WorksheetsCylinder
Total questions: 8
Worksheet time: 8mins
ଗୋଟିଏ ସିଲିଣ୍ଡର ଆକାର ସ୍ତମ୍ଭର ବକ୍ରପୁଷ୍କତଳକୁ ରଙ୍ଗ କରିବାର ପ୍ରତି ବର୍ଗମିଟରକୁ 60 ପଇସା ହିସାବରେ 792 ଟଙ୍କା ଖର୍ଚ ହେଲା। ଏହାର ଭୂମିର କ୍ଷେତ୍ରଫଳ 154 ବର୍ଗ ମିଟର ହେଲେ
A)ଚକ୍ର ପୃଷ୍ଠତଳର କ୍ଷେତ୍ରଫଳ କେତେ ?
B) ଆଧାର ର ପରିସୀମା ?
C)ଏହାର ଉଚ୍ଚତା କେତେ ?
(a)
ଗୋଟିଏ ରୋଲର୍ର ଦୈର୍ଘ୍ୟ 1.6 ମି. ଏବଂ ଉଚ୍ଚତା 70 ସେ.ମି. । ଏହା କେତେଥର ଘୂରିଲେ 26.4 ଏୟର୍ ସ୍ଥାନ ସମତଳ କରିପାରିବ ?
A)h କେତେ ?
B)ଚକ୍ର ପୃଷ୍ଠତଳର କ୍ଷେତ୍ରଫଳ କେତେ ?
C)1ଥର ଘୂରିଲେ.?ସମତଳ କରିପାରିବ ?
(a)
1540 ବର୍ଗମିଟର ଭୂମିରେ ଗୋଟିଏ ରୋଲର 9୦ଥର ଗଡ଼ାଇବାକୁ ପଡ଼େ । ରୋଲର୍ଟିର ଦୈର୍ଘ୍ୟ ଏହାର ବ୍ୟାସ ସହିତ ସମାନ ହେଲେ ଏହାର ଦୈର୍ଘ୍ୟ ନିଶ୍ଚୟ କର ।
(pi = 2/7)
A)ଚକ୍ର ପୃଷ୍ଠତଳର କ୍ଷେତ୍ରଫଳ କେତେ?
(a)
(a) d = 16 ସେ.ମି., h = 21 ସେ.ମି. ହେଲେ ଚକ୍ର ପୃଷ୍ଠତଳର କ୍ଷେତ୍ରଫଳ କେତେ
(a)
ଭମିର କ୍ଷେତ୍ରଫଳ 1386 ବ.ସେ.ମି. ଓ h = 36 ସେ.ମି. ହେଲେ, ସମଗ୍ର ପୃଷ୍କତଳର କ୍ଷେତ୍ରଫଳ କେତେ
(a)
(b) ବଜ୍ର ପୃଷ୍ଠତଳର କ୍ଷେତ୍ରଫଳ 1188 ବ.ମି., d = 18 ମି. ହେଲେ, h କେତେ ?
(a)
ସିଲିଣ୍ଡରର ବଜ୍ରପୃଷ୍କତଳର କ୍ଷେତ୍ରଫଳ = ଏକକ
(a)
ଫମ୍ପା ସିଲିଣ୍ଡରର ସମଗ୍ର ପୃଷ୍ଠତଳର କ୍ଷେତ୍ରଫଳ
(a)
