Search Header Logo

କହିବା ଆଗରୁ କରିବା

Authored by Kalpana Patnaik

Other

3rd Grade

Used 2+ times

କହିବା ଆଗରୁ କରିବା
AI

AI Actions

Add similar questions

Adjust reading levels

Convert to real-world scenario

Translate activity

More...

    Content View

    Student View

5 questions

Show all answers

1.

MULTIPLE CHOICE QUESTION

30 sec • 1 pt

ସାନୁ କେଉଁଠାରୁ ଘରକୁ ଫେରିଲା ?

ହାଟରୁ

ବିଦ୍ୟାଳୟରୁ

ମନ୍ଦିରରୁ

2.

MULTIPLE CHOICE QUESTION

30 sec • 1 pt

ସାନୁର ବିଦ୍ୟାଳୟରେ କାହାର ଜନ୍ମଦିନ ପାଳନ କରାଗଲା ?

ନେହେରୁଙ୍କ

କଲାମଙ୍କ

ଗାନ୍ଧିଙ୍କ

3.

MULTIPLE CHOICE QUESTION

30 sec • 1 pt

ଗାନ୍ଧିଙ୍କ ଜନ୍ମଦିନ କେବେ ପାଳନ କରାଯାଏ ?

ଜୁନ ୨ ତାରିଖ

ଜୁଲାଇ୨ ତାରିଖ

ଅକ୍ଟୋବର ୨ ତାରିଖ

4.

MULTIPLE CHOICE QUESTION

30 sec • 1 pt

କସ୍ତୁରବା କିଏ ?

ଗାନ୍ଧିଙ୍କ ଭଉଣୀ

ଗାନ୍ଧିଙ୍କ ପତ୍ନୀ

ଗାନ୍ଧିଙ୍କ ସାଙ୍ଗ

5.

MULTIPLE CHOICE QUESTION

30 sec • 1 pt

ଗାନ୍ଧିଜୀ କସ୍ତୁରବାଙ୍କୁ ଖାଦ୍ୟରେ କଣ ଖାଇବାକୁ ମନା କରିଲେ ?

ରାଗ

ମିଠା

ଲୁଣ

Access all questions and much more by creating a free account

Create resources

Host any resource

Get auto-graded reports

Google

Continue with Google

Email

Continue with Email

Microsoft

Continue with Microsoft

or continue with

Facebook

Facebook

Apple

Apple

Others

Others

Already have an account?