Search Header Logo

ମାଟି ଗଲା ବିଗିଡ଼ି

Authored by Kalpana Patnaik

Other

4th Grade

Used 2+ times

ମାଟି ଗଲା ବିଗିଡ଼ି
AI

AI Actions

Add similar questions

Adjust reading levels

Convert to real-world scenario

Translate activity

More...

    Content View

    Student View

5 questions

Show all answers

1.

MULTIPLE CHOICE QUESTION

30 sec • 1 pt

ଛୁଟିରେ ବାପୁ ଓ ଦୀପୁ କାହା ଘରକୁ ଯାଇଥିଲେ ?

ମାମୁ

ଆଈ

ମଉସା

2.

MULTIPLE CHOICE QUESTION

30 sec • 1 pt

ଅଜାଙ୍କ ବୟସ କେତେ ଥିଲା ?

ଅଶୀ

ପ୍ରାୟ ଅଶୀ

ସତୁରୀ

3.

MULTIPLE CHOICE QUESTION

30 sec • 1 pt

ଅଜା ବଗିଚାରେ କେଉଁ କାମ କରୁଥିଲେ ?

ଘାସ ବାଛୁଥିଲେ

ମାଟି ହାଣୁଥିଲେ

ଘାସ ବାଛୁଥିଲେ,ମାଟି ହାଣୁଥିଲେ,ଗଛମୂଳେ ପାଣି ଦେଉଥିଲେ

4.

MULTIPLE CHOICE QUESTION

30 sec • 1 pt

ଅଜା କାହାକୁ ମାଆ ବୋଲି କହିଲେ ?

ଗଛକୁ

ମାଟିକୁ

ଧୂଳିକୁ

5.

MULTIPLE CHOICE QUESTION

30 sec • 1 pt

କେଉଁ ସାରା ସବୁ ଅନିଷ୍ଟର ମୂଳ ?

ପ୍ରାକୃତିକ

କମ୍ପୋଷ୍ଟ

ରାସାୟନିକ

Access all questions and much more by creating a free account

Create resources

Host any resource

Get auto-graded reports

Google

Continue with Google

Email

Continue with Email

Microsoft

Continue with Microsoft

or continue with

Facebook

Facebook

Apple

Apple

Others

Others

Already have an account?