
ଆସ ଆମେ ଖେଳିବା
Authored by Suresh Panda
Other
6th - 8th Grade
Used 1+ times

AI Actions
Add similar questions
Adjust reading levels
Convert to real-world scenario
Translate activity
More...
Content View
Student View
5 questions
Show all answers
1.
MULTIPLE CHOICE QUESTION
30 sec • 1 pt
ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ 'ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ'କୁ କେଉଁ ବିଭାଗରେ ପରିବର୍ତ୍ତିତ କରିବାର ଯୋଜନା କରାଯାଇଛି ?
ଶିକ୍ଷା
ସ୍ୱାସ୍ଥ୍ୟ
ଗମନାଗମନ
ଖଣି
2.
MULTIPLE CHOICE QUESTION
30 sec • 1 pt
( ୮ ରୁ ୧୧ ) ବର୍ଷ ବୟସର ପିଲାମାନେ କେଉଁ ଶ୍ରେଣୀର ଅନ୍ତର୍ଭୁକ୍ତ ?
( ୧ମ ଓ ୨ୟ ) ଶ୍ରେଣୀ
( ୩ୟ ରୁ ୫ମ ) ଶ୍ରେଣୀ
( ୬ଷ୍ଠ ରୁ ୮ମ ) ଶ୍ରେଣୀ
( ୯ମ ରୁ ୧୨ଶ ) ଶ୍ରେଣୀ
3.
MULTIPLE CHOICE QUESTION
30 sec • 1 pt
କେଉଁ ସ୍ତରର ପିଲାମାନଙ୍କ ପାଇଁ ବହୁବିଧ ଶିକ୍ଷା ବ୍ୟବସ୍ଥା ରହିଛି ?
ଅଙ୍ଗନବାଡ଼ି
ପ୍ରାଥମିକ
ମଧ୍ୟମ ପର୍ଯ୍ୟାୟ
ମାଧ୍ୟମିକ ସ୍ତର
4.
MULTIPLE CHOICE QUESTION
30 sec • 1 pt
କେଉଁ Right to Education Act କହେ ଯେ, ଶିକ୍ଷଣର ମାଧ୍ୟମ ମାତୃଭାଷା ହେବା ଦରକାର ?
୨୦୦୮
୨୦୦୯
୨୦୧୦
୨୦୧୧
5.
MULTIPLE CHOICE QUESTION
30 sec • 1 pt
ପ୍ରାଥମିକ ସ୍ତରରେ ଶିକ୍ଷଣର ମାଧ୍ୟମ କେଉଁ ଭାଷା ହେବା ଦ୍ୱାରା ପିଲାମାନଙ୍କର ଆତ୍ମବିଶ୍ୱାସ ହ୍ରାସ ପାଇଥାଏ ?
ମାତୃଭାଷା
ଆଞ୍ଚଳିକ ଭାଷା
ସଂଖ୍ୟାଲଘୁ ଭାଷା
ବିଦେଶୀ ଭାଷା
Access all questions and much more by creating a free account
Create resources
Host any resource
Get auto-graded reports

Continue with Google

Continue with Email

Continue with Classlink

Continue with Clever
or continue with

Microsoft
%20(1).png)
Apple
Others
Already have an account?