Worksheetsସାହିତ୍ୟ ଗଦ୍ୟ ଜନ୍ମଭୂମି -କୃଷ୍ଣ ଚନ୍ଦ୍ର ପାଣଗ୍ରାହୀ
Total questions: 15
Worksheet time: 8mins
୧.. କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଦ୍ବାରା ରଚିତ ‘ଜନ୍ମଭୂମି’ ପ୍ରବନ୍ଧଟି କେଉଁ ପୁସ୍ତକରୁ ଆସିଅଛି ?
(A) ଭୁବନେଶ୍ଵରର ପ୍ରତ୍ନତାତ୍ତ୍ୱିକ ଅବଶେଷ
(B) ପ୍ରବନ୍ଧ ମାନସ
(C) ଇତିହାସ ଓ କିମ୍ବଦନ୍ତୀ
(D) ମୋ ସମୟର ଓଡ଼ିଶା
A
B
C
D
2. ଜନ୍ମଭୂମି ପ୍ରବନ୍ଧରେ ‘ଆୟୁ’ ସହିତ କାହାକୁ ତୁଳନା କରାଯାଇଛି ?
(A) ସୂର୍ଯ୍ୟ
(B) ନଦୀ
(C) ପବନ
(D) ଚନ୍ଦ୍ର
A
B
C
D
3. ଜନ୍ମଭୂମି ପ୍ରବନ୍ଧରେ କିଏ ନିଜ କୁଟୀରକୁ ଦୁର୍ଗ କରି ବିଶ୍ୱ ବିରୋଧରେ ବିଦ୍ରୋହ କରୁଛି ବୋଲି କୁହାଯାଇଛି ?
(A) ସାର ମାଉସୀ
(C) ନରି ଭାଇ
(B) ହରି ଭାଇ
(D) ଗୋବିନ୍ଦା ଭାଇ
A
B
C
D
4. ଆଗେ ଦେଖା ହେଲେ ଗୋବିନ୍ଦା ଭାଇ ପ୍ରାବନ୍ଧିକଙ୍କୁ ବହୁ ମାନ ସହିତ ତା' କୁଟୀରରେ ବସାଇ କ'ଣ ଶୁଣାଇଥୁଲା ?
(A) କେବେ ଆସିଲ ବାପ
(B) ଜଳାକଳେବର କହ୍ନାଇ
(C) ଭଜନ
(D) ମନବୋଧ ଚଉତିଶା
A
B
C
D
5. ଗ୍ରାମର ଶିଶୁମାନେ କେବେ କେବେ ଦେଖାହେଲେ ପ୍ରାବନ୍ଧିକଙ୍କୁ କେଉଁଠାରୁ ନବାଗତ ଜେବ୍ରା ବା ଜିରାଫ୍ ପରି ଚାହିଁ ରହତି ?
(A) ଓଡିଶା
(B) ଆମେରିକା
(C) ଆଫ୍ରିକା
(D) ଓମାନ
A
B
C
D
6. ଗ୍ରାମବାସୀମାନଙ୍କ ମଧ୍ୟରୁ ଯେଉଁ ଶିକ୍ଷିତ ଓ ଅଦ୍ଧ ଶିକ୍ଷିତ ନବଯୁବକମାନେ ଚାକିରି ନ ପାଇ ଜନ୍ମଭୂମି ଛାଢ଼ିନାହାନ୍ତି, ସେମାନେ କାହାର ଆଶ୍ରୟ ନେଇଛନ୍ତି ?
(A) ସମାଜସେବା
(B) ରାଜନୀତି
(C) ସାହିତ୍ଯ
(D) କୃଷି
A
B
C
D
7. ଚାକିରି ନ ପାଇ ଜନ୍ମଭୂମି ଛାଡ଼ି ନ ଥୁବା ଶିକ୍ଷିତ ଓ ଅଦ୍ଧଶିକ୍ଷିତ ଯୁବକମାନେ ସ୍ଥଳପଦ୍ମରେ କ'ଣ ଦେଖନ୍ତି ?
(A) ଆହବର ରକ୍ତ
(B) ରକ୍ତ କେତନ
(C) ବିଦ୍ରୋହର ବହ୍ନି
(D) ସଂଗ୍ରାମର ଶୋଣିତ
A
B
C
D
8. ମଣିଷ ଆଭିଜାତ୍ୟର ଚିହ୍ନ ବୋଲି କାହାକୁ ଛାଡ଼େ ନାହିଁ ?
(A) ଯାନବାହନ
(C) କୋଠାଘର
(B) ଧନସମ୍ପରି
(D) ନେକ୍ଟାଇ
A
B
C
D
9. କୃଷ୍ଣ କେତେ ଦିନକୁ କଣ୍ଟକରି ମଥୁରାକୁ ଚିରଦିନ ପାଇଁ ଚାଲିଗଲେ ?
(A) ଦୁଇ
(B) ତିନି
(C) ପାଞ୍ଚ
(D) ଚାରି
A
B
C
D
10. କିଏ ଶଶିକଳା ପରି ଦୀନା ଓ କ୍ଷୀଣା ହୋଇଗଲେ ?
(A) ନନ୍ଦ
(C) ଗୋପାଙ୍ଗଣା
(B) ଯଶୋଦା
(D) ରାଧା
A
B
C
D
11. କେଉଁ ଗ୍ରୀସୀୟ ଦେବତା ବିଶ୍ବର ଭାର ବହନ କରିଛନ୍ତି ବୋଲି କୁବ୍ଜ ହୋଇ ଚାଲନ୍ତି ?
(A) ରା
(B) ଆମନ୍
(C) ଏଟ୍ଲାସ୍
(D) ଜିଅସ୍
A
B
C
D
12. ନିମ୍ନୋକ୍ତ କେଉଁ କବି ଭାବେ ସାରଳା ଦାସ ଓଡ଼ିଆ ସାହିତ୍ୟରେ ପ୍ରସିଦ୍ଧ ?
(A) ପଲ୍ଲୀକବି
(B) ସ୍ବଭାବ କବି
(C) ଆଦିକବି
(D) ଜା
ତୀୟ କବି
A
B
C
D
13. ‘ଭୀମଙ୍କ ସିଂଘନାଦ ରଡ଼ି’ କବିତାଟି ସାରଳା ମହାଭାରତର କେଉଁ ପର୍ବରୁ ଆସିଛି ?
(A) ଗଦାପର୍ବ
(B) ଶାତିପର୍ବ
(C) ହସ୍ତିନାପର୍ବ
(D) ବନପର୍ବ
A
B
C
D
14. ନିମ୍ନୋକ୍ତ କାହାକୁ ପବନର ସୁତ ବୋଲି କୁହାଯାଇଛି ?
(A) ନକୁଳ
(B) ଭୀମ
(C) ସହଦେବ
(D) ଅର୍ଜୁନ
A
B
C
D
16. ଭୀମ ଶିବଙ୍କୁ କ'ଣ ମାଗିବାକୁ ସହଦେବ କହିଲେ ?
A. ସିଂହନାଦ ବାଦ୍ୟ
B .କୋଦଣ୍ଡ ଧନୁର
C. ପଶୁପତି
D .ଚକ୍ର
C
D
A
B
