
ପାହାନ୍ତା
Authored by SANJITA TRIPATHY
Other
5th Grade
Used 11+ times

AI Actions
Add similar questions
Adjust reading levels
Convert to real-world scenario
Translate activity
More...
Content View
Student View
6 questions
Show all answers
1.
MULTIPLE CHOICE QUESTION
30 sec • 1 pt
୧.'ପାହାନ୍ତା 'କବିତା କିଏ ଲେଖିଛନ୍ତି?
ଗୋପବନ୍ଧୁ ଦାସ
ନନ୍ଦକିଶୋର ବଳ
ମଧୁସୂଦନ ରାଓ
2.
MULTIPLE CHOICE QUESTION
30 sec • 1 pt
ପାହାନ୍ତା ସମୟରେ ପୂର୍ବ ଆକାଶ କିପରି ଦେଖାଯାଏ?
ସିନ୍ଦୂର ମୟ
ନୀଳ ବର୍ଣ୍ଣ
ସବୁଜ ବର୍ଣ୍ଣ
3.
MULTIPLE CHOICE QUESTION
30 sec • 1 pt
୩.କାହା ଗୀତ ଶୁଣି ଚିତ୍ତ ଲାଖିଯାଏ?
ପିଲାମାନଙ୍କର
କବିଙ୍କର
ପକ୍ଷୀମାନଙ୍କର
4.
MULTIPLE CHOICE QUESTION
30 sec • 1 pt
୪. ଚାରିଦିଗ କେଉଁଥିରେ ମହକି ଯାଏ?
ଅତର ବାସ୍ନାରେ
ଫୁଲର ସୁବାସରେ
ଭିଜା ମାଟିର ବାସ୍ନାରେ
5.
MULTIPLE CHOICE QUESTION
30 sec • 1 pt
୫. କାହାକୁ କବି ହୀରାଫଳ ବୋଲି କହିଛନ୍ତି?
ଧଳା କାକର ବିନ୍ଦୁକୁ
ବର୍ଷା ବୁନ୍ଦାକୁ
ଜଳ ବିନ୍ଦୁକୁ
6.
MULTIPLE CHOICE QUESTION
30 sec • 1 pt
୬. ଏଇ ସୁନ୍ଦର ପୃଥିବୀକୁ କିଏ ତିଆରି କରିଛନ୍ତି?
ମଣିଷ
ବୈଜ୍ଞାନିକ
ଈଶ୍ବର
Access all questions and much more by creating a free account
Create resources
Host any resource
Get auto-graded reports

Continue with Google

Continue with Email

Continue with Classlink

Continue with Clever
or continue with

Microsoft
%20(1).png)
Apple
Others
Already have an account?