
Odia quiz
Authored by Kalpana Patnaik
Other
3rd Grade
Used 9+ times

AI Actions
Add similar questions
Adjust reading levels
Convert to real-world scenario
Translate activity
More...
Content View
Student View
9 questions
Show all answers
1.
MULTIPLE CHOICE QUESTION
30 sec • 1 pt
ବଣର ର।ଜ। କିଏ ?
ଭ।ଲୁ
ଵାଘ
ହରିଣ
ଚିତାଵାଘ
2.
MULTIPLE CHOICE QUESTION
30 sec • 1 pt
କେଉଁ ଜାଗାରେ କୋଳାହଳ ଶୁଭୁଥାଏ?
ଶିମିଳିପାଳ ଜଙ୍ଗଲରେ
ଚନ୍ଦକା ଜଙ୍ଗଲ ଭିତରେ
ଉଷାକୋଠି ଜଙ୍ଗଲରେ
ଭିତରକନିକା ଜଙ୍ଗଲରେ
3.
MULTIPLE CHOICE QUESTION
30 sec • 1 pt
ଦୁଇଟି ସରୀସୃପର ନାମ ଚୟନ କର।
ସାପ, ହରିଣ
କୁକୁର, କୁମ୍ଭୀର
ସାପ, କୁମ୍ଭୀର
ବେଙ୍ଗ, ସାପ
4.
MULTIPLE CHOICE QUESTION
30 sec • 1 pt
କାହାର ବିଚାର ପାଇଁ ଅଦାଲତ ବସିଥିଲା?
ଦୁଇଟି ମଣିଷର
ଦୁଇଟି ସରୀସୃପର
ଦୁଇଟି ବୃକ୍ଷର
ଦୁଇଟି ବାଘର
5.
MULTIPLE CHOICE QUESTION
30 sec • 1 pt
ମଣିଷ ଦୁଇଟି କ'ଣ ଶିକାର କରିବାକୁ ଆସିଥିଲେ ?
ଵାଘ
ଭାଲୁ
ହରିଣ
ସାପ
6.
MULTIPLE CHOICE QUESTION
30 sec • 1 pt
ମହାମନ୍ତ୍ରୀ କିଏ ଥିଲେ?
ଭାଲୁ
ଚିତାବାଘ
ଗୋଖର
ହରିଣ
7.
MULTIPLE CHOICE QUESTION
30 sec • 1 pt
ଲୋକମାନେ କ'ଣ ପାଇଁ ହାତୀ ଶିକାର କରିଥାନ୍ତି ?
ଚମଡ଼ା ପାଇଁ
ଶୁଣ୍ଢ ପାଇଁ
ଦାନ୍ତ ପାଇଁ
ମାଂସ ପାଇଁ
Access all questions and much more by creating a free account
Create resources
Host any resource
Get auto-graded reports

Continue with Google

Continue with Email

Continue with Microsoft
or continue with
%20(1).png)
Apple
Others
Already have an account?