ନଇଁଗଲା ଆପେ ମଥା

ନଇଁଗଲା ଆପେ ମଥା

5th Grade

5 Qs

quiz-placeholder

Similar activities

ଆମ ଦେଶ ଭାରତ class v

ଆମ ଦେଶ ଭାରତ class v

5th Grade

10 Qs

ଆମେ ଭାରତର ଶିଶୁ

ଆମେ ଭାରତର ଶିଶୁ

5th Grade

5 Qs

କିଏ କାହାର ପ୍ରତିଷ୍ଠାତା class v G.k

କିଏ କାହାର ପ୍ରତିଷ୍ଠାତା class v G.k

5th Grade

10 Qs

ବଣ ଅଦାଲତ

ବଣ ଅଦାଲତ

1st - 5th Grade

10 Qs

ବ୍ୟାକରଣ

ବ୍ୟାକରଣ

5th Grade

2 Qs

ମହାରାଜା ଦିଲୀପ

ମହାରାଜା ଦିଲୀପ

5th Grade

6 Qs

ପାହାନ୍ତା

ପାହାନ୍ତା

5th Grade

6 Qs

ମାନିଆରୁ ମାଡାମ କ୍ୟୁରୀ

ମାନିଆରୁ ମାଡାମ କ୍ୟୁରୀ

5th Grade

5 Qs

ନଇଁଗଲା ଆପେ ମଥା

ନଇଁଗଲା ଆପେ ମଥା

Assessment

Quiz

Other

5th Grade

Easy

Created by

Sudhansu Swain

Used 1+ times

FREE Resource

5 questions

Show all answers

1.

MULTIPLE CHOICE QUESTION

30 sec • 1 pt

୧. 'ନଇଁଗଲା ଆପେ ମଥା' କବିତାର କବି କିଏ ?

ବଟକୃଷ୍ଣ ସ୍ବାଇଁ

ବଟକୃଷ୍ଣ ଓଝା

ନଟବର ସାହୁ

ନଟବର ଦାଶ

2.

MULTIPLE CHOICE QUESTION

30 sec • 1 pt

୨. ଦାସେ ଆପଣେ କିଏ ?

ନୀଳକଣ୍ଠ ଦାସ

ଗୋପବନ୍ଧୁ ଦାସ

ହରିହର ଦାସ

ଲିଙ୍ଗରାଜ ଦାସ

3.

MULTIPLE CHOICE QUESTION

30 sec • 1 pt

୩ ଆକୁଳ ଆଖିର ଲୁହ କିଏ ପୋଛି ଦେଉଥିଲେ ?

ପ୍ରଚାରକ ଅନନ୍ତ ମିଶ୍ର

ଗାଁ ର ମୁଖିଆ ଲୋକ

ନେତାମାନେ

ମନ୍ତ୍ରୀମାନେ

4.

MULTIPLE CHOICE QUESTION

30 sec • 1 pt

୪ ପଦ୍ୟରେ ହୋଇଛି 'ଅଥିର'। ଗଦ୍ୟରେ କ'ଣ ହେବ ?

ଅଥର

ଅଥୟ

ଅସ୍ଥିର

ଅସ୍ଥାୟୀ

5.

MULTIPLE CHOICE QUESTION

30 sec • 1 pt

୫. ଅଳପ ଗଦ୍ୟରେ କ'ଣ ହେବ ?

ଅପ

ଅଳ୍ପ

ସ୍ଵଳ୍ପ

କଳ୍ପ