
କରିଦିଅ ମୋତେ ସାଇଁ
Authored by Kalpana Patnaik
Other
4th Grade
Used 2+ times

AI Actions
Add similar questions
Adjust reading levels
Convert to real-world scenario
Translate activity
More...
Content View
Student View
6 questions
Show all answers
1.
MULTIPLE CHOICE QUESTION
30 sec • 1 pt
କବି ବରଗଛ ନ ହୋଇ କେଉଁ ଗଛ ହେବାକୁ ଚାହିଁଛନ୍ତି ?
ନଡ଼ିଆ ଗଛ
ତୁଳସୀ ଗଛ
କଦଳୀ ଗଛ
2.
MULTIPLE CHOICE QUESTION
30 sec • 1 pt
ତୁଳସୀ ଗଛ କେଉଁଠାରେ ଶୋଭା ପାଉଥାଏ ?
ଘରେ ଠାକୁରଙ୍କ ପାଖରେ
ଦାଣ୍ଡ ଅଗଣାରେ
ରୋଷେଇ ଘରେ
3.
MULTIPLE CHOICE QUESTION
30 sec • 1 pt
ନିତି ଶବ୍ଦର ଅର୍ଥ
ନିୟମ
ନାରାଜ
ସବୁବେଳେ
4.
MULTIPLE CHOICE QUESTION
30 sec • 1 pt
କବି ହାତୀ ନ ହୋଇ କେଉଁ ଜୀବ ହେବାକୁ ଚାହିଁଛନ୍ତି?
ମଗର
ମାଛ
ମହୁମାଛି
5.
MULTIPLE CHOICE QUESTION
30 sec • 1 pt
ମଧୁ ଶବ୍ଦର ଅର୍ଥ
ମିଠା
ମହୁ
ମହୁଲ ଫୁଲ
6.
MULTIPLE CHOICE QUESTION
30 sec • 1 pt
ଗଙ୍ଗଶିଉଳି ଫୁଲ କେତେବେଳେ ଫୁଟି କେତେବେଳେ ଝଡିଯାଏ?
ସକାଳେ ଫୁଟି ସଞ୍ଜବେଳେ ଝଡିଯାଏ
ସଞ୍ଜରେ ଫୁଟି ସକାଳେ ଝଡିଯାଏ
ସକାଳେ ଫୁଟି ସକାଳେ ଝଡିଯାଏ
Access all questions and much more by creating a free account
Create resources
Host any resource
Get auto-graded reports

Continue with Google

Continue with Email

Continue with Classlink

Continue with Clever
or continue with

Microsoft
%20(1).png)
Apple
Others
Already have an account?