Search Header Logo

Japan Anubhuti

Authored by Sudhansu Swain

Other

5th Grade

Used 2+ times

Japan Anubhuti
AI

AI Actions

Add similar questions

Adjust reading levels

Convert to real-world scenario

Translate activity

More...

    Content View

    Student View

5 questions

Show all answers

1.

MULTIPLE CHOICE QUESTION

30 sec • 1 pt

୧. 'ଜାପାନ ଅନୁଭୂତି' ପ୍ରବନ୍ଧର ଲେଖକ କିଏ?

ବ୍ରହ୍ମାନନ୍ଦ ପଣ୍ଡା

ବନବିହାରୀ ପଣ୍ଡା

ନିରଞ୍ଜନ ପଣ୍ଡା

ସନାତନ ପଣ୍ଡା

2.

MULTIPLE CHOICE QUESTION

30 sec • 1 pt

୨.ଜାପାନର ରାଜଧାନୀର ନାମ କ'ଣ ?

ସୋକା

ଟୋକିଓ

ଓକିନାୱା

ବେଞ୍ଜିଙ୍

3.

MULTIPLE CHOICE QUESTION

30 sec • 1 pt

୩. ଜାପାନୀ ମୁଦ୍ରାକୁ କ'ଣ କହନ୍ତି ?

ରୁବେଲ

ୟୁରୋ

ରୂପୀ

ୟେନ୍

4.

MULTIPLE CHOICE QUESTION

30 sec • 1 pt

୪. 'ବୟସ୍କ ପୁରୁଷ'- ଲିଙ୍ଗ ପରିବର୍ତ୍ତନ କଲେ କ'ଣ ହେବ ?

ବୟସ୍କା ମହିଳା

ବୟସ୍କ ମହିଳା

ବୟସ୍କା ବୃଦ୍ଧା

ବୟସ୍କ ବୃଦ୍ଧା

5.

MULTIPLE CHOICE QUESTION

30 sec • 1 pt

୫. ଜାପାନରେ ବାଧ୍ୟତାମୂଳକ ଶିକ୍ଷା କେତେ ବର୍ଷ ବୟସ ପର୍ଯ୍ୟନ୍ତ ଥାଏ ?

ପନ୍ଦର ବର୍ଷ

ଚଉଦ ବର୍ଷ

ଅଠର ବର୍ଷ

ଏକୋଇଶି ବର୍ଷ

Access all questions and much more by creating a free account

Create resources

Host any resource

Get auto-graded reports

Google

Continue with Google

Email

Continue with Email

Classlink

Continue with Classlink

Clever

Continue with Clever

or continue with

Microsoft

Microsoft

Apple

Apple

Others

Others

Already have an account?