଦି ଆରବ ରେ କେଉଁ ପ୍ରାଣୀ ମୁଖ୍ୟ ଅଟେ ?
ବାଘ
ଓଟ
ଘୋଡା
ହାତୀ
୯. ପର୍ଣ୍ଣମୋଚୀ ଅରଣ୍ୟ କେଉଁ ଦେଶ ରେ ଦେଖା ଯାଏ ନାହିଁ ?
ଉତ୍ତର ଆମେରିକା
ଋଷିଆ
ଉତ୍ତର ଅଷ୍ଟ୍ରେଲିଆ
ଦକ୍ଷିଣ ଆଫ୍ରିକା
୧୦. ପରିସଂସ୍ଥା କାହାକୁ କୁହାଯାଏ ?
ଉଦ୍ଭିଦ ରହୁଥିବା ସ୍ଥାନ
ପ୍ରାଣୀ ରହୁଥିବା ସ୍ଥାନ
ଉଭୟ ଉଦ୍ଭିଦ ଓ ପ୍ରାଣୀ ରହୁଥିବା ସ୍ଥାନ
ପକ୍ଷୀ ରହୁଥିବା ସ୍ଥାନ
